ମୋର ବିବାହ ବୟସ ହୋଇସାରିଛି କହି ଏହି ଅଭିନେତ୍ରୀଙ୍କୁ ପ୍ରପୋଜ୍‌ କରିଥିଲେ ସଲ୍‌ମାନ

ବଲିଉଡ୍‌ର ଜଣାଶୁଣା ଅଭିନେତା ସଲ୍‌ମାନ ଖାନ୍‌ ଏବଂ କାଟ୍ରିନା କୈଫଙ୍କ ସମ୍ପର୍କ ପାୟ ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ଉଭୟ ଏକାଠି ଅନେକ ଫିଲ୍ମ ମଧ୍ୟ କରିଛନ୍ତି। ଲୋକମାନେ ଉଭୟଙ୍କ ଯୋଡିକୁ ପସନ୍ଦ ମଧ୍ୟ କରନ୍ତି। ଏପରିକି ସଲ୍‌ମାନ ଥରେ କାଟ୍ରିନାଙ୍କୁ ପ୍ରପୋଜ୍‌ କରିଥିଲେ, ମାତ୍ର କାଟ୍ରିନାଙ୍କ ପ୍ରତିକ୍ରିୟା ତାଚ୍ଛଲ୍ୟପୂର୍ଣ୍ଣ ଥିଲା।
ଇତିମଧ୍ୟରେ ଦୀର୍ଘ ସମୟ ବିତିସାରିଛି। ସଲ୍‌ମାନ କାଟ୍ରିନାଙ୍କୁ ପ୍ରପୋଜ୍‌ କରି କହିଥିଲେ ଯେ, ମୋର ବିବାହ ବୟସ ହୋଇ ସାରିଛି। ତୁମେ ମୋର ପସନ୍ଦ, ତୁମେ ମୋତେ ବିବାହ କରିବାକୁ ଚାହୁଁଛ? ପରେ କାଟ୍ରିନା ଜୋରରେ ହସୁଛନ୍ତି। ସଲ୍‌ମାନଙ୍କ ଫ୍ୟାନ୍‌ଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଶେୟାର ହୋଇଥିବା ଏହି ପୁରୁଣା ଭିଡିଓରେ କାଟ୍ରିନା ତାଙ୍କୁ ଉପହାସ କରୁଥିବା ନଜରକୁ ଆସିଛି। ଏହି ପୁରୁଣା ଭିଡିଓକୁ ୮୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେବି ବମ୍ପ ସହିତ ଭାଇରାଲ୍‌ ହେଉଛି ଅନୁଷ୍କାଙ୍କ ଫଟୋ: ପ୍ରଶଂସକ ଲେଖିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ବର୍ତ୍ତମାନ ସେ ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ବେବି ବମ୍ପ ସହିତ ତାଙ୍କର...

ବିନା ଅନୁମତିରେ ରାଜ୍‌ କପୁରଙ୍କ ବେଡ୍‌ରୁମ୍‌କୁ ପଶିଯାଇଥିଲେ ନର୍ଗିସ: ପରେ ଯାହା ଘଟିଲା…

ଅଭିନେତା ରାଜ କପୁର ଏବଂ ନର୍ଗିସ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେମାନଙ୍କର ଯୋଡିକୁ ମଧ୍ୟ ଦର୍ଶକମାନେ ଭଲ ପାଉଥିଲେ। ଉଭୟଙ୍କ ସମ୍ପର୍କକୁ ନେଇ...

ଆଦିପୁରୁଷରେ କ୍ରିତି

ମୁମ୍ବାଇ: ସୁପରଷ୍ଟାର ପ୍ରଭାସ ଖୁବ୍‌ଶୀଘ୍ର ତାଙ୍କ ନୂଆ ଫିଲ୍ମ ସହ ଦର୍ଶକଙ୍କ ନିକଟତର ହେବେ ବୋଲି ଜଣାପଡିଛି । ‘ଆଦିପୁରୁଷ’ ଫିଲ୍ମ ମାଧ୍ୟମରେ ପ୍ରଭାସ ପୁଣିଥରେ...

ଭାଗ୍ୟଶ୍ରୀଙ୍କ ଭାଗ୍ୟ ଉଜ୍ଜ୍ୱଳ କରିଥିଲା ଏହି ଫିଲ୍ମ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ସରୋଜ ବଡ଼ଜାତ୍ୟା ପାରିବାରିକ ଦର୍ଶକଙ୍କୁ ପାରିବାରିକ ଫିଲ୍ମ ଭେଟି ଦେଇ ହୃଦୟ ଜିତିଛନ୍ତି। ବିଶେଷକରି ତାଙ୍କ ପାରିବାରିକ ଫିଲ୍ମରେ ଦେଖାଯାଉଥିବା ପ୍ରେମ...

ସୋନାକ୍ଷୀଙ୍କ ନାଁରେ ମାନହାନି ମାମଲା

ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ଏବେ ଅଡୁଆରେ । ନିକଟରେ ଜଣେ ଇଭେଣ୍ଟ ମ୍ୟାନେଜର ସୋନାକ୍ଷୀଙ୍କ ନାଁରେ ଏକ ଠକେଇ ମାମଲା ରୁଜୁ କରିଥିଲେ ।...

କ୍ରିକେଟର୍ସ ଭୂମିକାରେ ନଜର ଆସିବେ ଜାହ୍ନବୀ!

ମୁମ୍ବାଇ: ବଲିଉଡ୍ ନାୟିକା ଜାହ୍ନବୀ କପୁରଙ୍କ ହାତରେ ଏବେ ଅଫର ପରେ ଅଫର୍ । ମାର୍ଚ୍ଚରେ ରିଲିଜ୍ ହୋଇଥିବା ଫିଲ୍ମ ‘ରୁହି’ରେ ଜାହ୍ନବୀ ରାଜକୁମାର ରାଓଙ୍କ...

ଦ୍ବିତୀୟ ସନ୍ତାନ ପାଇଁ ଯୋଜନା କରୁଛନ୍ତି ପ୍ରିୟଙ୍କା-ନିକ୍‌!

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଚଳିତ ବର୍ଷ ପ୍ରିୟଙ୍କା ଏବଂ ନିକ ଜୋନାସ ସରୋଗେସି...

ଓଟିଟିରେ ରିଲିଜ୍‌ ହେଲା ‘ବିକ୍ରମ’

ସାଉଥ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ପ୍ରେକ୍ଷାଳୟରେ ରିଲିଜ ହେବା ପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମଟି ଜୁନ୍‌ ୩ରେ ରିଲିଜ୍‌...

Advertisement
Archives

Model This Week