ପ୍ରଥମଥର ପାଇଁ ପୁଅଙ୍କୁ ଭେଟିବାକୁ ଜେଲ୍‌ କଲେ ଶାହରୁଖ

ଅଭିନେତା ଶାହରୁଖ ଖାନ୍‌ ପୁଅ ଆର୍ୟନ କ୍ରୁଜ ଡ୍ରଗ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି। ପ୍ରଥମଥର ପାଇଁ ପୁଅଙ୍କୁ ଭେଟିବାକୁ ଶାହାରୁଖ ମୁମ୍ବାଇର ଆର୍ଥର ରୋଡ ଜେଲ ନିକଟରେ ପହଞ୍ଚିଥିଲେ। ପୁଅକୁ ଭେଟିବା ପରେ ଶାହାରୁଖ ୧୫ ମିନିଟ କଥା ହୋଇଥିଲେ। ଶାହରୁଖ ଜେଲରୁ ବାହାରିବା ସମୟରେ ଗଣମାଧ୍ୟମ ସହ କଥା ହେବାକୁ ମନା କରିଥିଲେ। ବୁଧବାର ସେସନ୍ସ କୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି।
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କ୍ରମାଗତ ଭାବେ ଆର୍ୟନଙ୍କ ଜାମିନକୁ ବିରୋଧ କରୁଛି। ଏନସିବିର ସମସ୍ତ ଯୁକ୍ତି ମୁଖ୍ୟତଃ ହ୍ବାଟସ୍‌ଆପ ଚାଟ ଉପରେ ଆଧାରିତ। ଏବେ ଆର୍ୟନଙ୍କ ଓକିଲ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଥିଲା ନିର୍ବନ୍ଧ; କେବଳ ଏହି ସର୍ତ୍ତରେ ବିବାହ କରିବାକୁ ହଁ ଭରିଥିଲେ ଅକ୍ଷୟ

ବମ୍ବେ: ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନା ଜଣେ ଅଭିନେତ୍ରୀ ଭାବେ ଯେତିକି ଖ୍ୟାତ ସେତିକି ଜଣେ ଲେଖିକା ଭାବେ ମଧ୍ୟ। ବାପା ରାଜେଶ ଖାନ୍ନା ଏବଂ ତାଙ୍କର...

ସୁଶାନ୍ତଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ଅଙ୍କିତା କଲେ ଏପରି

ସୁଶାନ୍ତ ସିଂ ରାଜପୁତ ତାଙ୍କ ଡାଏରୀରେ ପ୍ରାୟ ୫୦ ଟି ସ୍ବପ୍ନ ଲେଖିଥିଲେ ଯାହା ସେ ତାଙ୍କ ଜୀବନରେ କରିବାକୁ ଚାହୁଁଥିଲେ। ମାତ୍ର ସେ ସେହି...

ଏହି କାରଣରୁ ବିକି-କ୍ୟାଟ୍ରିନାଙ୍କ ମଧ୍ୟରେ ହୁଏ ଝଗଡ଼ା

ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ପାଓ୍ବାରଫୁଲ୍‌ କପଲ୍‌ ଭାବେ ଜଣାଶୁଣା। ବିବାହ ପରେ ଦୁହେଁ ଏବେ ନିଜ ନିଜ ଫିଲ୍ମ ଶୁଟିଂରେ...

‘କଫି ୱିଥ କରନ’ ସିଜନ ୭ର ପ୍ରମୋ ରିଲିଜ୍‌, ପ୍ରଥମ ଏପିସୋଡରେ ଆସିବେ ଆଲିଆ-ରଣବୀର

ମୁମ୍ବାଇ: ହାର୍ଦ୍ଦିକ ପାଣ୍ଡୟା, ଦୀପିକା ପାଦୁକୋନ, ରଣବୀର ସିଂ, ସଲମାନ ଖାଁ ଓ ଅନ୍ୟ ବଡ ବଡ ସେଲିବ୍ରିଟିଙ୍କୁ ବିବାଦରେ ପକାଇଥିବା ଶୋ’ଏବେ ପୁଣିଥରେ ଫେରୁଛି...

କରୋନା ସ୍ଥିତିରେ ସୁଧାର ଆସିବା ପରେ ଚାଇନାରେ ପୁଣି ଖୋଲିଲା ଫିଲ୍ମ ହଲ୍‌, ରିଲିଜ୍‌ ହେବ ପୁରୁଣା ହିଟ୍‌ ଫିଲ୍ମ

ବେଜିଂ: କରୋନା ଭାଇରସ୍‌ ଚାଇନାର ମନୋରଞ୍ଜନ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପକାଇଥିଲା। ଫଳରେ ଫିଲ୍ମ ହଲ୍‌ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାରୁ...

‘ବ୍ରହ୍ମାସ୍ତ୍ର’-୨ରେ ନଜର ଆସିବେ ଦୀପିକା, ହିରୋ ହେବେ କିଏ?

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ‘ବ୍ରହ୍ମାସ୍ତ୍ର’ ଫିଲ୍ମ ସପ୍ଟେମ୍ବର ୯ରେ ରିଲିଜ ହେବାକୁ ଯାଉଛି । ରିଲିଜ ପୂର୍ବରୁ ଏହାର ଟ୍ରେଲରକୁ ଦର୍ଶକଙ୍କ...

ଫେରିଲା ମଞ୍ଜୁଲିକା

ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ବଡ ହରର କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ...

କଞ୍ଚନାରେ କିନ୍ନର ଚରିତ୍ରରେ ନଜର ଆସିଥିବା ଏହି ଅଭିନେତା ଏକଦା ବାଣ୍ଟୁଥିଲେ ଖବରକାଗଜ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଲକ୍ଷ୍ମୀ ନଭେମ୍ବର ୯ରେ ଡିଜନି ହଟ୍‌ଷ୍ଟାରରେ ରିଲିଜ୍‌ ହେବ। ଏହି ଫିଲ୍ମରେ ପ୍ରଥମଥର...

Advertisement
Archives

Model This Week