ମୋର ବିବାହ ବୟସ ହୋଇସାରିଛି କହି ଏହି ଅଭିନେତ୍ରୀଙ୍କୁ ପ୍ରପୋଜ୍‌ କରିଥିଲେ ସଲ୍‌ମାନ

ବଲିଉଡ୍‌ର ଜଣାଶୁଣା ଅଭିନେତା ସଲ୍‌ମାନ ଖାନ୍‌ ଏବଂ କାଟ୍ରିନା କୈଫଙ୍କ ସମ୍ପର୍କ ପାୟ ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ଉଭୟ ଏକାଠି ଅନେକ ଫିଲ୍ମ ମଧ୍ୟ କରିଛନ୍ତି। ଲୋକମାନେ ଉଭୟଙ୍କ ଯୋଡିକୁ ପସନ୍ଦ ମଧ୍ୟ କରନ୍ତି। ଏପରିକି ସଲ୍‌ମାନ ଥରେ କାଟ୍ରିନାଙ୍କୁ ପ୍ରପୋଜ୍‌ କରିଥିଲେ, ମାତ୍ର କାଟ୍ରିନାଙ୍କ ପ୍ରତିକ୍ରିୟା ତାଚ୍ଛଲ୍ୟପୂର୍ଣ୍ଣ ଥିଲା।
ଇତିମଧ୍ୟରେ ଦୀର୍ଘ ସମୟ ବିତିସାରିଛି। ସଲ୍‌ମାନ କାଟ୍ରିନାଙ୍କୁ ପ୍ରପୋଜ୍‌ କରି କହିଥିଲେ ଯେ, ମୋର ବିବାହ ବୟସ ହୋଇ ସାରିଛି। ତୁମେ ମୋର ପସନ୍ଦ, ତୁମେ ମୋତେ ବିବାହ କରିବାକୁ ଚାହୁଁଛ? ପରେ କାଟ୍ରିନା ଜୋରରେ ହସୁଛନ୍ତି। ସଲ୍‌ମାନଙ୍କ ଫ୍ୟାନ୍‌ଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଶେୟାର ହୋଇଥିବା ଏହି ପୁରୁଣା ଭିଡିଓରେ କାଟ୍ରିନା ତାଙ୍କୁ ଉପହାସ କରୁଥିବା ନଜରକୁ ଆସିଛି। ଏହି ପୁରୁଣା ଭିଡିଓକୁ ୮୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାରିମାସର ବାଛୁରୀ ଛୁଆ ସହ ଖେଳିଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ଦୁହେଁ ସେଠାରେ ଉଠାଇଥିବା କିଛି ଫଟୋ ସୋଶାଲ ମିଡିଆରେ...

କାମ ପାଇଁ ଭିକ ମାଗିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ନିଆ ଶର୍ମା ଅନ୍ୟତମ। ସେ ଅନେକ ଟିଭି ସିରିଏଲରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅଭିନୟ...

ବାଜିବ ଶାହାନାଇ; ପ୍ରେମିକ ବିକ୍କିଙ୍କ ହାତ ଧରିବାକୁ ଯାଉଛନ୍ତି ଏହି ଚର୍ଚ୍ଚିତ ଅଭିନେତ୍ରୀ

ବମ୍ବେ: ଖୁବ୍‌ଶୀଘ୍ର ବାଜିବ ଶାହାନାଇ। ପ୍ରେମିକ ବିକ୍କି ଜୈନଙ୍କ ହାତ ଧରିବେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଦୀର୍ଘଦିନରୁ ଉଭୟ ପରସ୍ପରକୁ ଡେଟ୍‌ କରୁଥିଲେ। ଏବେ କିନ୍ତୁ...

ଶେଷରେ ମାନିଲେ ନେହା କକ୍କର, କହିଲେ ତୁମେ ମୋର

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ପୁଣି ପ୍ରେମରେ ପଡିଛନ୍ତି। ହିଂମାଶ କୋହଲିଙ୍କଠାରୁ ବ୍ରେକ୍‌ ଅପ୍‌ ହେବାପରେ ନେହା ଏବେ ପିଲାଦିନର ବନ୍ଧୁ ରୋହନପ୍ରୀତ ସିଂଙ୍କ...

ସଞ୍ଜୟଙ୍କ ବିଦେଶ ଗସ୍ତକୁ ନେଇ ଉପୁଜିପାରେ ବାଧା

ମୁମ୍ବାଇ,୧୩।୮: ବଲିଉଡ୍‌ ନାୟକ ସଞ୍ଜୟ ଦତ୍ତ କ୍ୟାନସରରେ ପୀଡ଼ିତ ହେବା ଜଣାପଡିବା ପରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ତେବେ କ୍ୟାନସର ଚିକିତ୍ସା...

ଐଶ୍ୱର୍ଯ୍ୟା, ଝିଅ ଆରାଧ୍ୟାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୧୨।୭: ବଲିଉଡ୍‌ ନାୟିକା ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନାରେ ପୀଡ଼ିତ ଥିବା ସୂଚନା ମିଳିଛି। କେବଳ ସେ ନୁହେଁ ତାଙ୍କ...

ସୈଫିନାଙ୍କ ସହ ସମର ଭ୍ୟାକେସନରେ ତୈମୁର: ଭାଇରାଲ ହେଲା ହଲିଡେ ଫଟୋ

ମୁମ୍ବାଇ,୩।୬: କରୀନା କପୁର ଖାଁ ଓ ସୈଫ ଅଲ୍ଲୀ ଖାଁ ପୁଅ ତୈମୁରଙ୍କ ସହ ଏବେ ଭ୍ୟାକେସନରେ ଅଛନ୍ତି। ସୋସିଆଲ ମିଡିଆରେ କରୀନା, ସୈଫଙ୍କ ସହ...

ସଜେଇ ହେଇଛି ବରୁଣ-ନତାଶାଙ୍କ ବିବାହ ମଣ୍ଡପ, କିଛି ସମୟ ପରେ ନେବେ ସାତଫେରା

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ଏବଂ ନତାତା ଦଲାଲଙ୍କ ବିବାହ ଆଜି ଅର୍ଥାତ୍‌ ରବିବାର ଅନୁଷ୍ଠିତ ହେବ। ଏନେଇ ସଜେଇ ହୋଇଛି ବିବାହ ମଣ୍ଡପ। ପଣ୍ଡିତ...

Advertisement
Archives

Model This Week