Posted inଖେଳ

କରୋନାରୁ ଆରୋଗ୍ୟ ହେଲେ ରୋନାଲ୍‌ଡୋ

ତୁରିନ୍‌ (ଇଟାଲୀ):କ୍ରିଷ୍ଟିଆନୋ ରୋନାଲ୍‌ଡୋ ୧୯ ଦିନ ପରେ କରୋନା ଭାଇରସ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି। ସ୍ବାବ୍‌ ଟେଷ୍ଟରେ ତାଙ୍କର ନେଗେଟିଭ ଆସିଛି। ତାଙ୍କର ଆଉ ହୋମ୍‌ ଆଇସୋଲେଶନରେ ରହିବା ଆବଶ୍ୟକତା ନାହିଁ। ନିଜ ଦେଶ ପର୍ତ୍ତୁଗାଲ ତରଫରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିବା ପରେ ଛୁଟିରେ ଥିବାବେଳେ ପ୍ରଥମ ଟେଷ୍ଟରେ ତାଙ୍କର ପଜିଟିଭ୍‌ ଆସିଥିଲା। ଏହି କାରଣରୁ ସେ ତାଙ୍କ କ୍ଲବ ଜୁଭେଣ୍ଟସ ତରଫରୁ ତିନୋଟି ମ୍ୟାଚ ଖେଳିପାରି ନ ଥିଲେ। ସିରି ଏ’ରେ ସେ କ୍ରୋଟୋନେ ଓ ହେଲାସ ଭେରୋନା ଏବଂ ଚାମ୍ପିୟନ୍ସ ଲିଗ୍‌ରେ ବାର୍ସିଲୋନା ବିପକ୍ଷ ମ୍ୟାଚ ଖେଳିବାରୁ ବଞ୍ଚତ୍ତ ହୋଇଥିଲେ। ୫ଥର ବାଲନ ଡି’ଅର ପୁରସ୍କାର ବିଜେତା ତୁରିନ୍‌ସ୍ଥିତ ନିଜ ବାସଭବନରେ କ୍ୱାରାଣ୍ଟାଇନ୍‌ରେ ଥିଲେ। ରୋନାଲ୍‌ଡୋ ଜୁଭେଣ୍ଟରସର ସ୍ପେଜିଆଠାରେ ସିରି ଏ’ କିମ୍ବା ବୁଦାପେଷ୍ଟଠାରେ ଚାମ୍ପିୟନ୍ସ ଲିଗ୍‌ର ଏକ ମ୍ୟାଚରେ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଟ୍‌ ପୁରେଙ୍କ ପରଲୋକ

ଓ୍ବେଲିଂଟନ, ୧୪।୬: ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ମ୍ୟାଟ୍‌ ପୁରେଙ୍କର ୯୦ ବର୍ଷ ବୟସରେ ପରଲୋକ ଘଟିଛି। ଅଲରାଉଣ୍ଡର ପୁରେ ୧୯୫୩ରୁ ୧୯୫୬ ମଧ୍ୟରେ ୧୪ଟି ଟେଷ୍ଟ...

ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କୋଲକାତା ନାଇଟ ରାଇଡର୍ସର ଫାଷ୍ଟ ବୋଲର ପ୍ୟାଟ କୁମିନ୍ସ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ତାଙ୍କ ପ୍ରେମିକା ବେକି ବୋଷ୍ଟନ ସୋସିଆଲ ମିଡିଆରେ ଫଟୋ ଶେୟାର...

ଅଶ୍ୱିନଙ୍କଠାରୁ ଅଲଗା ହୋଇପାରେ କିଙ୍ଗ୍ସ ଏକାଦଶ ପଞ୍ଜାବ

ଚଣ୍ଡିଗଡ଼,୨୬।୮: ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଣ୍ଟିଗୁଆ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିବାବେଳେ ଇଣ୍ଡିଆନ ପ୍ରିମିୟର...

ପଞ୍ଜାବ ପାଇଁ ବୋଝ ୧୦.୭୫ କୋଟି ଟଙ୍କାର ଏହି ଷ୍ଟାର୍‌ ଅଲରାଉଣ୍ଡର

ୟୁଏଇରେ ଚାଲିଥିବା ଆଇପିଏଲର ୧୩ତମ ସିଜନରେ ଗୁରୁବାର ପର୍ଯ୍ୟନ୍ତ ୨୨ଟି ମ୍ୟାଚ ଖେଳାଯାଇଛି। ସମସ୍ତ ଦଳ ଅତି କମରେ ୫ଟି ମ୍ୟାଚ ଖେଳିଛନ୍ତି। ଏଥିରେ ମୁମ୍ବାଇ...

ବିରାଟ କୋହଲି, ଅନୁଷ୍କା ଶର୍ମାଙ୍କ ପାଇଁ ଖୁସି ଖବର

ବଲିଉଡ ଏବଂ କ୍ରୀଡା ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। କେବଳ ଭାରତରେ ନୁହେଁ,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ହଠାତ୍‌ ପଶି ବଲ୍‌ ନେଇଗଲା କୁକୁର: ଆଉ ତା’ପରେ…

ନୂଆଦିଲ୍ଲୀ,୧୨।୯: ଅଲ ଆୟର୍ଲାଣ୍ଡ ଟି -୨୦ ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଗୋଟିଏ କୁକୁର ପାଇଁ ପଡ଼ିଆରେ ଉପସ୍ଥିତ...

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ: ଜୁନିୟର ସପୋର୍ଟ ଷ୍ଟାଫ୍‌ ସଦସ୍ୟଙ୍କ ବିରୋଧରେ ଦୁର୍ବବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ,୨୭।୯(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଗସ୍ତ ଅବସରରେ ଭାରତୀୟ କ୍ରିକେଟର ଦଳରେ ଜଣେ ଜୁନିୟର ସପୋର୍ଟ ଷ୍ଟାଫ୍‌ ସଦସ୍ୟଙ୍କ ବିରୋଧରେ ଦୁର୍ବବ୍ୟବହାର ଅଭିଯୋଗ ଆସିଥିଲା। ଆଣ୍ଟିଗୁଆରେ ଜଣେ ମହିଳା...

ବୁମ୍‌ରାଙ୍କୁ ୫ ଉଇକେଟ୍‌ ସଫଳତା

ମୁମ୍ବାଇ, ୯।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପ୍ରଥମ ଥରପାଇଁ ୫ ଉଇକେଟ୍‌ ସଫଳତା ପାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା।...

Advertisement
Archives

Model This Week