ମହାକାଶ ରକେଟରେ ତ୍ରିରଙ୍ଗାକୁ ରଖି ଆମେରିକା, ଜାପାନ ପତାକା ହଟାଇଲା ରୁଷିଆ

ନୂଆଦିଲ୍ଲୀ,୪।୩: ରୁଷିଆ ସରକାରଙ୍କ ମହାକାଶ ଏଜେନ୍ସି ଆମେରିକା, ଜାପାନ ସମେତ ଅନ୍ୟ କିଛି ଦେଶର ପତାକା ହଟାଇ ଦେଇଛି। କିନ୍ତୁ ସ୍ପେସ୍‌ପୋର୍ଟ ବାଇକୋନୁରରେ ଥିବା ବିରାଟ ରକେଟରେ ଭାରତୀୟ ପତାକା ଚିତ୍ରକୁ ସ୍ଥାନ ଦିଆଯାଇଛି। ରସ୍କୋମସ ଏହି ପଦକ୍ଷେପ ଦର୍ଶାଉଛି ରୁଷିଆ ସହ ଭାରତର ସମ୍ପର୍କ କେତେ ମଜଭୁତ।

ୟୁକ୍ରେନ ଉପରେ ଆକ୍ରମଣ ପରେ ନାଟୋ ସଦସ୍ୟ ତଥା ଆମେରିକାର ସହଯୋଗୀ ଫ୍ରାନ୍ସ, ଜର୍ମାନୀ, ଇଂଲଣ୍ଡ, ଜାପାନ ଆଦି ଦେଶ ରୁଷ ଉପରେ କଠୋର କଟକଣା ଲଗାଇଛନ୍ତି। ଏଥିଯୋଗୁ ବାଇକୋନୁର ଥିବା ଲଞ୍ଚର୍ସରୁ କିଛି ଦେଶର ପତାକା ହଟାଇ ଦିଆଯାଇଥିଲା। ସେମାନଙ୍କ ପତାକା ବିନା ଆମ ରକେଟ ଆହୁରି ସୁନ୍ଦର ଦେଖାଯିବ ବୋଲି ରସ୍କୋମସ ନିର୍ଦ୍ଦେଶକ ଜେନେରାଲ ଡିମିଟ୍ରି ଓଲେଗୋଭିଚ୍‌ ରୋଗୋଜିନ ଟୁଇଟ୍‌ କରିଛନ୍ତି। ଏଥିସହ ସେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ରୁଷିଆ କର୍ମୀ ରକେଟରୁ କିଛି ଦେଶର ପତାକା ଲିଭାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ସେମାନେ ଭାରତୀୟ ପତାକାକୁ ଛୁଇଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେହବାଜଙ୍କ ଇସ୍ତଫାକୁ ମୁକ୍ତି ଦିବସ ଭାବେ ପାଳନ କଲା ଇମ୍ରାନଙ୍କ ପାର୍ଟି ପିଟିଆଇ

ଇସଲାମବାଦ,୧୦।୮: ଚଳିତ ସପ୍ତାହରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟକାଳ ସରିଛି। ରାଷ୍ଟ୍ରପତି ଆରିଫ ଆଲଭି ବୁଧବାର ରାତିରେ ଶେହବାଜଙ୍କ ସୁପାରିଶ କ୍ରମେ ସଂସଦକୁ...

ୟୁକ୍ରେନ୍‌କୁ ଝଟ୍‌କା ଦେଲା ଆମେରିକା

ଓ୍ବାଶିଂଟନ୍‌,୩୧।୧: ଗତ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନ କ୍ରମାଗତ ଭାବରେ ପାଶ୍ଚାତ୍ୟ ଦେଶମାନଙ୍କୁ ରୁଷିଆର ସୈନ୍ୟ ପ୍ରତିରୋଧ...

ଉହାନ ସିଫୁଡ ବଜାର ବୁଲିଲେ ବିଶେଷଜ୍ଞ ଦଳ

ବେଜିଂ,୩୧।୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ ରବିବାର ଚାଇନାର ଉହାର ସହର ସ୍ଥିତ ସିଫୁଡ ବଜାର ବୁଲି କରୋନା ଭୁତାଣୁ ସମ୍ପର୍କରେ ତଦନ୍ତ ଆରମ୍ଭ...

ଏଠି ଏଭିଏମ୍‌ ନୁହେଁ ବାଲଟ୍‌ ପେପରରେ ହେବ ମତଦାନ

ଜାକର୍ତ୍ତା,୧୮।୪: ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ଏଠାରେ ଇଭିଏମ୍‌କୁ ନେଇ ବିବାଦ ସରୁନି। ବିରୋଧି ଇଭିଏମକୁ ଭାଜପାର ମେଶିନ୍‌ କହୁଥିବା...

ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲକୁ ଆମେରିକା କଂଗ୍ରେସର ଜେରା: କାଠଗଡ଼ାରେ ଟେକ୍ନୋ ଟାଇକୁନ

ଓ୍ବାଶିଂଟନ,୩୦ା୭- ବିଶ୍ୱର ୪ ବଡ଼ କମ୍ପାନୀ ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲର ପ୍ରଭାବଶାଳୀ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କୁ ଆମେରିକା କଂଗ୍ରେସ ପକ୍ଷରୁ ଘନ ଘନ...

ଆମେରିକା ଦେବ ୧୫ ନିୟୁତ ବ୍ୟାରେଲ ରିଜର୍ଭ ତୈଳ

ଓ୍ବାଶିଂଟନ୍‌, ୨୦ା୧୦: ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ଗଚ୍ଛିତ ରଖିଥିବା ଅଏଲ ରିଜର୍ଭରୁ ୧୫ ନିୟୁତ ବ୍ୟାରେଲ...

ହଣ୍ଟର ବାଇଡେନ୍‌ଙ୍କ ଲାପ୍‌ଟପ୍‌ ଷ୍ଟୋରି, ଚର୍ଚ୍ଚାରେ ୨ ଭାରତୀୟ ବଂଶୋଦ୍ଭବ

ସାନ୍‌ ଫ୍ରାନ୍ସସିସ୍କୋ,୪।୧୨(ପି.ଟି./ଆଇଏଏନ୍‌ଏସ୍‌): ବିଶ୍ୱର ସବୁଠୁ ଧନୀ ତଥା ଟୁଇଟର ସିଇଓ ଏଲନ୍‌ ମସ୍କ ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟ୍‌ ରୋ ଖାନ୍ନାଙ୍କୁ ପ୍ରଶଂସା କରି ସୋସିଆଲ ମିଡିଆ...

ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖି ମିଳିମିଶି କାମ କରିବାକୁ ଚାହୁଁଛୁ: ପ୍ରଚଣ୍ଡ…

କାଠମାଣ୍ଡୁ,୨୭।୧୨ : ନେପାଳର ନୂତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଗଣମାଧ୍ୟମ ସହିତ...

Advertisement
Archives

Model This Week