ରେନ୍‌ବୋ ଇୟରରିଂ

ଡ୍ରେସ ସାଙ୍ଗକୁ ମ୍ୟାଚିଂ ଇୟରରିଂ ପିନ୍ଧିଲେ ଅଧିକ ସୁନ୍ଦର ଦେଖାଯାଏ। ଏବେ ଲାଟେଷ୍ଟ ଡିଜାଇନ୍‌ରେ ରେନ୍‌ବୋ ଇୟରରିଂ ପିନ୍ଧି ଫ୍ୟାଶନ୍‌ ଟ୍ରେଣ୍ଡରେ ସାମିଲ ହେଉଛନ୍ତି ମହିଳା…

ହ୍ୟାଙ୍ଗିଗ୍‌ ଇୟରରିଂ: ଟ୍ରାଡିଶନାଲ ସାଲୱାର ସୁଟ୍‌ କିମ୍ବା ଲେହେଙ୍ଗା ସହିତ ରେନବୋର ହେଭି ଇୟରରିଂ ବହୁତ ସୁନ୍ଦର ମାନିବ। ଏହି ଇୟରିଂର ବିଭିନ୍ନ କଲରକୁ ମ୍ୟାଚିଂ କରି ଡ୍ରେସ ସହିତ ପିନ୍ଧିଲେ ବେଶ୍‌ ଷ୍ଟାଇଲିସ୍‌ ଲାଗିବ।
ଥ୍ରେଡ୍‌ ଟେସଲ ଇୟରରିଂ: ଲେହେଙ୍ଗା କିମ୍ବା ସ୍କର୍ଟ ସହିତ ଏହି ପ୍ରକାରର ଇୟରରିଂ ପିନ୍ଧିଲେ ବହୁତ ସୁନ୍ଦର ଲାଗେ। ଏଭଳି ଇୟରରିଂକୁ ଘରେ ମଧ୍ୟ ତିଆରି କରିହେବ। ତେଣୁ ଡ୍ରେସର ରଙ୍ଗ ଅନୁସାରେ ବିଭିନ୍ନ ରଙ୍ଗର ଏହାକୁ କରିହେବ।
ରେଲ୍‌ବୋ ଡ୍ରାପ୍‌ ଇୟରରିଂ: ଏହି ଇୟରରିଂ ଦେଖିବାକୁ ଚେନ୍‌ ଭଳି ଡିଜାଇନର। ତେଣୁ ଏହା ଏକ ଭିନ୍ନ ଲୁକ୍‌ ଦେଇଥାଏ। ପାର୍ଟିୱେର ଡ୍ରେସ ସହିତ ଏହା ଭଲ ମ୍ୟାଚିଂ ହୋଇଥାଏ। ଏହି ଡିଜାଇନର ଛୋଟ ଭେରାଇଟି ମଧ୍ୟ ଚାହିଁଲେ ଟ୍ରାଏ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ଜୁସ ପିଇବାର ଉପଯୁକ୍ତ ସମୟ

ବିଭିନ୍ନ ପ୍ରକାର ଫଳର ଜୁସ ପିଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାକୃତିକ ଭାବେ ଏହି ଜୁସ ସାହାଯ୍ୟ...

ବୈବାହିକ ଜୀବନ ସୁଖମୟ ପାଇଁ: ଶୋଇବା ସମୟରେ କରନ୍ତୁ ଏହି ସବୁ କାମ

ବର୍ତ୍ତମାନର ବ୍ୟସ୍ଥବହୁଳ ଜୀବନଶୈଳୀ ଲାଗି ଅନେକଙ୍କ ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି ହୋଇଥାଏ। ଯାହାକୁ ନେଇ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବାର ଆଶଙ୍କା ମଧ୍ୟ ରହିଥାଏ। ଜଣେ...

ଖୁସି ରହିବାକୁ ଚାହୁଁଥିଲେ ଖାଆନ୍ତୁ ଫଳ

ଫଳ ଓ ପନିପରିବାକୁ ନିତିଦିନିଆ ଖାଦ୍ୟରେ ସାମିଲ କଲେ ଏହା ଶରୀରକୁ ସୁସ୍ଥ ରଖିଥାଏ ବୋଲି କୁହାଯାଏ। ହେଲେ ଏହା ମନକୁ ମଧ୍ୟ ପ୍ରଫୁଲ୍ଲ ରଖିଥାଏ...

ପନିର ନୁରାନି

ପର୍ଯ୍ୟଟନ ସହର ପୁରୀରେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ । ବଳିଆପଣ୍ଡାସ୍ଥିତ ହୋଟେଲ ଲକି...

ଘରେ ସୁଖ-ସମୃଦ୍ଧି ଆଣିଥାଏ ଏସବୁ ଗଛ; ଲଗାଇଲେ ଆପଣାଛାଏଁ ଦୂର ହୁଏ ସମସ୍ୟା

ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ ବୋଲି ସମସ୍ତେ ଚାହାନ୍ତି। ଏଥିପାଇଁ ଦିନରାତ୍ରୀ ପରିଶ୍ରମ କରିବାକୁ...

ଥକ୍କାପଣ ଦୂର କରିବ ‘ଛେଳି ଯୋଗ’

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ; ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଆମେରିକାର ସାନ୍‌ଫ୍ରାନ୍‌ସିସ୍କୋ ଏବଂ ସିଲିକନ୍‌ ଭ୍ୟାଲିରେ ଏବେ ‘ଗୋଟ୍‌ ୟୋଗା’ ବା ‘ଛେଳି ଯୋଗ’...

ତରୁଣ/ତରୁଣୀ ହେବା ପୂର୍ବରୁ ପିଲାଙ୍କୁ ଏସବୁ କାମ ଶିଖାନ୍ତୁ: ରହିବେ ନିର୍ଭୟ

ପିଲାଟିଏ ସ୍କୁଲରେ ପାଠପଢ଼ି ପାରେ। ମାତ୍ର କଥା ଯେତେବେଳେ ଜୀବନର ଉଠେ ତାହା ବିଦ୍ୟାଳୟ ନୁହେଁ ବରଂ ମା’ବାପା ଏହା ଭଲ ଭାବେ ଶିଖାଇପାରିବେ। ତେବେ...

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ…

ଆଜିକାଲି ରକ୍ତଚାପ ବା ବ୍ଲଡ ପ୍ରେସର ସମସ୍ୟା ଏକ ସାଧାରଣ ଘଟଣା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ...

Advertisement
Archives

Model This Week