ପ୍ରଥମଥର ପାଇଁ ପୁଅଙ୍କୁ ଭେଟିବାକୁ ଜେଲ୍‌ କଲେ ଶାହରୁଖ

ଅଭିନେତା ଶାହରୁଖ ଖାନ୍‌ ପୁଅ ଆର୍ୟନ କ୍ରୁଜ ଡ୍ରଗ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି। ପ୍ରଥମଥର ପାଇଁ ପୁଅଙ୍କୁ ଭେଟିବାକୁ ଶାହାରୁଖ ମୁମ୍ବାଇର ଆର୍ଥର ରୋଡ ଜେଲ ନିକଟରେ ପହଞ୍ଚିଥିଲେ। ପୁଅକୁ ଭେଟିବା ପରେ ଶାହାରୁଖ ୧୫ ମିନିଟ କଥା ହୋଇଥିଲେ। ଶାହରୁଖ ଜେଲରୁ ବାହାରିବା ସମୟରେ ଗଣମାଧ୍ୟମ ସହ କଥା ହେବାକୁ ମନା କରିଥିଲେ। ବୁଧବାର ସେସନ୍ସ କୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି।
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କ୍ରମାଗତ ଭାବେ ଆର୍ୟନଙ୍କ ଜାମିନକୁ ବିରୋଧ କରୁଛି। ଏନସିବିର ସମସ୍ତ ଯୁକ୍ତି ମୁଖ୍ୟତଃ ହ୍ବାଟସ୍‌ଆପ ଚାଟ ଉପରେ ଆଧାରିତ। ଏବେ ଆର୍ୟନଙ୍କ ଓକିଲ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସମ୍ରାଟ ପୃଥ୍ବୀରାଜ’କୁ ଟ୍ୟାକ୍ସ୍‌ ଫ୍ରି ଘୋଷଣା କଲେ ଯୋଗୀ

ଲକ୍ଷ୍ନୌ,୨।୬: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଏବେ ଖୁବ୍‌ ଚର୍ଚ୍ଚାରେ। ଫିଲ୍ମଟି ଆଉ ଗୋଟିଏ...

ସୋସିଆଲ ମିଡିଆ ପ୍ରଭାବ: ଲତାଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁଙ୍କ ଭାଗ୍ୟ ବଦଳିଲା, ମିଳୁଛି ଅନେକ ଶୋ’ର ଅଫର୍‌

ମୁମ୍ବାଇ: ଆଜିର ଅତ୍ୟାଧୁନିକ ସମାଜରେ ସୋସିଆଲ ମିଡିଆର ପ୍ରଭାବ ଅଧିକ।ଏଥିରେ କୌଣସି ଘଟଣା ଥରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଯାଆନ୍ତି ଅନେକେ। ଏପରି...

ଆଜି ଭାରତୀ, ହର୍ଷଙ୍କ ଜାମିନ ଆବେଦନ ଶୁଣାଣି

ମୁମ୍ବାଇ,୨୩ା୧୧: କମେଡି କୁଇନ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ। ମୁମ୍ବାଇର କିଲା କୋର୍ଟ ସେମାନଙ୍କ ଜାମିନ...

‘ଦୋସ୍ତାନା-୨’ରେ ଜାହ୍ନବୀଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତା

ନିଜର ପ୍ରଥମ ସିନେମା ‘ଧଡକ’ରେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଦର୍ଶକଙ୍କୁ ପ୍ରଭାବିତ କରି ଖୁବ ପ୍ରଶଂସା ସାଉଁଟିଥିଲେ। ଏବେ ସେ କରଣ ଜୋହରଙ୍କ ଆଗାମୀ...

ଗଦର-୨ରେ ଖର୍ଚ୍ଚ ହୋଇଛି ଏତିକି କୋଟି

ମୁମ୍ବାଇ: ଗଦର -୨ ବର୍ତ୍ତମାନ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରୁଛି। ଘରୋଇ ବକ୍ସ ଅଫିସରେ ଏହି ଫିଲ୍ମଟି ‘ଓଃ ମାଇଁ ଗଡ୍‌ -୨...

କନିଆଁ ରୂପରେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ କନିଆଁ ବେଶରେ ନିଜ ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି। ‘ରାଜି’ ଫିଲ୍ମର ଏହି ଅଭିନେତ୍ରୀ ଶନିବାର ଏକ ବିଜ୍ଞାପନ ଶୁଟିଂ ସେଟ୍‌ରୁ...

ଚଷମାପ୍ରିୟ ହ୍ରିତିକ

ହ୍ରିତିକ ରୋଶନ ଗୋଟିଏ ଜିନିଷକୁ ଭାରି ଭଲ ପାଆନ୍ତି। ଜୁଆଡେ ଗଲେ ସେ ଏକଥାକୁ କଦାପି ଭୁଲି ନ ଥାନ୍ତି। ଯେତେ ସମୟ ଲାଗୁ ପଛକେ...

ସିନେମା ହଲ୍ ଖୋଲିଲେ ପ୍ରଥମେ ରିଲିଜ୍ ହେବ କିଆରାଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: ଦୀର୍ଘ ପାଖାପାଖି ୬ ମାସ ହେବ କରୋନା ମହାମାରୀ ଲକ୍‌ଡାଉନ ଯୋଗୁ ବନ୍ଦ ରହିଛି ସିନେମା ହଲ୍ । ଏବେ ଅନ୍‌ଲକ୍ ଚାଲିଥିଲେ ବି...

Advertisement
Archives

Model This Week