Posted inଜାତୀୟ

କଂଗ୍ରେସରୁ ଜାଖରଙ୍କୁ ନିଲମ୍ବନ ଲାଗି ସୁପାରିସ

ନୂଆଦିଲ୍ଲୀ,୨୭।୪: ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସୁନୀଲ ଜାଖରଙ୍କୁ ୨ ବର୍ଷ ପାଇଁ ଦଳରୁ ନିଲମ୍ବନ କରିବାକୁ ଏ.କେ. ଆଣ୍ଟୋନିଙ୍କ ଅଧ୍ୟକ୍ଷତାରେ ଗଠିତ ଶୃଙ୍ଖଳାଗତ କମିଟି ମଙ୍ଗଳବାର ସୁପାରିସ କରିଛି। ଏହା ବ୍ୟତୀତ କେରଳର ବରିଷ୍ଠ ନେତା କେ.ଭି. ଥୋମାସଙ୍କୁ ସମସ୍ତ ପଦବୀରୁ ବାଦ୍‌ ଦେବା ଲାଗି ସୁପାରିସ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହା ଉପରେ ନିଷ୍ପତ୍ତି ନେବେ। ଜାଖର କେତେକ ଦଳବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ଏଆଇସିସିର ପଞ୍ଜାବ ଦାୟିତ୍ୱରେ ଥିବା ହରିଶ ଚୌଧରୀ ସୋନିଆଙ୍କୁ ଜଣାଇବା ପରେ ସେ ଉକ୍ତ ପତ୍ର ଉପରେ ବିଚାର ଲାଗି ଶୃଙ୍ଖଳାଗତ କମିଟିକୁ ପଠାଇଥିଲେ। ସେହିପରି ମେଘାଳୟରେ ଦଳୀୟ ନିର୍ଦ୍ଦେଶର ଅବମାନନା କରି ଶାସକ ମେଘାଳୟ ଗଣତନ୍ତ୍ରିକ ମେଣ୍ଟକୁ ସମର୍ଥନ ଜଣାଇଥିବା ୫ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରିବା ଲାଗି ମଧ୍ୟ କମିଟି ସୁପାରିସ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପୂର୍ବରୁ ଟଳିଲା ଜିସାଟ୍‌-୧ର ଉତ୍‌କ୍ଷେପଣ

ବେଙ୍ଗାଲୁରୁ,୪।୩: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ବୁଧବାର ଜିସାଟ୍‌-୧ ଉତ୍‌କ୍ଷେପଣ ଉପରେ ରୋକୋ ଲଗାଇଛି। ଯାନ୍ତ୍ରିକ ତୃଟି ଯୋଗୁ ଏହି ଉତ୍‌କ୍ଷେପଣ କରାଯିବ ନାହିଁ...

୫ ରାଷ୍ଟ୍ରକୁ ଚିଦାମ୍ବରମଙ୍କ କମ୍ପାନୀର ବିବରଣୀ ମାଗିଲା ସିବିଆଇ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମାଲିକାନାରେ ଥିବା ବିଭିନ୍ନ ସେଲ୍‌ କମ୍ପାନୀ...

ବଢ଼ିଲା ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରକୁ ପଥର ମାଡ଼

ଶିଲଂ,୨୪।୭: ମେଘାଳୟର ସହର ତୁରାକୁ ଶୀତକାଳୀନ ରାଜଧାନୀ ଘୋଷଣା ଦାବି ତେଜୁଛି। ଏହାକୁ ଦେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହେଉଛି। ବିକ୍ଷୋଭକାରୀ ମେଘାଳୟର ମୁଖ୍ୟମନ୍ତ୍ରୀ କର୍ନଡ...

ସଂସଦକୁ ଅଚଳ କଲେ ସରକାର: ଖାର୍ଗେ

ନୂଆଦିଲ୍ଲୀ,୬।୪: ସଂସଦର ଶେଷ ଦିନରେ ଆଦାନୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ବିଜୟ ଚୌକରୁ ଏକ ତ୍ରିରଙ୍ଗା...

ଆଖି ସମସ୍ୟା ଥିଲେ ଆପଣନ୍ତୁ ଏହିସବୁ ଉପାୟ

ଆଖି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଏହାଦ୍ୱାରା ଆମେ ସୁନ୍ଦର ପୃଥିବୀକୁ ଦେଖିବା ସଙ୍ଗେ ସଙ୍ଗେ ନିଜର ଜୀବନକୁ ଅତିବାହିତ କରିଥାଉ। ଏଥିପାଇଁ ଆଖିର...

ଟିକା ଦେଇଥିବା ନର୍ସଙ୍କୁ ଏମିତି ପଚାରିଥିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧।୩: ଦେଶରେ କରୋନା ଭ୍ୟାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଟିକା ନେବା ପାଇଁ ଦିଲ୍ଲୀ...

ଆଇନ ବୃତ୍ତି ସାମନ୍ତବାଦୀ, ଏହା ମହିଳାମାନଙ୍କୁ ସ୍ବାଗତ କରେ ନାହିଁ: ସିଜେଆଇ…

ନୂଆଦିଲ୍ଲୀ,୧୨।୧: : ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆଇନ ବୃତ୍ତିରେ ମହିଳାଙ୍କ ଅବଦାନ ବିଷୟରେ ଅନେକ କଥା କହିଛନ୍ତି। ଆଇନ ବୃତ୍ତି ସାମନ୍ତବାଦୀରେ ପରିଣତ...

Advertisement
Archives

Model This Week