ରଶଦ୍‌ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ରାଷ୍ଟ୍ରଦୂତ ମନୋନୀତ

ଓ୍ବାଶିଂଟନ୍‌, ୧ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ ବଂଶୋଦ୍ଭବ ରଶଦ୍‌ ହୁସେନଙ୍କୁ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ପାଇଁ ଆମ୍ବାସଡର-ଆଟ୍‌-ଲାର୍ଜ ମନୋନୀତ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାରେ ରଶଦ ପ୍ରଥମ ମୁସଲମାନ ବୋଲି ହ୍ବାଇଟ୍‌ ହାଉସ ପକ୍ଷରୁ କୁହାଯାଇଛି। ୪୧ ବର୍ଷୀୟ ରଶଦ୍‌ ଏବେ ଜାତୀୟ ସୁରକ୍ଷା ପରିଷଦରେ ପାର୍ଟନରଶିପ୍‌ ଏବଂ ଗ୍ଲୋବାଲ ଏନ୍‌ଗେଜମେଣ୍ଟର ନିର୍ଦ୍ଦେଶକ ଅଛନ୍ତି। ସମସ୍ତ ଧର୍ମର ଲୋକଙ୍କୁ ପ୍ରତିଫଳିତ କରିବା ଭଳି ଏକ ପ୍ରଶାସନ ଗଠନ ଦିଗରେ ଏହା ଆଉ ଏକ ବଡ଼ ପଦକ୍ଷେପ ବୋଲି ଶୁକ୍ରବାର ହ୍ବାଇଟ୍‌ ହାଉସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ପୂର୍ବରୁ ସେ ନ୍ୟାୟ ବିଭାଗର ଜାତୀୟ ସୁରକ୍ଷା ଡିଭିଜନରେ ବରିଷ୍ଠ ପରାମର୍ଶଦାତା ରହିଥିଲେ। ଓବାମାଙ୍କ କାର୍ଯ୍ୟକାଳ ସମୟରେ ସେ ଅର୍ଗାନାଇଜେଶନ୍‌ ଅଫ୍‌ ଇସଲାମିକ୍‌ କୋଅପରେଶନ (ଓଆଇସି) ପାଇଁ ଆମେରିକାର ସ୍ବତନ୍ତ୍ର ରାଷ୍ଟ୍ରଦୂତ ନିଯୁକ୍ତ ହୋଇଥିଲେ। ବିହାର ସହ ତାଙ୍କର ସମ୍ପର୍କ ରହିଛି। ମାଇନିଂ ଇଞ୍ଜିନିୟର ଥିବା ତାଙ୍କ ପିତା ୧୯୬୦ରେ ୟୋମିଙ୍ଗକୁ ଯାଇଥିଲେ। କିଛି ବର୍ଷ ପରେ ସେ ଭାରତକୁ ଆସି ରଶଦ୍‌ଙ୍କ ମା’ଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲଗିଟ୍‌-ବଲ୍ଟିସ୍ତାନରେ ବିଦ୍ୟୁତ-ଗହମ ଅଭାବ: ଲୋକଙ୍କ ପ୍ରଦର୍ଶନ ଜାରି…

ଇସଲାମାବାଦ,୭।୧୨ : ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ୍‌-ବଲ୍ଟିସ୍ତାନର ସ୍କାର୍ଦୁ ସହରର ଲୋକମାନେ ବିଦ୍ୟୁତ ଓ ଗହମ ଅଭାବକୁ ନେଇ ଅଧିକାରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଫିନଲ୍ୟାଣ୍ଡକୁ ଚେତାବନୀ ଦେଲା ରୁଷିଆ

ହେଲସିଙ୍କି,୧୫।୫:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଫିନଲ୍ୟାଣ୍ଡ ସରକାର ରବିବାର ଏକ ବଡ ଘୋଷଣା କରିଛନ୍ତି। ଫିନଲ୍ୟାଣ୍ଡ ନାଟୋର...

ବନ୍ଦ ହେବ ୫୦ ବର୍ଷ ହେଲା ଜଳୁଥିବା ନର୍କର ଦ୍ୱାର

ଅସ୍‌ଗାବତ୍‌,୧୦।୧: ସ୍ବର୍ଗ, ମର୍ତ୍ତ୍ୟ ଏବଂ ନର୍କ ବଷୟରେ ତ ଶୁଣିଥିବେ। ହେଲେ ମର୍ତ୍ତ୍ୟରେ ନର୍କର ଜାଗା ଅଛି ବୋଲି ଶୁଣିଛନ୍ତି କି? ତୁର୍କମେନିସ୍ଥାନରେ ଏକ ବଡ...

ବିଟ୍‌କଏନ୍‌କୁ ଅଫିସିଆଲ କରେନ୍ସି ମାନ୍ୟତା

ସାନ୍‌ ସାଲ୍‌ଭେଡର ୮ା୯: କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌କୁ ଲିଗାଲ ଟେଣ୍ଡର ବା ଅଫିସିଆଲ କରେନ୍ସି ମାନ୍ୟତା ଦେବାରେ ଏଲ୍‌ ସାଲଭେଡର ମଙ୍ଗଳବାର ବିଶ୍ୱର ପ୍ରଥମ ଦେଶ ହୋଇଛି।...

କରୋନା ସଂକ୍ରମଣରେ ଏଠି ହୋଇନାହିଁ ଜଣଙ୍କର ବି ମୃତ୍ୟୁ

ଇନୋଇ,୩୦।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଆମେରିକା ଭଳି ବିକାଶଶୀଳ ଦେଶରେ ବି ପ୍ରତିଦିନ ହଜାର ହଜାର ଲୋକ କରୋନାରେ...

୮୧ ବର୍ଷ ପରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ଲଣ୍ଡନ,୧।୩: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବୋମାକୁ ୮୧ ବର୍ଷ ପରେ ଫୁଟାଯାଇଛି। ବ୍ରିଟେନ୍‌ର ଏକ୍ସେଟର ସହରରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ରବିବାର ପହଞ୍ଚି ରିମୋର୍ଟ...

ବଢିଲା ନେତନ୍ୟାହୁଙ୍କ ସମସ୍ୟା, ଭାଙ୍ଗିଲା ଇସ୍ରାଏଲ ସାଂସଦ

ଜେରୁଜେଲମ,୩ ।୧୨: ଇସ୍ରାଏଲରେ ଭ୍ରଷ୍ଟାଚାର ଅଭିଯୋଗର ସାମ୍ନା କରୁଥିବା ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁଙ୍କ ସମସ୍ୟା ଆହୁରି ବଢିଯାଇଛି । ବୁଧବାର ଇସ୍ରାଏଲ ସାଂସସ ସଂସଦ ଭାଙ୍ଗିବା...

କମିବ ଲୋକଙ୍କ ବୟସ

ସିଓଲ,୯।୧୨: ଦକ୍ଷିଣ କୋରିଆ ସରକାର ପାରମ୍ପରିକ ବୟସ ଗଣନା ପଦ୍ଧତିକୁ ରଦ୍ଦ କରିବା ପାଇଁ ଗୁରୁବାର ଏକ ଆଇନ ପ୍ରଣୟନ କରିଛନ୍ତି। ଫଳରେ ସରକାର ବୟସ...

Advertisement
Archives

Model This Week