Posted inଜାତୀୟ

ଭାଜପାକୁ ଶିବସେନାର କଟାକ୍ଷ

ମୁମ୍ବାଇ, ୧୫।୧୦: ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ପୂର୍ବରୁ ବାକ୍‌ଯୁଦ୍ଧ ଜାରି ରହିଥିବାବେଳେ ଏବେ ଚିଠି ଯୁଦ୍ଧ ଆରମ୍ଭ ହୋଇଛି। ଏହାକୁ ନେଇ ଶିବସେନା ପକ୍ଷରୁ ଭାଜପାକୁ କଟାକ୍ଷ କରାଯାଇଛି। ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି ଯେ, ମନ୍ଦିର ଖୋଲିବାକୁ ନେଇ ଭାଜପାର ପେଟ ଯନ୍ତ୍ରଣା ଆରମ୍ଭ ହୋଇଛି। ସେହିପରି ସାମ୍ବିଧାନିକ ପଦବୀରେ ବସିଥିବା ରାଜ୍ୟପାଳଙ୍କ ପ୍ରସବ ପୀଡ଼ା ମଧ୍ୟ ଆରମ୍ଭ ହୋଇଯାଇଛି। ଏବେ ସାମନାରେ ପ୍ରକାଶିତ ଏହି କଟାକ୍ଷ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କ ମନ୍ତବ୍ୟକୁ ନେଇ ଶିବସେନା ଏବଂ କଂଗ୍ରେସ ପକ୍ଷରୁ ଆପତ୍ତି ପ୍ରକାଶ ପାଇଛି। ଶିବସେନା ରାଜ୍ୟପାଳଙ୍କୁ ହଟାଇବା ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଚିଠି ଲେଖିବ ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିଏସ୍‌ସି ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ହେବାକୁ ଥିବା ସମସ୍ତ ପରୀକ୍ଷା ଓ ସାକ୍ଷାତ୍‌କାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ତୃତୀୟ ପର୍ଯ୍ୟାୟ...

ସାମନାରେ ଶିବସେନାର ଆକ୍ରମଣ, ରାଜ ଠାକରେଙ୍କ ଏମଏନଏସକୁ କହିଲା ଭାଜପାର ଅନ୍ତବସ୍ତ୍ର

ମୁମ୍ବାଇ,୩ ।୫: ଶିବସେନା ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ଟାର୍ଗେଟ କରିଛି । ଏମଏନଏସକୁ ନେଇ ଶିବସେନା ଏକ ବିବାଦୀୟ ଟିପ୍ପଣି ଦେଇଛି । ସାମନାରେ...

କାହିଁକି ଚାକିରି ଛାଡୁଛନ୍ତି ଆଇଟିବିପି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଲୋକସଭାରେ ସରକାରଙ୍କ ଉତ୍ତର…

ନୂଆଦିଲ୍ଲୀ,୭।୨ : ସିଧାସଳଖ ନିଯୁକ୍ତି ମାଧ୍ୟମରେ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବାହିନୀରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହୋଇଥିବା ଯୁବ ଅଧିକାରୀମାନେ କାହିଁକି ଚାକିରି ଛାଡୁଛନ୍ତି? ଏହି ଗମ୍ଭୀର ପ୍ରସଙ୍ଗ...

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବେ କନିକା!

ଲକ୍ଷ୍ନୌ,୨୭।୪: ବଲିଉଡ୍‌ ସିଙ୍ଗର କନିକା କପୁର ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିଜର ପ୍ଲାଜମା ଦାନ କରିବେ ବୋଲି ଜଣାପଡିଛି। ନିକଟରେ ସେ ଚିକିତ୍ସିତ...

‘ସୁପାରିସରେ ଦିଆଯିବ ନାହିଁ ଚାକିରି’

ମୋହାଲି,୨୦।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ରବିବାର ଆମ ଆଦମି ପାର୍ଟି (ଏଏପି)ର ବିଧାୟକଙ୍କୁ ଲୋକଙ୍କ କଲ୍ୟାଣ ପାଇଁ ସଚ୍ଚୋଟତା ସହ କାର୍ଯ୍ୟ କରିବାକୁ କହିଛନ୍ତି।...

କରୋନା ଦ୍ୱିତୀୟ ଲହରରେ ୨.୪ ଲକ୍ଷ ଲୋକଙ୍କର ହୋଇଥିଲା ମୃତ୍ୟୁ, ତୃତୀୟ ଲହର ହୋଇପାରେ ଏହାଠାରୁ ଭୟଙ୍କର: ୟୁଏନ୍‌

ନୂଆଦିଲ୍ଲୀ,୧୪ ।୧: କରୋନା ସଂକ୍ରମଣକୁ ନେଇ ଚେତାବନି ଦେଇଛି ଜାତିସଂଘ । ଏକ ରିପୋର୍ଟରେ ୟୁଏନ୍ ଦାବି କରିଛି ଯେ କରୋନାର ଦ୍ୱିତୀୟ ଲହର ଅର୍ଥାତ୍...

ଦେଶର ୫.୭ କୋଟି ଲୋକ ଫଙ୍ଗାଲ ସମସ୍ୟାରେ ପୀଡିତ…

ନୂଆଦିଲ୍ଲୀ,୫।୧ : ଦେଶର ୫.୭ କୋଟି ଜନସଂଖ୍ୟା ଗୁରୁତର ଫଙ୍ଗାଲ ସମସ୍ୟାରେ ପୀଡିତ। ଦେଶର ବିଭିନ୍ନ ମେଡିକାଲ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ଏକ ସମୀକ୍ଷା ଅଧ୍ୟୟନରେ...

ଋଣ ବୋଝ: ୪ ବର୍ଷରେ ମହାରାଷ୍ଟ୍ରରେ ଆତ୍ମହତ୍ୟା କରିଛନ୍ତି ୧୨ ହଜାର ଚାଷୀ

ମୁମ୍ବାଇ,୨୨।୬: ଋଣ ବୋଝ ସହି ନ ପାରି ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଗତ ୪ ବର୍ଷରେ ରାଜ୍ୟରେ ୧୨ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା...

Advertisement
Archives

Model This Week