କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି: ମୁତୟନ ହେବେ ୧୫ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଫୁଟ୍‌ବଲ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୋମବାର ପୋଲିସ କମିଶନର ଏବଂ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଛନ୍ତି। ତେବେ ଡିସିପିିଙ୍କ ତତ୍ତ୍ବାବଧାନରେ ୬ ଅତିରିକ୍ତ ଡିସିପି, ୧୪ ଏସ୍‌ପି, ୩୦ ଇନିସପେକ୍ଟର୍‌, ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ ଓ ୧୫ ପ୍ଲାଟୁନ୍‌ ଫୋର୍ସ ସହ ସାଧା ପୋଷାକରେ ପୋଲିସ ମୁତୟନ ରହିବେ। ସେହିପରି ଟ୍ରାଫିକ୍‌ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଜେଟ୍‌: ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୭: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ଆଜି ବିଧାନସଭାରେ...

ଡିସିପି କହିଲେ କାରଣ… ସ୍ବାମୀ ଏଭଳି ଧମକ ଦେଉଥିବାରୁ ଭାଙ୍ଗି ପଡ଼ିଥିଲେ ମଧୁମିତା, ନେଇଗଲେ ଚରମ…

ଭୁବନେଶ୍ୱର,୨୫।୭: ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲାରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରାଯିବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରେସମିଟ୍‌ କରି ବଡ଼...

ମୁକେଶ ମହାଲିଙ୍ଗ ଗିରଫ ଦାବିକୁ ନେଇ ମୁହଁ ଖୋଲିଲେ ଅରୁଣ, କହିଲେ ଯଦି ସାହାସ ଅଛି ନବୀନଙ୍କୁ…

ଭୁବନେଶ୍ୱର,୨୫।୭: ବିଧାନସଭା ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ। ହେଲେ ଆଜି ବି ଗୃହ ସୁରୁଖୁରୁରେ ଚାଲିପାରିନାହିଁ। ଶୂନ୍ୟକାଳରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଧାୟକ ଅରୁଣ...

ଆସନ୍ତା ୨୮ରେ ଖୋଲିବ ହୀରାକୁଦ ଗେଟ୍‌

ଭୁବନେଶ୍ୱର,୨୫।୭: ଆସନ୍ତା ୨୮ ତାରିଖରେ ଖୋଲିବ ହୀରାକୁଦ ଗେଟ୍‌। ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଛି। ଏଣୁ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି...

ସାମ୍ବାଦିକା ଆତ୍ମହତ୍ୟା ମାମଲାରେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ; ମୃତ୍ୟୁ ପୂର୍ବରୁ…

ଭୁବନେଶ୍ୱର,୨୫।୭: ରାଜଧାନୀରେ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ରାତିରେ ସେ ଟେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ...

ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ସରକାର: ହଇଜା, ମ୍ୟାଲେରିଆ, ଡେଙ୍ଗୁ ଜଗ

ଭୁବନେଶ୍ୱର,୨୫।୭: ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିଲା ବେଳେ ହଇଜା, ମ୍ୟାଲେରିଆ, ଡେଙ୍ଗୁ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ସମସ୍ତ ଜିଲାପାଳ, ମୁନିସିପାଲ କମିଶନରଙ୍କୁ...

ସାମ୍ବାଦିକା ମୃତ୍ୟୁ ଘଟଣା: ଗିରଫ ହେଲେ ସ୍ବାମୀ, ପଚରାଉଚରା ବେଳେ କହିଲେ…

ଭୁବନେଶ୍ୱର,୨୫।୭: ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲାରେ ତାଙ୍କ ସ୍ବାମୀ ଶ୍ରୀଧର ଜେନାଙ୍କୁ ପୋଲିସ ଗିରଫ କରିଛି। ମଧୁମିତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ...

ଓଡ଼ିଶାରେ ଏବେ ୯ ଲକ୍ଷ ଲୋକେ ବେକାର: ମୁଣ୍ଡପିଛା ଆୟ ଏତିକି

ଭୁବନେଶ୍ୱର,୨୫।୭: ଓଡ଼ିଶାରେ ଏବେ ୯ ଲକ୍ଷ ଲୋକେ ବେକାରୀ ଥିବା ଜଣାପଡିଛି। ବୁଧବାର ସରକାର ଉପସ୍ଥାପନା କରିଥିବା ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଓଡ଼ିଶାରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri