ଟୁଇଟରକୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ, ୨୦୦ ମିଲିୟନରୁ ଅଧିକ ୟୁଜର୍ସଙ୍କ ଇମେଲ ଆଇଡି ହୋଇଛି ଲିକ

ୱାଶିଂଟନ,୬ ।୧: ଟୁଇଟର ୟୁଜର୍ସଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । କାରଣ ଟୁଇଟର ୟୁଜର୍ସଙ୍କ ଡାଟା ସହ ଜଡିତ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ଏକ ସୁକ୍ୟୁରିଟି ରିସର୍ଚ୍ଚ ବୁଧବାର ଦାବି କରିଛି କି ହ୍ୟାକର୍ସ ୨୦୦ ମିଲିୟନରୁ ଅଧିକ ଟୁଇଟର ୟୁଜର୍ସଙ୍କ ଇମେଲ ଆଡ୍ରେସ ଚୋରି କରି ଏହାକୁ ଏକ ଅନଲାଇନ ହ୍ୟାକିଂ ଫୋରମରେ ପୋଷ୍ଟ କରିଦିଆଯାଇଛି । ଏହି ଖବର ଜଣାପଡିବା ପରେ ଅନେକେ ଟୁଇଟର ୟୁଜର୍ସ ଚିନ୍ତାରେ ପଡିଯାଇଛନ୍ତି । ହେଲେ ଟୁଇଟର ପକ୍ଷରୁ ଏହାକୁ ନେଇ କୌଣସି ଟିପ୍ପଣି ଦିଆଯାଇ ନାହିଁ ।
ଇସ୍ରାଏଲ ସାଇବର ସୁକ୍ୟୋରିଟି ମନିଟରିଂ ଫର୍ମ ହଡସନ ରକର ସହ-ସଂସ୍ଥାପକ ଅଲୋନ ଗେଲ ଲିଙ୍କଡଇନରେ ଲେଖିଛନ୍ତି, ‘ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଏହି ଘଟଣାରେ ବହୁତ ହ୍ୟାକିଂ, ଟାର୍ଗେଟ ଫିସିଂ ଓ ଡକ୍ସିଂକୁ ପ୍ରୋତ୍ସାହନ ମିଳିବ । ଏହା ସବୁଠାରୁ ମହତ୍ୱପୂର୍ଣ୍ଣ ଲିକ ମଧ୍ୟରୁ ଗୋଟିଏ । ଗେଲ ପ୍ରଥମଥର ୨୪ ଡିସେମ୍ବରରେ ସୋସିଆଲ ମିଡିଆରେ ଏହି କଥା ପ୍ରକାଶ କରି ଏକ ପୋଷ୍ଟ କରିଥିଲେ । ଗେଲ ଆହୁରି ମଧ୍ୟ ଲେଖିଥିଲେ କି ଏହା ସ୍ପଷ୍ଟ ହୋଇନାହିଁ କି ଟୁଇଟର ଏହାର ଯାଞ୍ଚ କରିବାକୁ ଅବା ଏହାର ସମାଧାନ କରିବାକୁ କ’ଣ ପଦକ୍ଷେପ ନେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ନେଇ ଚାଇନା ଚେତାବନୀର ଜବାବ ଦେଲା ଆମେରିକା…

ଓ୍ବାଶିଂଟନ/ବେଜିଂ,୪।୧ :ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି।...

ତାଲିବାନ୍‌ ଶିବିର ଉପରେ ଅଜ୍ଞାତ ବିମାନରୁ ବୋମା ମାଡ଼…

କାବୁଲ,୭।୯: ଆଫଗାନିସ୍ତାନରେ ତାଲିବାନ୍‌ ଏବଂ ନର୍ଦନ ଆଲାଇନ୍ସ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଚାଲିଛି। ପଞ୍ଜଶିରରେ ଦଖଲ କରିବା ସତ୍ତ୍ୱେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏପରିସ୍ଥଳେ...

ବର୍ଷାରେ ବେହାଲ ପାକିସ୍ତାନ: ଗଲାଣି ୫୦ ଜୀବନ

ଇସ୍‌ଲାମାବାଦ,୧୦।୮: ଗତ ୩ଦିନ ହେବ ପାକିସ୍ତାନରେ ଲଗାଣ ବର୍ଷା ଲାଗି ରହିଛି। ମୌସୁମୀ ସକ୍ରିୟ ଥିବା ବେଳେ ଲଗାଣ ବର୍ଷାରେ ବେହାଲ ହେଲାଣି ପାକିସ୍ତାନ। ପ୍ରବଳ...

ଆମେରିକା ଦୂତାବାସ ଉପରେ ଆକ୍ରମଣକୁ ପୂରିଲା ୨୪ ବର୍ଷ

ୱାଶିଂଟନ,୮ ।୮: ପୂର୍ବ ଆଫ୍ରିକାରେ ଆମେରିକା ଦୂତାବାସ ଉପରେ ୧୯୯୮ରେ ହୋଇଥିବା ବୋମାମାଡ ଘଟଣାକୁ ୨୪ ବର୍ଷ ପୂରଣ ହୋଇଛି । ଏହାକୁ ନେଇ ଆମେରିକା...

ତାଲିବାନ ରାଜ୍‌: ନିଜ ପିଲାଙ୍କୁ ବଞ୍ଚାଇବାକୁ କଣ୍ଟା ବାଡ ଡିଆଁଇ ଫିଙ୍ଗି ଦେଉଛନ୍ତି ମହିଳା

କାବୁଲ,୧୯ ।୮: ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ କରିବା ପରେ ଏବେ ଜୀବନ ବଞ୍ଚାଇବାକୁ ବ୍ୟାକୁଳ ହୋଇ ପଡିଛନ୍ତି ସେଠାକାର ବାସିନ୍ଦା । ତେବେ ଆଫଗାନର...

ଚାଇନା ସେନାଙ୍କୁ ଦିଆଗଲା କରୋନା ଟିକା !

ବେଜିଂ,୧୧।୮: କରୋନା ଟିକାକୁ ସାରା ବିଶ୍ୱ ଅପେକ୍ଷା ରଖିଥିବା ବେଳେ ରୁଷିଆ ଅଗଷ୍ଟ ୧୨ରେ କରୋନା ଟିକା ପ୍ରଥମ କରି ଆଣିବ ବୋଲି ଦାବି କରିଛି।...

ବ୍ରିଟିଶ ପାର୍ଲାମେଣ୍ଟ ସ୍ଥଗିତ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ:ପ୍ରତିବାଦରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସଂଗ୍ରହ

ଲଣ୍ଡନ,୩୦-୮:ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନର ପ୍ରସ୍ଥାନ ଲାଗି ଆଉ ମାତ୍ର କେଇ ସପ୍ତାହ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ପାର୍ଲାମେଣ୍ଟ ଅଧିବେଶନକୁ ସ୍ଥଗିତ ରଖିବା...

ଜେଲ୍‌ରୁ ୫୭୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ନେଇଗଲେ

ଲାଗୋସ୍‌,୨୩ା୧୦: ଦକ୍ଷିଣ-ପଶ୍ଚିମ ନାଇଜେରିଆର ଏକ ଜେଲରେ ବନ୍ଧୁକଧାରୀମାନେ ଆକ୍ରମଣ କରି ପ୍ରାୟ ୫୭୫ କଏଦୀଙ୍କୁ ମୁକୁଳାଇ ନେଇଛନ୍ତି। ଏ ନେଇ ଶନିବାର ସ୍ଥାନୀୟ ଅଧିକାରୀ ସୂଚନା...

Advertisement
Archives

Model This Week