ସୋରଡ଼ାରେ ସାଧାରଣତନ୍ତ୍ର ଦିବସ

ସୋରଡ଼ା,୨୬ା୧(ଡି.ଏନ୍‌.ଏ.): ସୋରଡ଼ାରେ ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସ କାରୋନା କଟକଣା ଅନୁଯାୟୀ ପାଳନ ହୋଇଯାଇଛି। ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ତହସିଲଦାର ପ୍ରଫୁଲ କୁମାର ଡାକୁଆ, ଥାନାରେ ଆଇଆଇସି ରମେଶ କୁମାର ପ୍ରଧାନ, ଡାକ୍ତରଖାନାରେ ଡାକ୍ତର ସନ୍ତୋଷ କୁମାର ପଣ୍ଡା, ବ୍ଲକ କଲୋନୀ ବିଦ୍ୟାଳୟରେ ଶିକ୍ଷକ କାଳିଚରଣ ପ୍ରଧାନ, ବ୍ଲକ କାର୍ଯ୍ୟାଳୟରେ ବି ସିମାଞ୍ଚଳ ମଣ୍ଡଳ, ଋଷିକୁଲ୍ୟା ଆଇଟିଆଇରେ ସମାଜସେବୀ ଭଗବାନ ପଣ୍ଡା, ଏନ୍‌ଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁତିକୃଷ୍ଣ ପାତ୍ର, ଆରକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଅନିଲ କୁମାର ଦାସ, ଆରକେ କଲେଜରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଢ଼ୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅଗ୍ନିଶମ, ବ୍ୟାଙ୍କ,ପୋଷ୍ଟ ଅଫିସ, ଜନସ୍ବାସ୍ଥ୍ୟ,ରାସ୍ତା ଓ କୋଠାବାଡ଼ି ବିଭାଗ, ବଣିକସଂଘ, ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି। ମିଳିତ ସମାରୋହରେ ଲଡୁ କିଶୋର ଦାସ, ପିଙ୍କୁ ଅଧିକାରୀ, ଜଗନ୍ନାଥ ଦାସ,କାଳୀଚରଣ ପ୍ରଧାନ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଜଣେ ମୃତ

ଭଞ୍ଜନଗର,୧୭।୫(ଡି.ଏନ.ଏ)- ବିଲୁଆପଡାରେ ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟାରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଲୁଆପଡାର ହିମାଶୁଂ ଶେଖର ଗୌଡ। ଗାଲେରି ଫାଣ୍ଡି...

ବିନା ସୂଚନାଫଳକରେ ଚାଲିଛି ନିର୍ମାଣ

ଚମ୍ପୁଆ, ୨୦।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସିରେ ନିର୍ମାଣ ନିୟମ ବାଟବଣା ହୋଇଛି। ଆବଶ୍ୟକ ସୂଚନା ନ ଦେଇ କରାଯାଉଛି ଲକ୍ଷ ଲକ୍ଷ ଟଙ୍କାର ନିର୍ମାଣ...

୧୨ ଚାରା ଉପତ୍ାଦନ କେନ୍ଦ୍ର ପରିଦର୍ଶନ କଲେ ବନଖଣ୍ଡ ଅଧିକାରୀ

ବୁଗୁଡ଼ା,୨୭ା୪(ଡି.ଏନ.ଏ.)- ବର୍ତ୍ତମାନ କରୋନା ମହାମାରିରୁ ରକ୍ଷା ପାଇବା ପାଇଁ ଗଞ୍ଜାମ ଜିଲାରେ ଲକ୍‌ଡାଉନ ଓ ସଟଡାଉନ ନିୟମ ଲାଗୁ ହୋଇଥିବା ବେଳେ ଦକ୍ଷିଣ ଘୁମୁସର ବନଖଣ୍ଡ...

ବିଦ୍ୟୁତ୍‌ତାର ଲାଗି ୨ ଗୋରୁଙ୍କ ଜୀବନ ଗଲା, ଅଳ୍ପକେ ବର୍ତ୍ତିଲେ ଚାଷୀ, ଘଟଣାସ୍ଥଳରେ ଉତ୍ତେଜନା

ବାଲେଶ୍ୱର ଅଫିସ,୨୧ା୫: ବାଲେଶ୍ୱର ଜିଲା ନୀଳଗିରି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚରକୁ ଶେରଗଡ଼ ଆଡୁ ଆସିଥିବା ୩୩ କେଭି ବିଦ୍ୟୁତ୍‌ତାର ବୁଧବାର ବାତ୍ୟାରେ ଓହଳି ପଡ଼ିଥିଲା। ଗୁରୁବାର ବିଦ୍ୟୁତ୍‌...

ଭୟମୁକ୍ତ ନିର୍ବାଚନ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ

ଏମ୍‌ଭି-୭୯,୧୩ା୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ମାଲକାନଗିରି ଜିଲା ଏମ୍‌ଭି-୭୯ ଥାନା ପକ୍ଷରୁ ରବିବାର ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ମୁକୁନ୍ଦ...

୧୧ ଦିନରେ ପରୀ-୩ ଅଭିଯାନ:୫୧ ଶିଶୁ ଉଦ୍ଧାର

ଭଦ୍ରକ ଅଫିସ, ୯।୮ – ଓଡ଼ିଶା ପୋଲିସ ଓ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ନିଖୋଜ ଶିଶୁଙ୍କ ତଲାସି ଅଭିଯାନ ପରୀ-୩ ଶୁକ୍ରବାର...

ଗ୍ରାମରକ୍ଷୀଙ୍କୁ ମିଳିନି ୪ ମାସର ଦରମା

ଢେଙ୍କାନାଳ ଅଫିସ,୧୭।୭: ଢେଙ୍କାନାଳ ଜିଲାର ବିଭିନ୍ନ ଥାନା, ଫାଣ୍ଡିରେ କାର୍ଯ୍ୟରତ ଗ୍ରାମରକ୍ଷୀମାନଙ୍କୁ ୪ ମାସ ହେଲା ଦରମା ମିଳିନାହିଁ। ଆର୍ଥିକ ଅନଟନ ମଧ୍ୟରେ ସେମାନେ ଦୁର୍ଦ୍ଦିନରେ...

ପରିବେଶର ସୁରକ୍ଷା ପାଇ ପ୍ରାଚୀନ ପଦ୍ଧତିର ଅନୁସରଣ

ଛତ୍ରପୁର,୫ା୬(ଡି.ଏନ୍‌.ଏ.): ଛତ୍ରପୁର ନିକଟସ୍ଥ ତାମ୍ପରା ଆଦ୍ରଭୂମି ଠାରେ ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ...

Advertisement
Archives

Model This Week