ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ ଟମକିଦାଦର ଗାଁର ଅଜୟ ସତନାମୀ(୨୩)।। ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ୧୪ବର୍ଷୀୟା ନାବାଳିକା ଏକ କିରାନା ଦୋକାନରୁ ସାମଗ୍ରୀ କିଣି ଫେରିବା ବେଳେ ରାସ୍ତାରୁ ଅଜୟ ତାଙ୍କୁ ଟେକିନେଇ ସ୍କୁଲ ପଛପଟେ ଜୋର ଜବରଦସ୍ତ ବଳାତ୍କାର କରିଥିଲେ।

ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ନାବାଳିକା ଘରକୁ ନ ଫରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନ ଥିଲା। ରାତି ପ୍ରାୟ ୧୧ଟା ସମୟରେ ନାବାଳିକା ଫେରିବା ପରେ ପରିବାର ଲୋକେ ସନ୍ଦେହ କରି ପଚରାଉଚରା କରିଥିଲେ। ପ୍ରଥମେ ନାବାଳିକା ଭୟରେ କିଛି କହି ନ ଥିଲେ ମଧ୍ୟ ପରେ ଅଜୟ ତାଙ୍କୁ ଅସଦାଚରଣ କରିଥିବା କହିଥିଲେ। ଏ ନେଇ ପରିବାର ଲୋକେ ବେଲଟୁକୁରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୧୧୬/୨୬) ରୁଜୁକରି ଟମକିଦାଦର ଗାଁକୁ ଯାଇ ଅଜୟଙ୍କୁ ଗିରଫ କରିଛି। ଅଜୟ ବିବାହିତ ଓ ତାଙ୍କର ଏକ ୪ ମାସର ଶିଶୁପୁତ୍ର ରହିଛି। ମଙ୍ଗଳବାର ଉଭୟ ନାବାଳିକା ଓ ଅଜୟଙ୍କ ଡାକ୍ତରୀ ମାଇନା କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଞ୍ଜନ କୁମାର ନାୟକ ସୂଚନା ଦେଇଛନ୍ତି ।

 

ଟମକିଦାଦର ଗାଁର ଅଜୟ ସତନାମୀ(୨୩)।


Enter your email to get our daily news in your inbox.

All Right Reserved By Dharitri.Com

ଘର ଖଣ୍ଡିଏ ପାଇଁ ଗରିବଙ୍କ ସଂଘର୍ଷ, ପିଏମ୍‌ ଆବାସ ନେଇ ମୋହନଙ୍କ ବଡ଼ ବୟାନ

ବଲାଙ୍ଗୀର,୧୪।୧୧(ସୁନିଲ ମହାନ୍ତି): ଜଣେ ବ୍ୟକ୍ତି ନିଜ ଜୀବନକାଳରେ ଅନ୍ତତଃ ଗୋଟିଏ ପକ୍କା ଘରର ସ୍ୱପ୍ନ ଦେଖିଥାଏ। ହେଲେ ଆର୍ଥିକ ଅନଟନ ଯୋଗୁ ଗରିବ ଲୋକଟିଏ ଏହି ସ୍ୱପ୍ନକୁ…

ପ୍ରଥମଥର ଡରାଇବେ ବରୁଣ, ହାତରେ ଲାଗିଲା…

ମୁମ୍ବାଇ:ବଲିଉଡ ଅଭିନେତା ବରୁଣ ଧାୱନଙ୍କ ହାତରେ ଏବେ ଅନେକ ପ୍ରୋଜେକ୍ଟ ରହିଛି। ‘ଷ୍ଟୁଡେଣ୍ଟ ଅଫ ଦି ଇୟର୍‌’ ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିବା ବରୁଣ ‘ବଦଲାପୁର’,…

ନିମାପଡ଼ା ରାଜନୀତିରେ ହଟଚମଟ: ଦିଲ୍ଲୀପ ନାୟକଙ୍କୁ ବିଜେଡିର ଝଟକା, ନିଲମ୍ବନ ପଛରେ କ’ଣ କାରଣ?

ଭୁବନେଶ୍ୱର, ୧୪।୧୧: ବିଜୁ ଜନତା ଦଳ (ବିଜେଡି)ରୁ ନିଲମ୍ବିତ ହୋଇଛନ୍ତି ଦିଲ୍ଲୀପ କୁମାର ନାୟକ। ଜାଲିଆତିପୂର୍ଣ୍ଣ କାର୍ଯ୍ୟକଳାପ ଏବଂ ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କ ବିରୋଧରେ…

WhatsApp ର ନୂଆ ଫିଚର୍‌: ପଢ଼ିବାକ୍ଷଣି ଗାଏବ ହୋଇଯିବ ଟେକ୍ସଟ ମେସେଜ, ନେଇପାରିବେନି ସ୍କ୍ରିନସଟ!

ହାଟ୍ସଆପ (WhatsApp) ରେ ଆମେ ଅନେକ ସମୟରେ ଏପରି କିଛି ସୂଚନା କାହାକୁ ପଠାଇଥାଉ, ଯାହା ଆମେ ଚାହୁଁନଥାଉ ଯେ ତାହା ତାଙ୍କ ଚାଟ୍‌ରେ ଅଧିକ ସମୟ…

ଭାରତ-ଆମେରିକା ଟ୍ରେଡ୍‌ ଡିଲ୍‌ ନେଇ ଜୟଶଙ୍କରଙ୍କ ବଡ଼ ଘୋଷଣା, ଅଧିକାଂଶ ପ୍ରସଙ୍ଗରେ….

ନୂଆଦିଲ୍ଲୀ,୧୪।୧୧: ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବାଣିଜ୍ୟ ଚୁକ୍ତି (ଟ୍ରେଡ୍‌ ଡିଲ୍‌) ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବା ଆଶା ରହିଛି । ଏହି ଚୁକ୍ତି…

ଲକ୍ଷପତି ଦିଦିରେ ଓଡ଼ିଶା ଆଗରେ! ୨୯ ଲକ୍ଷଙ୍କୁ ନେଇ ଶିବରାଜଙ୍କ ବଡ଼ ବୟାନ

ବଲାଙ୍ଗୀର,୧୪।୧୧(ସୁନିଲ ମହାନ୍ତି): ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟରେ ୨୯ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇଥିବା ରିପୋର୍ଟ ମିଳିଥିବା କହିଛନ୍ତି…

ଭାରତ ଆଗରେ ବିଶାଳ ଟାର୍ଗେଟ ରଖିଲା ପାକିସ୍ତାନ, ଏତିକି ରନ୍‌ କଲେ ମିଳିବ ଏସିଆ କପ ଟ୍ରଫି

ନୂଆଦିଲ୍ଲୀ,୧୪।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୯ ଉଇକେଟ୍‌ ହରାଇ ୩୩୭…

ମାସେ ତଳେ ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ ସାଙ୍ଗ, ଆଜି ଅଭିଯୁକ୍ତଙ୍କୁ…

ସମ୍ବଲପୁର,୧୪ା୧୧(ପ୍ରମୋଦ ବହିଦାର): ମାସେ ତଳୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ସମ୍ବଲପୁର ପୋଲିସ। ମଦ ପିଇବା ସମୟରେ ହୋଇଥିବା ବଚସାରୁ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?