Posted inଖେଳ

ମ୍ୟାନେଜର୍‌ଙ୍କୁ କରିଛନ୍ତି ଜୀବନସାଥୀ: ବେଶ୍‌ ରୋମାଣ୍ଟିକ୍‌ ହିଟ୍‌ମ୍ୟାନ୍‌ଙ୍କ ଲଭ୍‌ଷ୍ଟୋରୀ

ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକୀୟ ପାଳି ଖେଳି ପ୍ରଶଂସକଙ୍କ ହୃଦୟ ଜିତିଥିବା ରୋହିତଙ୍କ ଜୀବନସାଥୀ ହେଲେ ରିତିକା ସଜଦେହ। ଉଭୟଙ୍କ ଲଭ୍‌ଷ୍ଟୋରୀ ବେଶ୍‌ ରୋମାଣ୍ଟିକ୍‌। ପ୍ରଥମେ ରୋହିତଙ୍କ ମ୍ୟାନେଜର ଥିଲେ ସେ।
ଛଅ ବର୍ଷରୁ ଅଧିକ ସମୟ ଧରି ରୋହିତଙ୍କୁ ଜାଣିଥିଲେ ରିତିକା। ସେ ଯୁବରାଜଙ୍କ ରାକ୍ଷୀ ଭଉଣୀ ମଧ୍ୟ। ରୋହିତଙ୍କ ସହ

ଯୁବରାଜ ମଧ୍ୟ ରିତିକାଙ୍କ କ୍ଲାଇଣ୍ଟ ଥିଲେ। ପ୍ରଥମେ ରୋହିତଙ୍କ ବନ୍ଧୁ ପାଲଟିଥିଲେ ରିତିକା। ଧିରେ ଧିରେ ଏହା ପ୍ରେମ ପର୍ଯ୍ୟନ୍ତ ପହଞ୍ଚିଥିଲା। ବର୍ଷ ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍‌ କରିଥିଲେ।

ବୋରିବଲ୍‌ ସ୍ପୋଟ୍ସ କ୍ଲବରେ ରୋହିତ୍‌ ରିତିକାଙ୍କୁ ବିବାହ ପାଇଁ ଆଣ୍ଠୁ ମାଡ଼ି ବସି ପ୍ରପୋଜ୍‌ କରିଥିଲେ। ଏହି କ୍ଲବରେ ୧୧ ବର୍ଷ ବୟସରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିବାରୁ ଜାଗାଟି ବେଶ୍‌ ଖାସ୍‌ ଥିଲା ରୋହିତଙ୍କ ପାଇଁ। ଶେଷରେ ରିତିକା ହଁ କହିବା ପରେ ଉଭୟ ୨୦୧୫ରେ ବିବାହ କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେବେ ହୋଇଥିଲା ଦ୍ରାଭିଡ-ରୋହିତଙ୍କ ପ୍ରଥମ ସାକ୍ଷାତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ଜୟପୁରରେ ଖେଳାଯିବ। ଏହି ମ୍ୟାଚରେ ଏକ...

ଲର୍ଡସ ଟେଷ୍ଟ ପରେ ଆଣ୍ଡରସନଙ୍କ ପୁରୁଣା ଭିଡିଓ ଭାଇରାଲ: ଖଣ୍ଡ ଖଣ୍ଡ କରୁଛନ୍ତି ଏହି ଭାରତୀୟ କ୍ରିକେଟରଙ୍କ ଫଟୋ

ଲଣ୍ଡନ,୨୦।୮: ଲୋକଙ୍କ ମୁହଁରେ କହିବାକୁ ନେଇ ବେଶ ଜଣାଶୁଣା ଜେମ୍ସ ଆଣ୍ଡରସନ। ସେ କ୍ରିକେଟ ପଡ଼ିଆରେ ବୋଲିଂ ସହ ବିରୋଧୀ ଟିମ୍‌ର ଖେଳାଳିମାନଙ୍କ ସହ ବଚସାକୁ...

ରୋହିତ ଶର୍ମା କଲେ ଏମିତି କାମ, ପ୍ରଶଂସକ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଜୟପୁର,୧୮।୧୧: ରୋହିତ ଶର୍ମା ଟି -୨୦ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଉଇକେଟ୍‌ରେ ଜିତିଥିଲା। ଏହାସହ ତିନି ମ୍ୟାଚ ବିଶିଷ୍ଟ...

ଆଇସିସି କ୍ରିକେଟ ବିଶ୍ୱକପ୍‌: ଓ୍ବେଷ୍ଟଇଣ୍ଡିଜର ବିଜୟ ଅଭିଯାନ

ନଟିଂହାମ,୧।୬(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ୍‌ ୨୧୮ଟି ବଲ ବାକିଥାଇ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରି ପୂରା...

୯ ଉଇକେଟ୍‌ ନେବା ସତ୍ତ୍ୱେ ବୁମ୍‌ରାଙ୍କୁ କାହିଁକି ଦିଆଗଲାନି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର

ଲଣ୍ଡନ,୯।୮:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ହୋଇଛି। ଚତୁର୍ଥ ଦିନ ଶେଷ ପର୍ଯ୍ୟନ୍ତ ଏହି ମ୍ୟାଚ ଜିତିବାକୁ ଭାରତୀୟ ଆଗରେ ଥିଲା...

ଆରମ୍ଭ ହେଲା ଓସିଏ ନିର୍ବାଚନ ପ୍ରକ୍ରିୟା: ଦାୟିତ୍ୱ ଗ୍ରହଣ କଲେ ମାଖନଲାଲ

କଟକ ଅଫିସ,୨୭ା୮- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ନିର୍ବାଚନ ଅଧିକାରୀ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ବିହାରର ପୂର୍ବତନ ନିର୍ବାଚନ କମିଶନର ମାଖନଲାଲ ମଜୁମଦାର। ମାଖନଲାଲଙ୍କୁ...

ଦୁଇ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ ଖେଳାଳିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ଆଣ୍ଟିଗୁଆ,୨୨।୯: ପୂର୍ବତନ ଓ୍ବେଷ୍ଟଇଣ୍ଡିଆନ ଅଲରାଉଣ୍ଡର ମାର୍ଲୋନ ସାମୁଏଲ୍ସ ଟି୧୦ ଲିଗ୍‌ରେ ଖେଳୁଥିବା ବେଳେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି। ଅଭିଯୋଗର ତଦନ୍ତ ବେଳେ ସେ...

‘ବିରାଟଙ୍କ ଡିପ୍ରେସନ୍‌ ପାଇଁ ଅନୁଷ୍କା ଦାୟୀ’

ଅଭିନେତା କମଲ ରସିଦ ଖାନ ଓରଫ୍‌ କେଆରକେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ଚର୍ଚ୍ଚାରେ ରହିଥାନ୍ତି। ସେ କେବଳ...

Advertisement
Archives

Model This Week