ଛେଳି ଚରାଉଛନ୍ତି ସାରା

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଫିଲ୍ମ ଜଗତରେ ତଥା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ପ୍ରତ୍ୟେକ ପୋଷ୍ଟକୁ ଦେଖିବାକୁ ଭଲ ପାଆନ୍ତି, କିନ୍ତୁ ଏଥର ସାରା ଅଲି ଖାନଙ୍କ ପୋଷ୍ଟ ପ୍ରଶଂସକଙ୍କ ହୃଦୟ ଜିତିଛି। ଏହି ଫଟୋଗୁଡ଼ିକରେ ସାରାଙ୍କ ଏକ ଭିନ୍ନ ଶୈଳୀ ନିଜର ଆସିଛନ୍ତି। ସାରା ଏକ ଗାଁରେ ପହଞ୍ଚି ଛେଳି ଚରାଉଥିବା ଏବଂ ଟ୍ରାକ୍ଟରରେ ପୋଜ କରୁଥିବା ଦେଖିବାକୁ ମିଳିଛି। ଛେଳି ଓ ମେଣ୍ଢା ମଧ୍ୟରେ ସାରା ବେଶ୍‌ ଖୁସି ଥିବା ପରି ମନେ ହେଉଛି। ସେ ଏକ ନୀଳ ସାଲୱାର୍‌ ଶୁଟ ପିନ୍ଧିଛନ୍ତି।
ସାରା ନିଜ ଇନଷ୍ଟାଗ୍ରାମରୁ ଏହି ଫଟୋଗୁଡ଼ିକୁ ପୋଷ୍ଟ କରି ଲେଖିଥିଲେ, ଛେଳି ଚରାଇବା, ଟ୍ରାକ୍ଟର ଡ୍ରାଇଭିଂ। ଏହା କେବଳ ଫଟୋ ପାଇଁ ଏକ ବାହାନା ଥିଲା କି? ମୁଁ କିମ୍ବା ସାରା ଏହା ଏକ ଭିନ୍ନ ଦୁନିଆ ଥିଲା କି?” ଏହି ଫଟୋଗୁଡିକ ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି। ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି, ‘ହୃଦୟର ରାଣୀ’। ସେହିଭଳି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ନିରୀହ ଲୁକ।
ନିକଟରେ ସାରାଙ୍କୁ ‘ଅତରଙ୍ଗୀ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ସାରା ବିହାରର ଝିଅ ରିଙ୍କୁ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କର ବିପରୀତ ଅଭିନେତା ଧନୁଷ ଏବଂ ଅକ୍ଷୟ କୁମାର ନଜର ଆସିଥିଲେ। ସାରା ଅଲି ଖାନ ତାଙ୍କ ଆଗାମୀ ଫିଲ୍ମରେ ଅଭିନେତା ବିକି କୌଶଲଙ୍କ ବିପକ୍ଷରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫେରିଲେ ରାଜ୍‌

ବମ୍ବେ: ସୋସିଆଲ ମିଡିଆକୁ ପୁଣି ଫେରିଲେ ରାଜ କୁନ୍ଦ୍ରା। ଅଶ୍ଳିଳ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିଲେ ସେ। ଏହାପରଠାରୁ ସେ ଚର୍ଚ୍ଚାରେ...

ଗର୍ଭଧାରଣ ବିଷୟ ଏମିତି ଲୁଚାଇ ରଖିଥିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ଅନୁଷ୍କା ପ୍ରାୟତଃ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ବେବି ବମ୍ପ...

ବଲିଉଡରେ ଡେବ୍ୟୁ କରିବେ ସଉଥ୍‌ ଷ୍ଟାର ରଶ୍ମୀକା ମନ୍ଦନା

ମୁମ୍ବାଇ,୨୮।୧୨-ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସଉଥ୍‌ ଷ୍ଟାର ରଶ୍ମୀକା ମନ୍ଦନା। ଅପକମିଂ ଫିଲ୍ମ ’ମିସନ ମଜନୁ’ରେ ସେ ନଜର ଆସିବେ। ତେବେ ପ୍ରଥମ ବଲିଉଡ ଫିଲ୍ମ...

ଏହି ପ୍ରସିଦ୍ଧ ଅଭିନେତା ଐଶ୍ୱର୍ଯ୍ୟାଙ୍କୁ କହିଥିଲେ ସେକ୍ସି , ପାଗଳ ପରି ତାଙ୍କୁ ଦେଖେ

ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶକ ପାଗଳ। ମାତ୍ର ଯେତେବେଳେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ କଥା ଆସେ, ସେତେବେଳେ ପ୍ରଥମ ନାମ ଐଶ୍ୱର୍ଯ୍ୟା...

ମା’ ଶ୍ରୀଦେବୀଙ୍କ ଅଭାବକୁ ଅନୁଭବ କରୁଛନ୍ତି ଜାହ୍ନବୀ: ଯନ୍ତ୍ରଣା ବିଷୟରେ କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ‘ରୋହି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ରାଜକୁମାର ରାଓ ଏବଂ ଜାହ୍ନବୀଙ୍କ ଏହି...

ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଟେଲି ଧାରାବାହିକର ପ୍ରସାରଣ

ମୁମ୍ବାଇ: ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଲୋକପ୍ରିୟ ଟେଲି ଧାରାବାହିକ। କିଛି ଧାରାବାହିକ ଟିଆର୍‌ପି ଭଲ ରହୁ ନ ଥିବାରୁ ବନ୍ଦ ହେବାକୁ ଯାଉଥିବା ବେଳେ...

ଚୁଜି ହେଲେଣି ଅନନ୍ୟା

‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ ଅନନ୍ୟା ପାଣ୍ଡେ। କରନ୍‌ ଜୋହରଙ୍କ ପରି ନାମୀ ପ୍ରଯୋଜକ ତାଙ୍କୁ ବ୍ରେକ୍‌ ଦେଇଥିଲେ। ହେଲେ...

ଦୀପିକାଙ୍କ କୋଳରେ ରଣବୀର

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଫ୍ରାନ୍ସରେ ଚାଲିଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ନିଜ ଜଲଓ୍ବା ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି। ଚଳିତ ଥର ଦୀପିକା...

Advertisement
Archives

Model This Week