ଗଲୱାନ ସଂଘର୍ଷ ସମୟରେ ବରଫ ନଦୀରେ ଭାସି ଯାଇଥିଲେ ୩୮ ଚାଇନା ସେନା!

ବେଜିଂ,୩ ।୨: ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ୨୦୨୦ରେ ଭାରତ ଓ ଚାଇନା ମଧ୍ୟରେ ସୀମାରେ ହୋଇଥିବା ସଂଘର୍ଷରେ ଚାଇନାକୁ ବହୁତ ବଡ କ୍ଷତି ସହିବାକୁ ପଡିଥିଲା । ଏବେ ଦୀର୍ଘ ପ୍ରାୟ ଦେଢ ବର୍ଷ ପରେ ଏକ ରିପୋର୍ଟରେ ଦାବି କରାଯାଇଛି କି ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚାଇନାର ବହୁ କ୍ଷତି ହୋଇଥିଲା ।
ଅଷ୍ଟ୍ରେଲିୟାର ଖବରକାଗଜ ଦ କ୍ଲୋକସନରେ ଏହା ପ୍ରକାଶ ପାଇଛି । ଏନ୍ଥନି କ୍ଲାନଙ୍କ ବିଶେଷ ରିପୋର୍ଟରେ କୁହାଯାଇଛି କି ଘାଟିରେ ଗଲୱାନ ନଦୀ ପାର ହେବା ସମୟରେ ଚାଇନା ସେନା ପାଣିରେ ଭାସିଯାଇ ବୁଡି ଯାଇଥିଲେ । ଏହାର ସଂଖ୍ୟା ଚାଇନା ଯେତିକି ଦର୍ଶାଇଥିଲା ତାହାଠାରୁ ମୃତ ସେନାଙ୍କ ସଂଖ୍ୟା ବହୁ ଅଧିକ ଥିଲା ।
ଋିପୋର୍ଟରେ କୁହାଯାଇଛି କି ତଥ୍ୟକୁ ପ୍ରଭାବିତ କରିବାକୁ ଗଲୱାନରେ ହୋଇଥିବା ୨ଟି ଭିନ୍ନ ଭିନ୍ନ ସଂଘର୍ଷର ତଥ୍ୟ ଓ ଫଟୋକୁ ଏକାଠି ଯୋଡି ଦିଆଯାଇଥିଲା । ତେବେ ଚାଇନା ଗଲୱାନ ସଂଘର୍ଷରେ ମୃତ୍ୟୁ ହୋଇଥିବା ସେନାଙ୍କ ସଠିକ ତଥ୍ୟ ଦେଇ ନ ଥିବା ବେଳେ ଏମାନଙ୍କୁ କିନ୍ତୁ ମରଣୋତ୍ତର ପଦକ ଦେବାକୁ ଘୋଷଣା କରିଥିଲା ବୋଲି ରିପୋର୍ଟରେ କୁହାଯାଇଛି । ଏହି ଯାଞ୍ଚ ପାଇଁ କ୍ଲୋକ୍ସନ ସ୍ୱତନ୍ତ୍ର ଭାବେ ଏକ ସୋସିଆଲ ମିଡିଆ ଗବେଷଣା ଟିମ୍ ଗଠନ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସୁରିନାମ୍‌ ରାଷ୍ଟ୍ରପତିଙ୍କୁ ୨୦ ବର୍ଷ ଜେଲ୍‌

ପାରାମାରିବୋ,୧ା୧୨(ଏଏଫ୍‌ପି): ସୁରିନାମ୍‌ର ଏକ ସାମରିକ ଅଦାଲତ ରାଷ୍ଟ୍ରପତି ଡେସି ବୌଟେର୍ସେଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଶୀ ଦଶକରେ ବୌଟେର୍ସେ ଦକ୍ଷିଣ ଆମେରିକୀୟ ଦେଶର...

ସ୍କୁଲ ବନ୍ଦ, କର୍ମଚାରୀଙ୍କୁ ଅଫିସ ଆସିବା ମନା

କଲମ୍ବୋ,୨୦।୫: ଶ୍ରୀଲଙ୍କାରେ ତୈଳ ସଙ୍କଟ ଉତ୍କଟ ରୂପ ଧାରଣ କରିଥିବା ବେଳେ ଶୁକ୍ରବାର ସମସ୍ତ ସ୍କୁଲ୍‌ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ସରକାରୀ...

ଇଣ୍ଡୋନେସିଆ ଭୂକମ୍ପ: ମାଟି ତଳୁ ୬ ବର୍ଷର ଶିଶୁ ଜୀବନ୍ତ ଉଦ୍ଧାର…

ଜାକର୍ତ୍ତା,୨୪।୧୧ : ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶର ସିଆନଜୁରରେ ସୋମବାର ୫.୬ ତୀବ୍ରତାଯୁକ୍ତ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ରେକର୍ଡ ଅନୁଯାୟୀ,...

କଲ୍ଲୀ ପୁରୀଙ୍କୁ ମିଳିଲା ମିଡିଆ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଭାବଶାଳୀ ମହିଳା ସମ୍ମାନ

ଇଂଲଣ୍ଡ,୨୮।୯: ଇଣ୍ଡିଆ ଟୁଡେ ଗ୍ରୁପ୍‌ର ଭାଇସ୍‌ ଚେୟାରମ୍ୟାନ କଲ୍ଲୀ ପୁରୀଙ୍କୁ ‘ଇଣ୍ଡିଆଜ୍‌ ମୋଷ୍ଟ ପାଓ୍ବାରଫୁଲ ଓ୍ବିମେନ ଇନ୍‌ ମିଡିଆ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଶୁକ୍ରବାର ବ୍ରିଟିଶ...

ସମସ୍ତ ସର୍ଭେରୁ ସଙ୍କେତ, ନଭେମ୍ବର ୮ରେ ବାଇଡେନଙ୍କ ପାର୍ଟିର ପରାଜୟ ଆଶଙ୍କା…

ଓ୍ବାଶିଂଟନ,୧୮।୧୦ : ଆମେରିକାର ହେବାକୁଥିବା ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନର ତିନି ସପ୍ତାହ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିର ବିଜୟ ଆଶା ଦୁର୍ବଳ ହେବାରେ...

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଥିବା ବେଳେ ଜେଲନସ୍କିଙ୍କୁ ଭେଟିବାକୁ ଗଲେ ବାଇଡେନ

କ୍ୱିଭ,୨୦ ।୨: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଠିକ୍ ଏକ ବର୍ଷ ପୂରଣ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ୱିଭ...

ବାହାରିନ୍‌ରେ ଫାଇଜର-ବାୟୋଏନ୍‌ଟେକ୍‌ ଟିକାକୁ ମଞ୍ଜୁରୀ

ମାନାମା,୫।୧୨: ବ୍ରିଟେନ ପରେ ଏବେ ପୃଥିବୀର ଦ୍ୱିତୀୟ ରାଷ୍ଟ୍ର ଭାବେ ବାହାରିନ୍‌ରେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ମଞ୍ଜୁରୀ ଦିଆଯାଇଛି।...

ଗତ ମାସରେ ଟ୍ୟୁନିସିଆରୁ ଆସିଥିଲେ ଆତଙ୍କବାଦୀ

ପ୍ୟାରିସ୍‌,୩୧ା୧୦(ଆଇଏଏନ୍‌ଏସ୍‌): ଫ୍ରାନ୍ସର ନିସ୍‌ସ୍ଥିତ ନୋର୍ଟେ ଡେମ୍‌ ଚର୍ଚ୍ଚରେ ଛୁରାମାଡ଼ କରି ୩ ଜଣଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଜଣେ ଟ୍ୟୁନିସିଆ ନାଗରିକ। ୨୧ ବର୍ଷୀୟ ଇବ୍ରାହିମ୍‌...

Advertisement
Archives

Model This Week