ପୁଣି ୟୁକ୍ରେନ୍‌ ଉପରେ ମିଶାଇଲ ଆକ୍ରମଣ କଲା ରୁଷିଆ: କିଭ୍‌ରେ ଜଣେ ମୃତ, ଅନେକ ଅଞ୍ଚଳରେ ବ୍ଲାକ୍‌ ଆଉଟ୍‌

କିଭ୍‌,୨୬।୧: ରୁଷିଆ ପୁଣି ଥରେ ୟୁକ୍ରେନ୍‌ ଉପରେ ମିଶାଇଲ୍‌ ଆକ୍ରମଣ କରିଛି। ଗୁରୁବାର ସକାଳେ ରାଜଧାନୀ କିଭ୍‌ରେ ରୁଷିଆ ସୈନ୍ୟ ମିଶାଇଲ୍‌ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ ପରେ କିଭ୍‌ର କେତେକ ଅଞ୍ଚଳରେ ବଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ସେହିପରି ଓଡେସାର କାଳା ସାଗର ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଇନ୍‌ଫ୍ରାଷ୍ଟକ୍‌ଚର ମଧ୍ୟ ବହୁ କ୍ଷତି ପହଞ୍ଚିଛି। ଏହି ଘଟଣା ବିଷୟରେ କିଭ୍‌ର ମେୟର ସୂଚନା ଦେଇଛନ୍ତି। ଅନ୍ୟପଟେ ରୁଷିଆ ମିଶାଇଲ୍‌ ଆକ୍ରମଣ ପରେ ୟୁକ୍ରେନ୍‌ରେ ଆଲର୍ଟ ଜାରି କରାଯାଇଛି। ସାରା ଦେଶରେ ଏୟାର ଆଲର୍ଟ ସମୟରେ ବହୁ ସଂଖ୍ୟାରେ ଲୋକମାନେ ରାଜଧାନୀର ମେଟ୍ରୋ ଷ୍ଟେଶନରେ ଆଶ୍ରୟ ନେଇଛନ୍ତି। ଏହାପୂର୍ବରୁ ରୁଷିଆ ଅକ୍ଟୋବରରେ ୟୁକ୍ରେନ୍‌ର ପାଓ୍ବାର ଗ୍ରୀଡ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ଟିକାଦାନ କରାଯାଇଥିବା ଦେଶରେ ଦୁଇଗୁଣା ହେଲା ଆକ୍ରାନ୍ତଙ୍କ ସଂଖ୍ୟା…

ଭିକ୍ଟୋରିଆ,୧୨।୫: ସର୍ବାଧିକ ଟିକାଦାନ କରାଯାଇଥିବା ଆଫ୍ରିକୀୟ ଦେଶ ସେଶେଲ୍ସ୍‌ରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇ ଦୁଇଗୁଣା ହୋଇଛି। ମେ’ ୭ ପରେ...

ଭାରତକୁ ନାଲିଆଖି ଦେଖାଇଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୬।୨: ଏସିଆ କପ ୨୦୨୩ ଆୟୋଜନକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ଆହୁରି ଖରାପ ହେଉଥିବା ଦେଖାଯାଉଛି। ନିକଟରେ ବାହାରେନରେ ଅନୁଷ୍ଠିତ...

ଚାହୁଁଚାହୁଁ ହଠାତ୍‌ ବିମାନବନ୍ଦରରେ ମାଟିରେ ମିଶିଲା ୮୪ ଫୁଟର ଟାଓ୍ବାର, ଦେଖନ୍ତୁ ପୂରା ଭିଡିଓ

ଓ୍ବାଶିଂଟନ,୧୭।୨: ଆମେରିକାର ୟୁଟାରେ ସଲ୍ଟ ଲେକ୍‌ ସିଟି ଇଣ୍ଟରନ୍ୟାଶନାଲ ବିମାନବନ୍ଦରରେ ୮୪ ଫୁଟର ଏକ ଷ୍ଟିଲ୍‌ ଏବଂ କଂକ୍ରିଟ ଟାଓ୍ବାର ଧ୍ୱଂସ ହୋଇଯାଇଛି। ବିମାନବନ୍ଦର ପକ୍ଷରୁ...

ମହାକାଶରେ ପୁରୁଷଙ୍କ ବିନା ମହିଳା ହେବେ ସନ୍ତାନ ସମ୍ଭବା: ମଙ୍ଗଳରେ ମଣିଷ ଜନସଂଖ୍ୟା ବୃଦ୍ଧିରେ ହେବ ସହାୟକ

ଓ୍ବାଶିଂଟନ,୨୪।୬: ମହାକାଶରେ ପୁରୁଷଙ୍କ ବିନା ମହିଳା ସନ୍ତାନ ସମ୍ଭବା ହୋଇପାରିବେ। ଏହାଦ୍ୱାରା ଏବେ କେବଳ ଶୁକ୍ରାଣୁର ଉପଯୋଗ କରାଯାଇ ମହାକାଶରେ ଥିବା ମହିଳା ସନ୍ତାନଙ୍କୁ ଜନ୍ମ...

ଭୂକମ୍ପରେ ଥରିଲା ପେରୁ

ଲିମା,୨୭।୫: ଦକ୍ଷିଣ ଆଫ୍ରିକା ପେରୁର ପୁନୋ ଅଞ୍ଚଳରେ ଗୁରୁବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରହିଛି।...

ମହାକାଶ ଯିବେ ସିରିଶା

ଓ୍ବାଶିଂଟନ୍‌, ୪ା୭: ଆସନ୍ତା ୧୧ ତାରିଖରେ ଭର୍ଜିନ ଗାଲେକ୍ଟିକ୍‌ର ସ୍ପେସ୍‌ ଯାନରେ ଅରବପତି ରିଚାର୍ଡ ବ୍ରାନସନ୍‌ଙ୍କ ସହ ଭାରତୀୟ-ଆମେରିକୀୟ ସିରିଶା ବାନ୍ଦଲା ମହାକାଶ ଯିବେ। ଆନ୍ଧ୍ରପ୍ରଦେଶର...

ଆମେରିକାର ଆଉ ଏକ ବ୍ୟାଙ୍କ ଡୁବିଲା

ନ୍ୟୁୟର୍କ, ୧୪ା୩: ସିଲିକନ୍‌ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ବନ୍ଦ ହେବାର ଦୁଇଦିନ ପରେ ନ୍ୟୁୟର୍କର ସିଗ୍‌ନେଚର ବ୍ୟାଙ୍କ ଡୁବିଛି। ଉଭୟ ବ୍ୟାଙ୍କର ଜମାକାରୀମାନେ ସେମାନଙ୍କ ଜମା...

ବୁଲ୍‌ବୁଲ୍‌ ଆତଙ୍କ: ଲକ୍ଷେରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କଲା ବାଂଲାଦେଶ

ଢ଼ାକା,୯।୧୧: ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ଆସନ୍ତା ୬ ଘଣ୍ଟା ମଧ୍ୟରେ ବାଂଲାଦେଶ ମୁହାଁ ହେବ। ଏହା ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବା...

Advertisement
Archives

Model This Week