ପୁଣି ବିବାହ କଲେ କାଚା ବାଦାମ ଫେମ ଭୁବନ, ଭିଡିଓ ଭାଇରାଲ

କାଚା ବାଦାମ ଫେମ ଭୁବନ ବାଦ୍ୟକରଙ୍କ ନୂଆ ଗୀତ ‘ହୋବ ନାକି ବୁ’ ଟାଇମ୍ସ ମ୍ୟୁଜିକ୍‌ ବଙ୍ଗଳାରେ ରିଲିଜ ହୋଇଛି। ଏହାକୁ ଭୁବନ ବାଦ୍ୟକର ଏବଂ କେଶବ ଦେ ଗାଇଛନ୍ତି। ମ୍ୟୁଜିକ ଭିଡିଓରେ ଅଭିନେତ୍ରୀ ପାୟଲ ମୁଖାର୍ଜୀଙ୍କୁ ଦେଖିବାକୁ ମିଳିଛି। ସେ ଭୁବନ ଓ କେଶବଙ୍କ ସହ ଗୀତର ତାଳେତାଳେ ନାଚୁଛନ୍ତି। ଏଥିରେ ଭୁବନ ପୁଣି ବିବାହ କରିଛନ୍ତି। ତାଙ୍କ ସ୍ତ୍ରୀ ଅଡୁରୀ ମଧ୍ୟ ଏହି ଭିଡିଓର ନଜର ଆସିଛନ୍ତି।
ଏ ନେଇ ଭୁବନ କହିଛନ୍ତି, ‘ମୋର ନୂଆ ମ୍ୟୁଜିକ ଭିଡିଓକୁ ନେଇ ମୁଁ ବହୁତ ଉତ୍ସାହିତ । ମୋତେ ଗୀତ ଗାଇବା ଏବଂ ମ୍ୟୁଜିକ ଭିଡିଓ ଶୁଟିଂ କରିବାର ଅନୁଭବ ବହୁତ ଭଲ ଲାଗିଲା। ମୁଁ ଆଶା କରୁଛି ଦର୍ଶକ ଏହାକୁ ପସନ୍ଦ କରିବେ।’
କେଶବ ଦେ କହିଛନ୍ତି, ‘ଗୀତଟି ବହୁତ ଭଲ ହୋଇଛି, ଏବଂ ମୋତେ ଭୁବନ ବାଦକଙ୍କୁ ଗୀତର କିଛି ଅଂଶକୁ ର଼୍ୟାପ କରୁଥିବାର ଦେଖି ବହୁତ ଭଲ ଲାଗିଲା। ଶୁଟିଂ ଅଭିଜ୍ଞତା ବହୁତ ଭଲ ଥିଲା। ଭିଡିଓରେ ଭୁବନ ପୁଣି ବିବାହ କରୁଛନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ‘ଜଓ୍ବାନ’ପାଇଁ ଏତିକି କୋଟି ଟଙ୍କା ଚାର୍ଜ କଲେ ବିଜୟ ସେଥୁପଥି

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ବିଜୟ ସେଥୁପଥି ଦମଦାର ଆକ୍ସନ ପାଇଁ ବେଶ୍‌ ପରିଚିତ। ନିକଟରେ ଫିଲ୍ମ ବିକ୍ରମରେ ଦେଖିବାକୁ ମିଳିଥିବା ଏହି ଅଭିନେତାଙ୍କୁ ନିର୍ମାତା ଏଟିଲିଙ୍କ...

ସଲମାନଙ୍କ ସହ ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କରି ଏମିତି ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ସପ୍ତାହ ଧରି ବଲିଉଡ୍‌ ଅଭିନେତ୍ରୀ ଅମିଷା ପଟେଲଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ନଜର ରଖିଛନ୍ତି ପ୍ରଶଂସକ। ସେ ଗୋଟିଏ ପରେ ଗୋଟିଏ...

ମୋତେ ଡୁପ୍ଲିକେଟ୍‌ ଅରୁଣ ମନ୍ତ୍ରୀ ବୋଲି ଭାବିଥିଲେ

ଜଗତ୍‌ସିଂହପୁର ତିର୍ତ୍ତୋଲର ମଣିଜଙ୍ଗାରେ ଅରୁଣ ମନ୍ତ୍ରୀଙ୍କ ଜନ୍ମ। କଲେଜ ଜୀବନରୁ କବିତା ଲେଖା ଆରମ୍ଭ କରି ୨୦୦୦ମସିହାରେ ‘କାଶିଆ କପିଳା’ ଚଳଚ୍ଚିତ୍ରରେ ପ୍ରଥମ ଗୀତ ଲେଖି...

ଭାଇ ବୋହୂଙ୍କ ସହ ରୋମାଣ୍ଟିକ୍‌ ସିନ୍‌ କରି ଚର୍ଚ୍ଚାରେ ଥିଲେ ଏହି ଅଭିନେତା

ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ ସିନ ଦେଖିବାକୁ...

ଏହି କାରଣରୁ ଏବେ ଓଟିଟିରେ ରିଲିଜ୍‌ ହେବନି ଫିଲ୍ମ ‘ଉଁଚାଇ’

ମୁମ୍ବାଇ: ଭେଟେରାନ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଉଁଚାଇ’ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ବକ୍ସ ଅଫିସରେ ଆଶାଠାରୁ ଅଧିକ ପ୍ରଦର୍ଶନ କରିଛି। ତେବେ ପ୍ରଶଂସକମାନେ...

ଅଚଳ ଚଳଚ୍ଚିତ୍ର ଜଗତ

ଓଡ଼ିଆ ଚଳଚ୍ଚିତ୍ର ଅବସ୍ଥା ଏବେ ସଙ୍ଗିନ ଆଡ଼କୁ ଗତିକରୁଛି। କେବଳ ଟିଭି ଚ୍ୟାନେଲଗୁଡ଼ିକ ନିଜ ନିଜର ଚଳଚ୍ଚିତ୍ର ମାଧ୍ୟମରେ ହୋହଲ୍ଲା ଜାରି ରଖିଛନ୍ତି। ଏପରି ଅଚଳ...

ଫେରିବେ ରିଷି

ନ୍ୟୁୟର୍କ: ବଲିଉଡ୍‌ ଅଭିନେତା ରିଷି କପୁର ଗତ ପ୍ରାୟ ୧୦ ମାସ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ସେଠାରେ ଥିବା ସମୟରେ ବଲିଉଡ୍‌ ସହ ଜଡିତ...

ମହିଳା ଦିବସରେ ରିଲଜ୍ ହେଲା ପରିଣିତଙ୍କ ଅଭିନୀତ ଫିଲ୍ମ ‘ସାଇନା’ର ଟ୍ରେଲର

ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରାଙ୍କର ମୋଷ୍ଟ ଆୱେଟେଡ ଫିଲ୍ମ ‘ସାଇନା’ର ଟ୍ରେଲର ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ରିଲିଜ୍ ହୋଇଛି । ଏହା ରିଲିଜ୍ ହେବା...

Advertisement
Archives

Model This Week