କାନାଡାର ଏୟାରସ୍ପେସ୍‌ରେ ପଶିଲା ରୁଷିଆ ଫ୍ଲାଇଟ୍‌

ଟୋରୋଣ୍ଟୋ,୨୮।୨: ରୁଷିଆନ ଏୟାରଲାଇନ୍‌ ଏରୋଫ୍ଲଟ୍‌ ରବିବାର କାନାଡାର ଏୟାରସ୍ପେସ୍‌ ବ୍ୟବହାର କରି ପ୍ରତିବନ୍ଧକ ଉଲ୍ଲଂଘନ କରିଛି। ଏ ନେଇ ରେଗୁଲେଟର ଟ୍ରାନ୍ସପୋର୍ଟ କାନାଡା ପକ୍ଷରୁ ରବିବାର କୁହାଯାଇଛି। ୟୁକ୍ରେନ ଉପରେ ଆକ୍ରମଣ ପରେ ବିଭିନ୍ନ ନାଟୋ ସଦସ୍ୟ ଦେଶ ଭଳି କାନାଡା ମଧ୍ୟ ରୁଷିଆନ ଏୟାର ଲାଇନ ଓ ବିମାନ ପାଇଁ ଏୟାରସ୍ପେସ୍‌ ବ୍ୟବହାର ଉପରେ କଟକଣା ଲାଗୁ କରିଛି।

“ଏରୋଫ୍ଲଟ ଫ୍ଲାଇଟ୍‌ ୧୧୧ ପ୍ରତିବନ୍ଧକ ଉଲ୍ଲଂଘନ କରିଥିବା ଆମକୁ ଜଣାଅଛି। ଫ୍ଲାଇଟ୍‌ ୧୧୧ ଫ୍ଲୋରିଡାର ମିଆମିରୁ ମସ୍କୋ ଯାଉଥିଲା। ଏଥିଲାଗି ଏରୋଫ୍ଲଟ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆମେ ପଛ ଘୁଞ୍ଚା ଦେବୁ ନାହିଁ ” ବୋଲି ଟ୍ରାନ୍ସପୋର୍ଟ କାନାଡା ପକ୍ଷରୁ ଟୁଇଟରରେ କୁହାଯାଇଛି। କାନାଡା ସମେତ ସ୍ବିଡେନ, ଫିନଲାଣ୍ଡ, ଡେନମାର୍କ, ବ୍ରିଟେନ, ପୋଲାଣ୍ଡ, ବୁଲଗେରିଆ, ଚେକ୍‌ ରିପବ୍ଲିକ, ରୋମାନିଆ ଓ ଆଇସ୍‌ଲାଣ୍ଡ ମଧ୍ୟ ରୁଷିଆ ଉପରେ ସମାନ କଟକଣା ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ ପାଇଁ ଆସିଲା ଔଷଧ!

ଲଣ୍ଡନ,୭।୧୨: ସାରା ବିଶ୍ୱରେ ଏବେ କରୋନାର ଭାରିଆଣ୍ଟ ଓମିକ୍ରନ ଆତଙ୍କ ସୃଷ୍ଟି କରିଛି। ଏବେ ଏହି ଭାରିଆଣ୍ଟ ପାଇଁ ବ୍ରିଟିଶ ବୈଜ୍ଞାନିକମାନେ ‘ସୋଟ୍ରୋଭିମାବ୍‌’ ନାମକ ଏକ...

ଚାଇନାର ସମର୍ଥନ ପରେ ଶ୍ରୀଲଙ୍କାକୁ ୨.୯ ବିଲିୟନ ଡ଼ଲାର ଆଇଏମଏଫ ସହାୟତା…

କଲମ୍ବୋ,୮।୩ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ୨.୯ ବିଲିୟନ ଡ଼ଲାରର ଏକ ସର୍ତ୍ତମୂଳକ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପ୍ୟାକେଜ ପ୍ରଦାନ...

ଜର୍ଜିଆ ମେଲୋନି ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ…

ରୋମ,୨୨।୧୦ :  ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଜର୍ଜିଆ ମେଲୋନି ଶନିବାର ଶପଥ ଗ୍ରହଣ କରିଛନ୍ତି। ୪୫ ବର୍ଷ ବୟସ୍କା ମେଲୋନି ପ୍ରଥମ ଦକ୍ଷିଣପନ୍ଥୀ...

ଆହୁରି ଶକ୍ତିଶାଳୀ ହେଲେ ସି ଜିନ୍‌ପିଙ୍ଗ: ତୃତୀୟଥର ରାଷ୍ଟ୍ରପତି ମନୋନୀତ

ବେଜିଂ,୧୦।୩: ନ୍ୟାଶନାଲ୍‌ ପିପୁଲ୍ସ କଂଗ୍ରେସ (ଏନପିସି) ର ୧୪ ତମ ବୈଠକରେ ସି ଜିନପିଙ୍ଗଙ୍କୁ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ମନୋନୀତ କରାଯାଇଛି। ଏହା...

ତାଲିବାନ ନେଇ ଜାତିସଂଘ ସୁରକ୍ଷା ପରିଷଦର ୟୁ ଟର୍ନ…

ଜେନେଭା/ନୂଆଦିଲ୍ଲୀ,୨୯।୮: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଆତଙ୍କବାଦୀ ବିରୋଧୀ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟଜନକ ୟୁ ଟର୍ନ ନେଇଛି। ଏହା ଆତଙ୍କବାଦୀ ଷ୍ଟେଟ୍‌ମେଣ୍ଟ୍‌ରୁ ତାଲିବାନ...

ଜମ୍ମୁ-କଶ୍ମୀର ସମସ୍ୟା: ଶାନ୍ତି ପାଇଁ ପାକିସ୍ତାନକୁ ପରାମର୍ଶ ଦେଲା ଫ୍ରାନ୍ସ୍‌

ଇସଲାମାବାଦ୍‌,୨୧।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ...

କ୍ୱାଡ ଶିଖର ସମ୍ମିଳନୀରେ ମୋଦିଙ୍କ ପ୍ରଶଂସା, ବାଇଡେନ କହିଲେ ଭାରତ ସଫଳ ଚାଇନା ଫେଲ

ଟୋକିଓ,୨୪ ।୫: ଟୋକିଓ କ୍ୱାଡ ସମ୍ମିଳନୀର ଏକ ଅଧିବେଶନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କୋଭିଡ ମହାମାରୀକୁ ଲୋକତାନ୍ତ୍ରୀକ ଭାବେ ସଫଳ ଭାବେ ସାମ୍ନା କରିିଥିବାରୁ...

୨୦୪୦ ବେଳକୁ ପୃଥିବୀର ୩୩ଟି ଦେଶରେ ମିଳିବନି ପିଇବା ପାଣି: ୨ ଶହ ସହରରେ ସୃଷ୍ଟି ହେବ ଜଳସଙ୍କଟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଜଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଏବଂ ପ୍ରଦୂଷଣ ଯୋଗୁ ପୃଥିବୀ ଏବେ ଜଳ ସଙ୍କଟ ଦେଖାଦେଇଛି। ଲୋକଙ୍କୁ ପିଇବା ପାଣି ମିଳୁନି। ପୃଥିବୀର ୪ ଶହରୁ...

Advertisement
Archives

Model This Week