ଆଗରେ ‘ରାଧେ ଶ୍ୟାମ’

ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଇ କାଠିଆୱାଡି’ ଫେବୃଆରୀରେ ମୁକ୍ତିଲାଭ କରିଥିଲା। ଏହା ସହିତ ତେଲୁଗୁର ଅନେକ ଫିଲ୍ମ ମଧ୍ୟ ପରଦାକୁ ଆସିଥିଲା। ବର୍ତ୍ତମାନ ମାର୍ଚ୍ଚର ପାଳି ହୋଇଥିବା ବେଳେ ଅନେକ ଫିଲ୍ମର ଲମ୍ବା ଲାଇନ୍‌ ଲାଗିଛି। ମାର୍ଚ୍ଚରେ ଅନେକ ଫିଲ୍ମ ଏବଂ ୱେବ ସିରିଜ ରିଲିଜ ହେବାକୁ ଯାଉଛି। ଯେଉଁଥିରେ ଅକ୍ଷୟ କୁମାର, ପ୍ରଭାସ ଏବଂ ଅଜୟ ଦେବଗନଙ୍କ ପରି ସୁପରହିଟ୍‌ ହିରୋ ନଜର ଆସିବେ।

ବର୍ତ୍ତମାନ ଆଇଏମ୍‌ଡିବି ଏକ ତାଲିକା ପ୍ରକାଶ କରିଛନ୍ତି। ଯାହା ପ୍ରଶଂସକଙ୍କ ପେଜ ଭିୟୁ ଆଧାରରେ ପ୍ରସ୍ତୁତ ହୋଇଛି। ଏହି ତଥ୍ୟ ଫେବୃଆରୀ ୨୩ ପର୍ଯ୍ୟନ୍ତ। ତେବେ ପ୍ରଶଂସକମାନେ ଯେଉଁସବୁ ଫିଲ୍ମକୁ ନେଇ ଅଧିକ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସେ ବିଷୟରେ କୁହାଯାଇଛି।

ମାର୍ଚ୍ଚରେ ରିଲିଜ ହେବାକୁ ଥିବା ଆଗଧାଡିର ୩ଟି ଫିଲ୍ମ ଓ ୱେବ ସିରିଜ;

୧. ରାଧେ ଶ୍ୟାମ – ଏହା ୧୯୭୦ ଦଶକରେ ୟୁରୋପରେ ଘଟିଥିବା ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମକୁ ନେଇ ଆଧାରିତ।

ରିଲିଜ – ମାର୍ଚ୍ଚ ୧୧

୨. ବଚ୍ଚନ ପାଣ୍ଡେ- ଗ୍ୟାଙ୍ଗଷ୍ଟର ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣେ ନିର୍ଦ୍ଦେଶକ ବଚ୍ଚନ ପାଣ୍ଡେଙ୍କୁ ଭେଟିଛନ୍ତି ଏବଂ ଏହା ପରେ ଆରମ୍ଭ ହେଉଛି କମାଲ-ଧମାଲ-ଡ୍ରାମା।

ନିର୍ଦ୍ଦେଶକ- ଫରହାଦ ସାମଜୀ

ରିଲିଜ – ମାର୍ଚ୍ଚ ୧୮

୩. ରୁଦ୍ର – ଏହି କାହାଣୀ ସୁପର୍‌ କପ ରୁଦ୍ର ଭୀର ସିଂଙ୍କ ଉପରେ ଆଧାରିତ, ଯିଏ ମୁମ୍ବାଇରେ ଘଟୁଥିବା ରହସ୍ୟମୟ ଅପରାଧକୁ ରହସ୍ୟରେ ସମାଧାନ କରନ୍ତି।

ରିଲିଜ – ମାର୍ଚ୍ଚ ୪

ତେବେ ଏ ସବୁ ଭିତରେ ଦର୍ଶକମାନେ ‘ରାଧେ ଶ୍ୟାମ’ ନେଇ ଅଧିକ ଉତ୍ସାହର ସହ ଅପେକ୍ଷା କରିଥିବା ଜଣାଯାଇଛି। ଦର୍ଶକଙ୍କ ମଧ୍ୟ ଦ୍ୱିତୀୟ ଉତ୍ସାହରେ ‘ବଚ୍ଚନ ପାଣ୍ଡେ’ ରହିଥିବା ବେଳେ ତୃତୀୟ ସ୍ଥାନରେ ‘ରୁଦ୍ର’ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ମା’ଙ୍କ ସମେତ ୪ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ,୧୨।୭: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ଓ ତାଙ୍କ ପୁଅ ଅଭିଷେକ ଶନିବାର କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ବଲିଉଡ୍‌ କଳାକାରଙ୍କ...

ବଲିଉଡର ପ୍ରସିଦ୍ଧ ଗାୟକଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆଣିଲେ ଏମିତି ଅଭିଯୋଗ

ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ ଖାନଙ୍କ ସ୍ତ୍ରୀ କମଲରୁଖ ଶାଶୁଘର ଲୋକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୱାଜିଦଙ୍କ ମୃତ୍ୟୁ ପରେ ଶାଶୁଘର ଲୋକେ ତାଙ୍କୁ...

କାହିଁକି ଅବିବାହିତ ଥିଲେ ସୁରସାମ୍ରାଜ୍ଞୀ

ସୁରସାମ୍ରାଜ୍ଞୀ ଲତା ମଞ୍ଜେଶକର ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ବିଶେଷ ଦିନରେ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ୩୬ଟି ଭାରତୀୟ ଭାଷାରେ...

ମାମୁଁଙ୍କ ସହ ଶୁଟିଂ କରିବାକୁ ଚାହୁଁ ନାହାନ୍ତି କୃଷ୍ଣା

ମୁମ୍ବାଇ,୪।୯: ମାମୁଁ-ଭଣଜା ଯୋଡ଼ି ଭାବେ ଜଣାଶୁଣା ଗୋବିନ୍ଦା ଓ କୃଷ୍ଣା ଅଭିଷେକଙ୍କ ମଧ୍ୟରେ ଏବେ କିଛି ଠିକ୍‌ ନାହିଁ। ୩ ବର୍ଷ ହେଲା ଦୁହେଁ ପରସ୍ପର...

ମାଆ ହେବା ପରେ ଖୁସି ଜାହିର କରି ପ୍ରଥମ ପୋଷ୍ଟ କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ମାତାପିତା ହୋଇଯାଇଛନ୍ତି । ତାଙ୍କ ଘରକୁ ଆସିଛି ଗୁଡ ନ୍ୟୁଜ । ଆଲିଆ ରବିବାର...

ସମିତାଙ୍କୁ ପ୍ରେମିକା ବଦଳରେ ଭଲ ବନ୍ଧୁ ବୋଲି କହିଲେ ରାକେଶ

ବମ୍ବେ: ପ୍ରେମିକା ବଦଳରେ ଅଭିନେତ୍ରୀ ସମିତା ସେଟ୍ଟୀଙ୍କୁ ଭଲ ବନ୍ଧୁ କହି ଚର୍ଚ୍ଚାରେ ଅଭିନେତା ରାକେଶ ବାପଟ। ବିଗ୍‌ବସ୍‌ରେ ପରସ୍ପରକୁ ଭେଟିଥିଲେ ଦୁହେଁ। ସେବେଠାରୁ ଉଭୟଙ୍କ...

ସକାଳୁ ଉଠି ପ୍ରଥମେ କେଉଁ କାମ କରନ୍ତି ପ୍ରଶ୍ନରେ ଏମିତି ଉତ୍ତର ଦେଲେ ଦୀପିକା…

ବଲିଉଡ୍‌ କଳାକାରମାନେ ପ୍ରଶଂସକଙ୍କ ସହ ସମ୍ପର୍କରେ ରହିବା ପାଇଁ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ଅନେକ ସମୟରେ ସେମାନେ ପ୍ରଶଂସକଙ୍କ ସହ ପ୍ରଶ୍ନ-ଉତ୍ତର ଖେଳ...

ପ୍ରକୃତି ମିଶ୍ରଙ୍କ ଘରେ ପୋଲିସ ଟିମ୍‌

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ମାମଲା ଥମିବାର ନାଁ ନେଉନାହିଁ। ଆଜିକୁ ପ୍ରାୟ ୩ଦିନ ହେଲାଣି ଏହି ଘଟଣା ଦିନକୁ...

Advertisement
Archives

Model This Week