Posted inଜାତୀୟ

ୟୁପି ବୋର୍ଡ ପରୀକ୍ଷା ଫଳ ପ୍ରକାଶ: ୨୦ ଟପ୍ପରଙ୍କ ଘର ପର୍ଯ୍ୟନ୍ତ ନିର୍ମାଣ ହେବ ପକ୍କା ରାସ୍ତା, କହିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ, ୨୭।୬: କରୋନା ମହାମାରୀ ସଂକ୍ରମଣ ସମୟରେ ୟୁପି ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ସ୍ଥାନୀୟ ଲୋକ କଲ୍ୟାଣ ଭବନରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତିି। ଦ୍ୱାଦଶ ଶ୍ରେଣୀରେ ପାସ୍‌ ହାର ୬୮.୬୬ ଥିବାବେଳେ ଦଶମ ଶ୍ରେଣୀର ପାସ୍‌ ହାର ୮୩.୩୧ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବାଗପତ୍‌ର ଅନୁରାଗ ମଲିକ୍‌ ୯୭ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେହିପରି ଦଶମ ବୋର୍ଡରେ ୯୬.୬୭ ପ୍ରତିଶତ ନମ୍ବର ରଖି ରିୟା ଜୈନ୍‌ ଟପ୍ପର ହୋଇଛନ୍ତି। ଚଳିତ ବର୍ଷ ମୋଟ ୫୬ ଲକ୍ଷ ୧୧ ହଜାର ୯୨ ଜଣ ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୩୦ ଲକ୍ଷ ୨୪ ହଜାର ୬୩୨ ଜଣ ଦଶମ ପରୀକ୍ଷା ଦେଇଥିବାବେଳେ ୨୫ ଲକ୍ଷ ୮୬ ହଜାର ୪୪୦ ଜଣ ଦ୍ୱାଦଶ ପରୀକ୍ଷା ଦେଇଥିଲେ। ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ୨୦ ଜଣ ଟପ୍ପରଙ୍କ ଘର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌ରେ ଘରକୁ ଆସିଥିବା ଯବାନ ଅପହରଣ

ଜମ୍ମୁ,୩।୮: ଇଦ୍‌ରେ ଘରକୁ ଆସିଥିବା ଜବାନଙ୍କୁ ଆତଙ୍କବାଦୀମାନେ ରବିବାର ସନ୍ଧ୍ୟାରେ ଅପହରଣ କରିନେଇଛନ୍ତି। ଏଥିସହ ଯବାନଙ୍କ ଗାଡ଼ିକୁ ମଧ୍ୟ ଆତଙ୍କବାଦୀମାନେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।...

ଲକ୍‌ଡାଉନ୍‌ ପରେ ବି ଚାଲି ଚାଲି ଘରକୁ ଫେରିବାକୁ ଚାହୁଁଛନ୍ତି ଲୋକେ

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣକୁ ରୋକିବାକୁ ସାରା ବିଶ୍ୱ ଏକ ପ୍ରକାର ଲକ୍‌ ଡାଉନ୍‌ ହୋଇଯାଇଛି। ଭାରତ ଏବେ ଏହି ଲକ୍‌ଡାଉନ୍‌ ମାଧ୍ୟମରେ କରୋନା ସହ ଲଢି...

ମୁମ୍ବାଇ ଗଲେ ରହିବାକୁ ପଡିବ ୧୪ ଦିନ ଆଇସୋଲେଶନରେ

ମୁମ୍ବାଇ,୭।୮: କରୋନା ଭାଇରସର ସଂକ୍ରଣକୁ ଦେଖି ବ୍ରିହାନମୁମ୍ବାଇ ମହାନଗର ନିଗମ ବଡ ନିଷ୍ପତ୍ତି ନେଇଛି। ଏଥର ଯେଉଁମାନେ ବାହାରୁ ମୁମ୍ବାଇ ଯାତ୍ରା କରିବେ ସେମାନଙ୍କ ପାଇଁ...

ଗେହଲଟଙ୍କ ମୁଣ୍ଡରେ ସବୁ ଦୋଷ

ନୂଆଦିଲ୍ଲୀ/ଜୟପୁର,୨୯ା୫: ୫ ମାସ ତଳେ ଯେଉଁ ୩ ହିନ୍ଦୀଭାଷୀ ରାଜ୍ୟରେ ଭାଜପାଠାରୁ କଂଗ୍ରେସ କ୍ଷମତା ଛଡ଼ାଇନେଇଥିଲା ତନ୍ମଧ୍ୟୁ ରାଜସ୍ଥାନ ଅନ୍ୟତମ। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ...

ଶ୍ରୀନଗରରେ ମୁତୟନ ୨ ମହିଳା ଅଫିସର ଏବେ ଚର୍ଚ୍ଚାରେ

ଶ୍ରୀନଗର,୧୩।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ଘାଟିର ବହୁ ଅଞ୍ଚଳରେ ଏବେ ବି ୧୪୪ ଧାରା ଜାରି ରହିଛି। ହେଲେ ଏହା ଭିତରେ ଦୁଇ...

ସିଏଏକୁ ନେଇ ପ୍ରତିକ୍ରିୟା ରଖିଲେ ଉର୍ମିଳା

ମୁମ୍ବାଇ,୩୧।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ବଲିଉଡ୍‌ ରଙ୍ଗିଲା ଗର୍ଲ ଉର୍ମିଲା...

ଝାଡ଼ଖଣ୍ଡ: ୨୦ ଆସନ ଲାଗି ୨୬୦ ପ୍ରାର୍ଥୀ:ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ରାଞ୍ଚି,୬।୧୨(ଆଇଏଏନ୍‌ଏସ୍‌):ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶନିବାର ହେବାକୁ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷଦିନରେ ଭାଜପା, କଂଗ୍ରେସ, ଜେଏମ୍‌ଏମ୍‌ ଓ...

ଗଲଓ୍ବାଂ ଘାଟି: ୧୯୬୨ରେ ମଧ୍ୟ ଚାଇନା ଭାରତକୁ ଦେଖାଇଥିଲା ନାଲି ଆଖି

ଲଦାଖ, ୧୬।୬: ଭାରତ ଚାଇନା ସୈନ୍ୟ ସୋମବାର ରାତିରେ ଲଦାଖର ଗଲଓ୍ବାଂ ଘାଟିରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ପରସ୍ପର ଉପରକୁ ଗୁଳି ଚାଳନା କରିଛନ୍ତି।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *