Posted inଜାତୀୟ

କୁମ୍ଭାରଙ୍କ ସହ ମାଟିପାତ୍ର ଗଢ଼ିଲେ ରାହୁଲ, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୩ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ରାୟପୁର ଗସ୍ତରେ ଯାଇଛନ୍ତି। ରାହୁଲ ‘ଅମର ଯଓ୍ବାନ ଜ୍ୟୋତି’ର ମୂଳଦୁଆ ପକାଇବାକୁ ଏଠାରେ ପହଞ୍ଚିଛନ୍ତି। ରାୟପୁରରେ ପହଞ୍ଚିଥିବା ରାହୁଲ ଏହି ସମୟରେ କୁମ୍ଭାରଙ୍କ ସହ ମିଶି ମାଟିପାତ୍ର ତିଆରି କରିବାକୁ ଚେଷ୍ଟା କରିଛନ୍ତି। ରାହୁଲ ନିଜ ହାତରେ ମାଟି ଦୀପ ତିଆରି କରିଥିଲେ।

 


ରାହୁଲ ଆଜି କେବଳ ସକାଳେ ରାୟପୁରରେ ପହଞ୍ଚତ୍ଥିଲେ। ଏହି ଅବସରରେ ରାହୁଲଙ୍କୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସ୍ବାଗତ କରିଥିଲେ। ରାୟପୁରରେ ପହଞ୍ଚିବା ପରେ ରାହୁଲ ପ୍ରଥମେ ‘ରାଜୀବ ଗାନ୍ଧୀ ଗ୍ରାମୀଣ ଭୂମିହୀନ କୃଷି ମଜଦୁର’ ଯୋଜନାର ଉଦ୍‌ଘାଟନ କରିଥିଲେ।

ପରେ ସେ କାଲାଗୁଡ଼ି ପରିଦର୍ଶନ କରିଥିଲେ। ଏଠାରେ ମେଟାଲ, ରୋଟ ଆଇରନ, ତମ୍ବା, ଶିଶା, ବାଉଁଶ ଇତ୍ୟାଦି ପ୍ରାଚୀନ କଳାର ସଂରକ୍ଷଣ ତଥା ପ୍ରୋତ୍ସାହନ ପାଇଁ କାରିଗରଙ୍କ ଉଦ୍ୟମରେ ଏକ ବିଶେଷ ପ୍ରୟାସ କରାଯାଇଛି। ଏହାଦ୍ୱାରା ବହୁ ପରିବାର ଉପକୃତ ହେଉଛନ୍ତି। ରାହୁଲ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ହଟିବା ପରେ ଆତଙ୍କବାଦୀ ଘଟଣା ୪୨ ପ୍ରତିଶତ ହ୍ରାସ…

ଶ୍ରୀନଗର, ୨୩।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜମ୍ମୁ-କଶ୍ମୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଧାରା ୩୭୦କ ହଟିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ...

ଲାଲୁଙ୍କ ଶଳାଙ୍କୁ ୩ବର୍ଷ ଜେଲ୍‌

ପାଟନା,୩୦।୫: ସରକାରୀ କାର୍ଯ୍ୟାଳୟରେ ପଶିି ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସ୍ଥାନୀୟ ଏମ୍‌ପିଏମ୍‌ଏଲ୍‌ଏ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୋମବାର କୋଟର୍ର୍ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)...

ଜେଲ୍‌ ଯିବା କଥା ଶୁଣି ଡରିଗଲେ ପ୍ରେମିକ, କଲେ ଏମିତି କାମ

ଗୋରଖପୁର,୧୦।୨: ଉତ୍ତରପ୍ରଦେଶର ଗୋରଖପୁର ଜିଲାର ଗୁଲରିହା ପୋଲିସ ଷ୍ଟେଶନରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଯୁବତୀଙ୍କୁ ବିବାହ କରିବାକୁ ଯୁବକ ମନା କରୁଥିଲେ...

ମିଥୁନ ଚକ୍ରବର୍ତ୍ତି ଇନ, ରୂପା ଗାଙ୍ଗୁଲି ଆଉଟ

କୋଲକାତା,୧୮ ।୧୦: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭଜପା) ଏତେ ଭଲ ପ୍ରଦର୍ଶନ କରି ନ ଥିଲେ ବି ଅନ୍ୟ ନିର୍ବାଚନରେ ଅପେକ୍ଷାକୃତ ଭଲ...

ଏହି ୨ ରାଜ୍ୟରେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ିଲା ଲକ୍‌ ଡାଉନ୍‌

ନୂଆଦିଲ୍ଲୀ, ୩୦।୯: କରୋନା ଭାଇରସ୍‌ର ପ୍ରକୋପକୁ ନଜରରେ ରଖି ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ଲକ୍‌ ଡାଉନ୍‌ ଅବଧିକୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମହାରାଷ୍ଟ୍ର...

ଆଇସୋଲେଶନ୍‌ କ୍ୟାମ୍ପରୁ ଛୁଟି ମିଳିବା ଖୁସିରେ ନାଚିଉଠିଲେ ଯୁବତୀ

ନୂଆଦିଲ୍ଲୀ,୧୮।୨: କରୋନା ଭାଇରସ୍‌ ସନ୍ଦେହରେ ଦିଲ୍ଲୀର ଏକ ଆଇସୋଲେଶନ୍‌ କ୍ୟାମ୍ପରେ କିଛି ଯୁବତୀ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା...

ଘଣ୍ଟାଏ ହେଲା ଚାଲୁନି ଗୁଗଲ ପେ, ଫୋନ ପେ

ନୂଆଦିଲ୍ଲୀ,୯।୧: ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ଗୁଗଲ ପେ, ଫୋନ ପେ, ପେଟିଏମ୍‌ ଭଳି ବିଭିନ୍ନ ୟୁପିଆଇ ଆପ୍ଲିକେଶନରେ ଅନଲାଇନ ପେମେଣ୍ଟ ହୋଇପାରୁ ନାହିଁ।...

୧୨୧ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ୯ ରାଜ୍ୟରେ ଲୁ ଚେତାବନୀ …

ନୂଆଦିଲ୍ଲୀ, ୨।୪ : ଚଳିତ ବର୍ଷ ଦେଶରେ ତାତି ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରେ ପ୍ରଥମ ଥର ପାଇଁ ମାର୍ଚ୍ଚ ମାସରେ...

Advertisement
Archives

Model This Week