Posted inଜାତୀୟ

ଶଶିକଳାଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା

ବେଙ୍ଗାଲୁରୁ,୮ ।୨: ଏଆଇଏଡିଏମ୍‌କେରୁ ବହିସ୍କୃତ ହୋଇଥିବା ନେତ୍ରୀ ଶଶିକଳା ସୋମବାର ବେଙ୍ଗାଲୁରୁରୁ ତାମିଲନାଡୁ ଫେରୁଛନ୍ତି । ଏଥିପାଇଁ ହୋସୁରର କର୍ନାଟକ-ତାମିଲନାଡୁ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବହୁଦିନ ପରେ ନିଜ ପ୍ରିୟ ନେତାଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ସମର୍ଥକ ରାସ୍ତାରେ ଭିଡ ଲଗାଇଛନ୍ତି । ସୂଚନାଯୋଗ୍ୟ, କିଛିଦିନ ହେବ ସେ କରୋନାରେ ପୀଡ଼ିତ ଥିବା ବେଳେ ସୁସ୍ଥ ହୋଇ ବେଙ୍ଗାଲୁରୁରେ ରହିଥିଲେ । ଦୀର୍ଘ ପ୍ରାୟ ୪ ବର୍ଷପରେ ସେ ତାମିଲନାଡୁ ଫେରୁଛନ୍ତି । ସୂଚନାଯୋଗ୍ୟ, ଜେଲରେ ସଜା କାଟୁଥିବା ଶଶିକଳା କିଛିଦିନ ପୂର୍ବେ କରୋନାରେ ପୀଡ଼ିତ ହୋଇଥିଲେ । ଏହାପରେ ଚିକିତ୍ସା ହେବାରୁ ସୁସ୍ଥ ହୋଇ ବେଙ୍ଗାଲୁରୁରେ ରହିଥିଲେ । ଏବେ ସେ ପ୍ରାୟ ୨୦୦ ଗାଡିର ରାଲିସହ ତାମିଲନାଡୁ ଫେରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମ୍‌ପିଙ୍କ ସରକାରଙ୍କୁ ପ୍ରଶ୍ନ, ବେରୋଜଗାରୀ ପାଇଁ ଦାୟୀ କିଏ ?…

ନୂଆଦିଲ୍ଲୀ,୨୮।୭ : ଭାଜପା ନେତା ତଥା ଏମ୍‌ପି ବରୁଣ ଗାନ୍ଧୀ ପୁଣି ଥରେ ନିଜ ଦଳର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସଂସଦରେ ସରକାର ଦେଇଥିବା ଏହି...

ସମର୍ଥକଙ୍କୁ ରଜନୀକାନ୍ତଙ୍କ ଅନୁରୋଧ

ଚେନ୍ନାଇ,୧୧ ।୧: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ କିଛିଦିନ ତଳେ ରାଜନୀତିରୁ ଦୂରେଇ ଯିବା କଥା କହିଥିଲେ । ଏହାପରେ କିନ୍ତୁ ତାଙ୍କ ପ୍ରଶଂସକ ତଥା ସମର୍ଥକଙ୍କ...

ଅମିତ ଶାହା କହିଲେ ‘ଭାଜପା ୟୁନିଫର୍ମ ସିଭିଲ କୋର୍ଡ ଆଣିବାକୁ ପ୍ରତିବଦ୍ଧ, ହେଲେ…’

ନୂଆଦିଲ୍ଲୀ,୨୪ ।୧୧: ଗୁଜରାଟ ବିଧାନସଭା ନିର୍ବାଚନରେ ୟୁନିଫର୍ମ ସିଭିଲ କୋର୍ଡ ପ୍ରସଙ୍ଗ ଯୋରସୋରରେ ଉଠିଛି । ଏହାରି ଭିତରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ଦିଲ୍ଲୀର ପାଓ୍ବର ସବ୍‌-ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୨୪।୧: ଗୁଇନ୍ଦା ବିଭାଗରୁ ତଥ୍ୟ ମିଳିବା ପରେ ଦିଲ୍ଲୀ ପୋଲିସ ସମସ୍ତ ପାଓ୍ବର ସବ୍‌-ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି...

ମୁମ୍ବାଇକୁ ବୋମାରେ ଉଡାଇଦେବାକୁ ମିଳିଲା ଧମକ

ମୁମ୍ବାଇ,୨୩।୫: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ବୋମାରେ ଉଡାଇଦେବାକୁ ପୋଲିସକୁ ଧମକ ମିଳିଛି। ଜଣେ ବ୍ୟକ୍ତି ଟୁଇଟର ମାଧ୍ୟମରେ ଏହି ଧମକ ଦେଇଥିବା ଜଣାପଡିଛି। ପୋଲିସ ସୂତ୍ର...

ବୁଲେଟ୍‌ ଚଢ଼ି ବିବାହମଣ୍ଡପରେ ପହଞ୍ଚିଲେ କନ୍ୟା

ପାଟନା,୭।୩: ସବାରି କିମ୍ବା ଚାରି ଚକିଆ ଯାନରେ କନ୍ୟା ବିବାହମଣ୍ଡପକୁ ଆସିବା କଥା ସମସ୍ତେ ଶୁଣିଥିବେ। ହେଲେ ବିହାରର ଗୟାରେ ଜଣେ କନ୍ୟା ୧୬ ଶୃଙ୍ଗାର...

ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୨ ଲକ୍ଷର ସ୍ବାସ୍ଥ୍ୟ ବୀମା: ବିଶେଷଜ୍ଞ କମିଟି ପକ୍ଷରୁ ପ୍ରସ୍ତାବ…

ବେଙ୍ଗାଲୁରୁ,୨୧।୬: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଘନେଇ ଆସୁଛି। ଏପରିସ୍ଥଳେ ସ୍କୁଲ ଖୋଲାଯିବା ନେଇ ମଧ୍ୟ ଯୋଜନା କରାଯାଉଛି। ତେବେ ସ୍କୁଲ ଛାତ୍ରୀଛାତ୍ରଙ୍କ...

ଅଦରକାରୀ ପାର୍ଟସ୍‌ରେ ଦିବ୍ୟାଙ୍ଗ ତିଆରି କଲେ ଇ-ବାଇକ୍‌

ସୁରଟ୍‌: ଦୃଢ଼ ଇଚ୍ଛାଶକ୍ତି ଆଗକୁ ବାଟ କଢାଇନିଏ ଯାହା ହୋଇଛି ବିଷ୍ଣୁ ପଟେଲଙ୍କ କ୍ଷେତ୍ରରେ। ଗୁଜରାଟର ସୁରଟ୍‌ ନିବାସୀ ବିଷ୍ଣୁ ଜଣେ ଦିବ୍ୟାଙ୍ଗ। ବୟସ ୬୦...

Advertisement
Archives

Model This Week