Posted inଫୁରସତ

ଜନ୍ମଦିନରେ ‘ସିମ୍ବା’ ଗୀତର ତାଳେତାଳେ ନାଚିଲେ ୯୩ ବର୍ଷୀୟା ଏହି ବୃଦ୍ଧା: ହୃଦୟ ଜିଣୁଛି ଭିଡିଓ, ଦେଖନ୍ତୁ..

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ କୋଲକାତାର ଜଣେ ୯୩ ବର୍ଷୀୟ ବୃଦ୍ଧା ଏବେ ଚର୍ଚ୍ଚାରେ। ସେ ନିଜର ଜନ୍ମଦିନ ଅବସରରେ ଚଳଚ୍ଚିତ୍ର ‘ସିମ୍ବା’ର ଏକ ଗୀତରେ ନାଚିଥିଲେ। ତାଙ୍କ ନାତି ଗୌରାବ ସାହା ଫେସ୍‌ବୁକରେ ଭିଡିଓ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଥିଲା।

ଶାହା ପରିବାର ଜେଜେ ମା’ଙ୍କ ଜନ୍ମଦିନକୁ ଖାସ୍‌ କରିବାକୁ ସବୁ ପ୍ରସ୍ତୁତି କରିଥିଲେ। ରଙ୍ଗବେରଙ୍ଗ ବେଲୁନ୍‌ ସାଙ୍ଗକୁ ଟୋପି, ଚକୋଲେଟ୍‌ କେକ୍‌ ଅଣାଯାଇଥିଲା। ଜେଜେ ମା’ ମଧ୍ୟ ସୁନେଲୀ ରଙ୍ଗର ଟୋପି, ଶାଢ଼ୀ ଏବଂ ହାର ପିନ୍ଧିଥିଲେ। ଉତ୍ସବ ବେଳେ ପରିବାରଲୋକେ ତାଙ୍କୁ ନାଚିବାକୁ କହିଥିଲେ। ସେ ତତ୍‌କ୍ଷଣାତ ହଁ ଭରିଥିଲେ। ତେବେ ୯୩ ବର୍ଷ ବୟସରେ ମଧ୍ୟ ତାଙ୍କ ଖୁସି ଅନେକଙ୍କୁ ପ୍ରେରଣା ଦେଉଛି। ଭିଡିଓକୁ ଇତି ମଧ୍ୟରେ ୪୪୦୦ରୁ ଅଧିକ ଥର ଶେୟାର କରାଯାଇଛି। ୬.୬ ଲକ୍ଷ ଲୋକ ପସନ୍ଦ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବୁଲେଟ୍‌ ଯିଏ ଦେଖୁଛି, ଘଡ଼ିଏ ଅଟକି ଯାଉଛି; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଆପଣ କେବେ କାଠର ବୁଲେଟ୍‌ ଦେଖିଛନ୍ତି? କିନ୍ତୁ କେରଳର ଜଣେ ଯୁବକ ଏମିତି ନିଆରା ବୁଲେଟ୍‌ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ବୁଲେଟ୍‌ଟି ସମ୍ପୂର୍ଣ୍ଣ କାଠରେ...

ଭଲରେ ଶୁଅନ୍ତି ଭାରତୀୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କେଉଁ ଦେଶର ଲୋକେ ରାତିରେ ଭଲରେ ଶୋଉଛନ୍ତି ଯଦି ପ୍ରଶ୍ନ ପଚରାଯାଏ ତେବେ ଭାରତୀୟଙ୍କ ନାଁ ପ୍ରଥମରେ ଆସିବ। ଏହା ପଛକୁ...

କାକ୍‌ଟସ୍‌ ମସାଜ

କାକ୍‌ଟସ୍‌ ହେଉଛି ଏକ କଣ୍ଟକମୟ ଉଦ୍ଭିଦ; ଯାହାକୁ ଖାଲି ହାତରେ ଧରିବାକୁ ବି ଡର ଲାଗେ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମେକ୍ସିକୋର ପୁନ୍‌ଟା ମିଟାଠାରେ...

ଜଳର ମୂଲ୍ୟ ବୁଝିଛି: ନଷ୍ଟ ହେବାକୁ ଦେଉନି, ଭାଇରାଲ ଭିଡିଓ ଦେଖିଲେ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ରାସ୍ତାରେ ବୁଲି ମୋଜା ବିକ୍ରି କରୁଥିବା ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା…

ଲୁଧିଆନା,୮।୫: ପଞ୍ଜାବର ଲୁଧିଆନାରେ ରାସ୍ତାରେ ବୁଲି ମୋଜା ବିକ୍ରି କରି ପରିବାର ପୋଷୁଥିବା ଜଣେ ୧୦ ବର୍ଷ ବୟସ୍କ ନାବାଳକଙ୍କ ଭିଡ଼ିଓ ଶୁକ୍ରବାର ସୋସିଆଲ୍‌ ମିଡ଼ିଆରେ...

ଏଠାରେ ଲାଲ ଟମାଟୋରେ ଖେଳାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ରଙ୍ଗର ପର୍ବ ହୋଲି ପାଳିତ ହୋଇଥାଏ। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ...

ଜାପାନୀ ଶିଳ୍ପପତି ନିଜ ଟୁଇଟର ଫଲୋଅର୍ସଙ୍କୁ ବାଣ୍ଟିବେ ୪୬ କୋଟି…

ଟୋକିଓ, ୯।୧: ପୃଥିବୀର ବିଭିନ୍ନ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସଉକ ଦେଖିବାକୁ ମିଳିଥାଏ। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଜାପାନର ଶିଳ୍ପପତି ୟୁସାକୁ ମିଜାବା।...

ଯେଉଁ ଦ୍ୱୀପକୁ ମହିଳା ଯିବା ମନା

ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠି କି ମହିଳାଙ୍କୁ ଯିବା ମନା । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! ଜାଣନ୍ତୁ ସେ ସମ୍ପର୍କରେ…...

Advertisement
Archives

Model This Week