Posted inଖେଳ

ପ୍ରଥମ ସିରିଜ୍‌ରେ ଧୋନୀ, କୋହଲିଙ୍କ ତାଲିକାରେ ସ୍ଥାନ ପାଇପାରନ୍ତି ରୋହିତ

ଅହମ୍ମଦାବାଦ,୧୦।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ କ୍ଲିନ ସୁଇପ୍‌ ଲକ୍ଷ୍ୟ ନେଇ ଓହ୍ଲାଇବ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଯଦି ଏପରି ହୁଏ, ତେବେ ୨୦୧୭ ପରେ ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆ ଦିନିକିଆ ସିରିଜ୍‌ ମୂଳପୋଛ କରିବ। ଅନ୍ତିମ ଥର ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଭାରତ କ୍ଲିନ ସୁଇପ୍‌ ହାସଲ କରିଥିଲା। ସେହିଭଳି ୨୦୧୪ରେ ଶ୍ରୀଲଙ୍କାକୁ ୫-୦ରେ ହରାଇବା ପରେ ଟିମ୍‌ ଇଣ୍ଡିଆ ଘରୋଇ ପରିବେଶରେ ହ୍ବାଇଟ୍‌ ଓ୍ବାଶ ସୁଖ ପାଇ ନାହିଁ।

ଟିମ୍‌ ଇଣ୍ଡିଆ କ୍ଲିନ୍‌ ସୁଇପ୍‌ ହାସଲ କରିବାରେ ସଫଳ ହେଲେ ରୋହିତ ମହାନ ଭାରତୀୟ ଅଧିନାୟକଙ୍କ ତାଲିକାରେ ସାମିଲ ହେବେ। ସେ ୮ମ ଭାରତୀୟ ଅଧିନାୟକ ଭାବେ ଏହି ସଫଳତା ହାସଲ କରିପାରନ୍ତି। ଏହି ତାଲିକାରେ କପିଳ ଦେବ, ଦୀଲିପ ଭେଙ୍ଗସରକର, ମହମ୍ମଦ ଆଝାରୁଦ୍ଦିନ, ମହେନ୍ଦ୍ର ସିଂ ଧୋନୀ, ଗୌତମ ଗମ୍ଭୀର, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାନେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଗାଙ୍ଗୁଲିଙ୍କୁ ମୁଣ୍ଡ ଖେଳାଇବାର ଆବଶ୍ୟକତା ନ ଥିଲା’

ମୁମ୍ବାଇ,୨୩।୧୨: “ବିରାଟ କୋହଲିଙ୍କ ନେତୃତ୍ୱ ଉପରେ ଚୟନକର୍ତ୍ତାଙ୍କ ପାଇଁ ମନ୍ତବ୍ୟ ଦେବା ଲାଗି ସୌରଭ ଗାଙ୍ଗୁଲି କେହି ନୁହଁନ୍ତି। ସେ ବିସିସିଆଇ ସଭାପତି। ଦଳ ଚୟନ...

ସୂର୍ଯ୍ୟକୁମାର-ଈଶାନ ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ପାଇବାକୁ ଯୋଗ୍ୟ ବୋଲି କହିଲେ ଏହି ଲୋକପ୍ରିୟ କ୍ରିକେଟର

ନୂଆଦିଲ୍ଲୀ,୨୫।୩: ଚଳିତ ବର୍ଷ ଶେଷରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଖେଳାଳି ଚୟନକୁ ନେଇ ଆଲୋଚନା ଜାରି ରହିଛି। ଏପରି ସମୟରେ ଭାରତର ପୂର୍ବ...

ଓସିଏ କାଉନ୍‌ସିଲ ବୈଠକ : ‘ଭିଜନ୍‌-୨୦୨୪’ ଉପରେ ଗୁରୁତ୍ୱ

କଟକ ଅଫିସ,୨୯।୧୦- କ୍ରିକେଟ ତୃଣମୂଳସ୍ତରରୁ ବିକାଶ ହେବ। ଗାଁ ଗହଳିରୁ ଭଲ କ୍ରିକେଟ ଖେଳାଳି ଖୋଜାଯିବେ। ଏ ଦିଗରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମସ୍ତ ପ୍ରଚେଷ୍ଟା...

ଆଇପିଏଲ୍‌ ଫାଇନାଲ୍‌ ଉପରେ ଭବିଷ୍ୟବାଣୀ କଲେ ଯୁବରାଜ, ରାଗିଗଲେ ଚହଲ

ଆଇପିଏଲ ୨୦୨୦ରେ ପ୍ରଶଂସକମାନେ ଗତ ରବିବାର ଜବରଦସ୍ତ ମୁକାବିଲା ଦେଖିବାକୁ ପାଇଥିଲେ। ଦିନର ଉଭୟ ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା। କିଙ୍ଗସ ଏକାଦଶ ପଞ୍ଜାବ ଏବଂ...

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡର କ୍ରିକେଟ ମ୍ୟାଚ ଯୋଜନା

ମେଲବୋର୍ନ, ୧୩ା୫ (ପି.ଟି.)- କରୋନା ଭାଇରସ୍‌ ମହାମାରୀ ଯୋଗୁ ବର୍ତ୍ତମାନ ସ୍ଥିତିରେ ଇଣ୍ଟରନ୍ୟାଶନାଲ ଟୁର୍‌ ସମ୍ଭବନା ଦେଖା ଯାଉ ନ ଥିବାରୁ ଦୁଇ ପଡ଼ୋଶୀ ଦେଶ...

ଇତିହାସ ରଚିପାରନ୍ତି ବୁମ୍‌ରା

ଲଡ୍ସ,୨୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ହେଡିଙ୍ଗଲେରେ ଖେଳାଯିବ। ଉଭୟ ଦଳ ମଧ୍ୟରେ ଏହି ଟେଷ୍ଟ ଅଗଷ୍ଟ...

ଡୋପିଂ ମାମଲାରେ ବିଶ୍ୱ ଚାମ୍ପିୟନ : ନାସେର ସସ୍‌ପେଣ୍ଡ

ମୋନାକୋ, ୬ା୬ (ଏପି)- ଡୋପ୍‌ ଟେଷ୍ଟ ପାଇଁ ଉପସ୍ଥିତ ନ ରହିିବାରୁ ମହିଳା ୪୦୦ ମିଟର ବିଶ୍ୱ ଚାମ୍ପିୟନ ସାଲଓ୍ବା ଇଦ୍‌ ନାସେରଙ୍କୁ ଶୁକ୍ରବାର ସାମୟିକ...

ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଇନ୍ଦୋର ଟେଷ୍ଟ, ହୋଇପାରେ ଏହି ୫ ରେକର୍ଡ

ନୂଆଦିଲ୍ଲୀ,୨୮।୨: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜରେ ୨-୦ରେ ଅଗ୍ରଣୀ ଥିବା ଟିମ୍‌ ଇଣ୍ଡିଆ ଲାଗି ତୃତୀୟ ଟେଷ୍ଟ ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ମାର୍ଚ୍ଚ ୧-୫ ମଧ୍ୟରେ...

Advertisement
Archives

Model This Week