ପ୍ରେମିକାଙ୍କ ବିକିନ୍‌ ପିନ୍ଧା ଫଟୋ ଦେଖି ଟାଇଗର୍‌ କହିଲେ…

ବଲିଉଡର ଫିଟନେସର ରାଣୀ କୁହାଯାଉଥିବା ଥିବା ଦିଶା ପଟାନି ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ସମୁଦ୍ର କୂଳରେ ଗୋଲାପୀ ବିକିନ୍‌ ପିନ୍ଧି ତାଙ୍କୁ ବସିଥିବାର ଦେଖାଯାଇଥିଲା। ଏହି ଫଟୋ ଦେଖି ଅଭିନେତା ତଥା ଦିଶାଙ୍କ ପ୍ରେମିକ ଟାଇଗର ଶ୍ରଫ ମଧ୍ୟ ଫିଦା ହୋଇଯାଇଛନ୍ତି। ସେ ପ୍ରେମିକାଙ୍କ ଏହି ଫଟୋ ଦେଖି ହଟ୍‌ ଲେଖିବା ସହ ଫାୟାର ଏବଂ ଲଭ୍‌ ଇମୋଜି ଦେଇଛନ୍ତି। ଟାଇଗରର ଏହି ମନ୍ତବ୍ୟ ଦେଖି ଉଭୟଙ୍କ ପ୍ରଶଂସକ ସେମାନଙ୍କ ଯୋଡିଙ୍କୁ ହିଟ ବୋଲି କହୁଛନ୍ତି। ଦିଶା ତାଙ୍କ ଗ୍ଲାମରସ ଲୁକକୁ ନେଇ ଚର୍ଚ୍ଚାରେ ଥାନ୍ତି। ଦୀର୍ଘ ଦିନ ହେବ ଦିଶା ଏବଂ ଟାଇଗର ପରସ୍ପରକୁ ଡେଟ୍‌ କରୁଛନ୍ତି। ଦିଶା ପ୍ରାୟତଃ ଟାଇଗରଙ୍କ ପରିବାର ସହିତ ଦେଖାଯାନ୍ତି।

Disha Patani, Tiger Shroff, Disha Patani in pink bikini, Tiger Shroff says HOT to Disha Patani, Social Media, viral Post, दिशा पाटनी, दिशा पाटनी पिंक बिकिनी


Enter your email to get our daily news in your inbox.

All Right Reserved By Dharitri.Com

ନୋରାଙ୍କୁ କରୋନା

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ପୁଣିଥରେ ହାହାକାର ହୋଇଥିବା ବେଳେ ମନୋରଞ୍ଜନ ଦୁନିଆ ବି ଏଥିରୁ ବାଦ୍ ଯାଉନି । କିଛିଦିନ ପୂର୍ବେ...

ବନ୍ଧୁ କହିଲେ ମୋତେ ଉପେକ୍ଷା କରୁଛ, ଏହାର ଜବାବରେ ଅମିତାଭ ବଚ୍ଚନ କହିଲେ ଏମିତି

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ ଲୋକପ୍ରିୟ ଟିଭି ଶୋ’ ‘କୌନ୍‌ ବନେଗା କରୋଡପତି’ ସିଜିନ୍‌ ୧୨ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କରୋନା ସମୟରେ ସେ...

ଦିଲୀପ, ରାଜଙ୍କ ଘର କିଣିବ ପାକିସ୍ତାନ

ପେଶାଓ୍ବର, ୩ା୧: ପାକିସ୍ତାନର ଖାଇବର ପାଖ୍‌ତନଖୱା ରାଜ୍ୟ ସରକାର କିମ୍ବଦନ୍ତୀ ବଲିଉଡ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର କିଣିବେ। ଏଥି...

ଟ୍ବିଙ୍କଲଙ୍କର ମେକ୍‌ଅପ୍‌ କଲେ ଝିଅ ନିତାରା

ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକେ ଏବେ ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏହି ସମୟରେ ଅଭିନେତ୍ରୀ...

୨୩ ବର୍ଷ ପରେ…

ବଲିଉଡ୍‌ର ଏଲିଜିବୁଲ ବ୍ୟାଚେଲର ସଲ୍ଲୁ ମିଅଁ। ଓରଫ ସଲ୍‌ମାନ ଖଁ।। ରାଜଶ୍ରୀ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ମୈନେ ପ୍ୟାର୍‌ କିୟା’ରେ ତାଙ୍କୁ ନାୟକ ଭାବରେ ବ୍ରେକ୍‌...

ଏପ୍ରିଲ ୨ରେ ପରଦାକୁ ଆସିବ ଇର୍‌ଫାନ୍‌ଙ୍କ ‘ଅପ୍‌ନୋ ସେ ବେବଫାଇ’

ଭେଟେରାନ ଅଭିନେତା ତଥା ଅନ୍ତର୍ଜାତୀୟ ତାରକା ଇରଫାନ୍‌ ଖାନ୍‌ ଲମ୍ବା ବ୍ୟବଧାନ ପରେ ପୁଣିଥରେ ଫିଲ୍ମ ‘ଇଂଗ୍ରେଜି ମିଡିୟମ୍‌’ ମାଧ୍ୟମରେ ବଡ଼ ପରଦାକୁ ଫେରୁଛନ୍ତି। ଏହି...

ଘୋଷଣା ହେଲା କେଜିଏଫ୍‌: ଚାପ୍ଟର-୨ର ରିଲିଜ ତାରିଖ

ଚେନ୍ନାଇ,୨୯ା୧- ଦେଶର ସବୁଠୁ ପ୍ରତିକ୍ଷୀତ ଫିଲ୍ମ କେଜିଏଫ୍‌: ଚାପ୍ଟର-୨ର ରିଲିଜ ତାରିଖ ଶୁକ୍ରବାର ଘୋଷଣା ହୋଇଯାଇଛି। ପୂରା ଦେଶରେ ଦର୍ଶକଙ୍କ ଭଲପାଇବା ହାସଲ କରିଥିବା କେଜିଏଫ୍‌:...

ଟି-ଶାର୍ଟକୁ ନେଇ ଚର୍ଚ୍ଚାରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ବ୍ୟସ୍ତ ଷ୍ଟାର୍‌ ଭାବେ ସୁପର୍‌ଷ୍ଟାର୍‌ ଅକ୍ଷୟ କୁମାର ପରିଚିତ। ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ରିଲିଜ୍‌ ହେଉଥିବାବେଳେ ଏଥିପାଇଁ ସେ...

Advertisement
Archives

Model This Week