ପ୍ରଥମ ଦେଖାରେ ମନ ଜିଣିବାକୁ ଚାହାନ୍ତି…ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

କଥାରେ ଅଛି ‘ଫାଷ୍ଟ ଇମ୍ପ୍ରେସନ ଇଜ୍‌ ଦ ଲାଷ୍ଟ ଇମ୍ପ୍ରେସନ୍‌’। ଅର୍ଥାତ ପ୍ରଥମ ଦେଖାରେ ହିଁ ଲୋକଙ୍କ ମନରେ ସକରାତ୍ମକ ଭାବନା ସୃଷ୍ଟି କରିବା ଉଚିତ। କାରଣ ଏହା ଶେଷ ପର୍ଯ୍ୟନ୍ତ ରହିଥାଏ। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହି କଥାରେ ବିଶ୍ୱାସ କରୁଥିଲେ।
ଚାଣକ୍ୟ ନୀତିରେ ସେ କହିଛନ୍ତି, ଯଦି କାହାକୁ ପ୍ରଥମ ଥର ପାଇଁ ଭେଟିବାକୁ ଯାଉଛନ୍ତି, ତେବେ ପ୍ରସ୍ତୁତ ହୋଇ ଯାଆନ୍ତୁ। କାରଣ ପ୍ରଥମ ଦେଖା ଏପରି ହେବା ଦରକାର ଯାହାକୁ ଅନ୍ୟ ଲୋକ ସାରା ଜୀବନ ମନେ ରଖିବ।

ନିଜର ଜ୍ଞାନର ସଠିକ୍‌ ପ୍ରୟୋଗ କରନ୍ତୁ: ଅନ୍ୟକୁ ପ୍ରଭାବିତ କରିପାରିଲେ ହିଁ ଜଣେ ଜଣଙ୍କୁ ମନେ ରଖିପାରେ। କେବଳ ଜ୍ଞାନ ପ୍ରାପ୍ତ କରିଦେଲେ, ଜଣେ ଜ୍ଞାନୀ ହୋଇଯାଏ ନାହିଁ। ଏଥିପାଇଁ ତାଙ୍କୁ ନିଜ ଜ୍ଞାନର ସଠିକ୍‌ ବ୍ୟବହାର ଶିଖିବାକୁ ପଡ଼ିଥାଏ। ଲୋକଦେଖାଣିଆ ତଥା ଅନ୍ୟକୁ ନିଜଠାରୁ କମ୍‌ ପ୍ରତ୍ୟୟ କରିବା ଲାଗି ଯଦି ଜ୍ଞାନର ବ୍ୟବହାର କରାଯାଏ ତେବେ ସେହି ବ୍ୟକ୍ତିଙ୍କୁ ଜ୍ଞାନିଗଣରେ ଗଣାଯାଇପାରିବ ନାହିଁ। ଏଣୁ ନିଜର ଜ୍ଞାନର ସଠିକ୍‌ ବ୍ୟବହାର ଶିଖନ୍ତୁ।

ଅନ୍ୟକୁ ସମ୍ମାନ ଦେବା ଶିଖନ୍ତୁ: ସମ୍ମାନ ଦେଲେ ସମ୍ମାନ ମିଳେ। ଏଣୁ କାହାଠାରୁ ସମ୍ମାନ ପାଇବାକୁ ଆଶା କରିବା ପୂର୍ବରୁ ନିଜେ ଅନ୍ୟମାନଙ୍କୁ ସମ୍ମାନ ଦେଇ ଶିଖିବା ଆବଶ୍ୟକ। ଏଣୁ କାହାକୁ ଦେଖା କରିବାକୁ ଯିବା ସମୟରେ ସମ୍ମାନ ଜଣାନ୍ତୁ। ତାଙ୍କର ଆଦର କରନ୍ତୁ। ଯିଏ ଏପରି କରେ ନାହିଁ, ତାହାର ପ୍ରଭାବ ଅନ୍ୟମାନଙ୍କ ଆଗରେ ଖରାପ ହୁଏ।

ସଭ୍ୟ ଆଚରଣ: ପ୍ରଖର ଏବଂ ପ୍ରତିଭାଶାଳୀ ଲୋକଙ୍କୁ ଅନେକ ଦିନ ପାଇଁ ଲୋକେ ମନେ ରଖନ୍ତି। ସଭ୍ୟ ମଣିଷ ଅନ୍ୟକୁ ଆକର୍ଷିତ କରିପାରିଥାଏ। ଶିକ୍ଷିତ ଲୋକମାନେ ଅଧିକ ସଭ୍ୟ ହୋଇଥାନ୍ତି, ଏଣୁ ଲୋକମାନେ ତାଙ୍କୁ ବେଶି ପସନ୍ଦ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?