ସିଙ୍କି ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ପ୍ରଶାସନ

ପାରଳାଖେମୁଣ୍ଡି,୨୮।୪(ଡି.ଏନ୍‌.ଏ.): ଭୟଙ୍କର ରୂପ ନେଇ ପୁଣି ଥରେ ଫେରିଛି କରୋନା। ଦେଶ ତଥା ରାଜ୍ୟରେ ପ୍ରତିଦିନ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଆଜି ପୁଣି ଗଜପତିରେ ୯୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ୪୯୪୭ରେ ପହଞ୍ଚିଛି। ଦ୍ୱିତୀୟ ଲହରର ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛି ଗଜପତି ଜିଲା ପ୍ରଶାସନ। ଏଥିଲାଗି ଜାରି କରାଯାଇଛି ବିଭିନ୍ନ କଟକଣା। ଗଜପତିରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢ଼ିଚାଲିଛି। ଏହାକୁ ନେଇ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି। ରାତି ୯ରୁ ସକାଳ ୫ଟା ଯାଏ ଏହି କଟକଣା ବଳବତ୍ତର ରହିଛି,କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ପୌରପାଳିକାର ୧୦ ନମ୍ବର ଓ୍ବାର୍ଡର ସିଙ୍କି ସାହିରେ ବହୁମାତ୍ରାରେ କରୋନା ପଜିଟିଭ୍‌ ମାମଲା ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ସିଙ୍କି ସାହିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସବିତା, ପୂର୍ଣ୍ଣିମା ପାଇବେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

କେନ୍ଦ୍ରାପଡ଼ା ଅଫିସ, ୨୮।୮: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ନିପାଣିଆ ଗ୍ରାମର ସବିତା ଗିରି ଓ ପୂର୍ଣ୍ଣିମା ଗିରି ବିଜୁ ପଟ୍ଟନାୟକ ସାହସିକତା...

dhana gacha - paddy field submerged in water

୫,୨୩୫ ହେକ୍ଟର ଫସଲ କ୍ଷତିଗ୍ରସ୍ତ

ଭଣ୍ଡାରିପୋଖରୀ, ୧୨।୧୨ (ଡି.ଏନ.ଏ)  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ୨୩ ପଞ୍ଚାୟତରେ ଜୱାଦ ପ୍ରଭାବରେ ବର୍ଷା ଯୋଗୁ ମୋଟ ୫,୨୩୫ ହେକ୍ଟର ଜମିରେ ଧାନ ଓ...

ଯୁବକଙ୍କୁୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୧୨।୧: ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମରେ କଙ୍ଗାରୁ କୋର୍ଟ ଅଭିଯୋଗ ହୋଇଛି। ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଗ୍ରାମବାସୀ ବିଦ୍ୟୁତ...

ଭଞ୍ଜନଗରରୁ କାବୁ ହେଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୨୭।୨: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଅଳକାପୁରୀ ସପ୍ତମ ଲାଇନ୍‌ରେ ରହୁଥିବା ସୁରଜା ବେହେରା(୬୦)ଙ୍କୁ ବୁଧବାର ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଚମ୍ପଟ...

‘ଭଦ୍ରକ ତ୍ୟାଗ ଓ ବଳିଦାନର ମାଟି’

ଭଦ୍ରକ ଅଫିସ, ୧୭ା୧୨- ଭଦ୍ରକ ଟାଉନ ହଲ ପରିସରରେ ୭ ଦିନ ଧରି ଚାଲିଥିବା ତ୍ୟାଗଭୂମି ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟପାଳ...

ବ୍ରଜରାଜନଗର ଉପନିର୍ବାଚନ: ଭୋଟ ଗ୍ରହଣ ଆରମ୍ଭ

ଝାରସୁଗୁଡ଼ା ଅଫିସ,୩୧ା୫: ବ୍ରଜରାଜନଗର ଉପନିର୍ବାଚନ ଲାଗି ମଙ୍ଗଳବାର ସକାଳ ୭ରୁ ମତଦାନ ଆରମ୍ଭ ହୋଯାଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ। ଏନେଇ ଭୋଟର...

ଭୋକ ଉପାସରେ ଚାଲିଚାଲି ସୀମାପାର ହୋଇଥିଲୁ

ଜୁନାଗଡ଼,୧୫।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ହଣ୍ଡାଖାଲପଡାର ଡାକ୍ତରୀ ଛାତ୍ର ଶାନ୍ତି କୁମାର ନାୟକ ୟୁକ୍ରେନରୁ ରବିବାର ଘରକୁ ଫେରିଛନ୍ତି। ଫଳରେ ଶାନ୍ତିଙ୍କ ମା, ବାପା...

କୋଇଲା ଅଭାବ ଯୋଗୁ ସଙ୍କଟରେ ନାଲ୍‌କୋ: ସିପିପିର ୫ ୟୁନିଟ୍‌ ବନ୍ଦ

ବଅଁରପାଳ,୨୫ା୯(ଡି.ଏନ.ଏ.)-ତାଳଚେରରେ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ଯୋଗୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋକୁ କୋଇଲା ଯୋଗାଣ ହୋଇପାରୁ ନାହିଁ। ଫଳରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଆବଶ୍ୟକ କୋଇଲା...

Advertisement
Archives

Model This Week