ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି କର୍ମୀ: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ପୁରୀ ଅଫିସ,୨୩।୧୨: ପୁଣି ଜଣେ ଅଙ୍ଗନଓ୍ବାଡି କର୍ମୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ହେଲେ ପୁରୀ ଜିଲାର ଅଙ୍ଗନଓ୍ବାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ବୁଧବାର ସକାଳେ ସନ୍ଧ୍ୟାରାଣୀଙ୍କ ଘରେ ଚଢ଼ାଉ ଜାରି ରଖିଛନ୍ତି। ତେବେ ସନ୍ଧ୍ୟାରାଣୀଙ୍କ ପୈତୃକ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ପୁରୀ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଛି। ହାତୀଶାଳରେ ଥିବା ୪ ମହଲା ବିଲ୍ଡିଂ, ସମଙ୍ଗମୌଜା ମଙ୍ଗଳା ହାଟରେ ଥିବା ଅଟା ମିଲ, ବାଲି ସାହିରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ତଥା ଡେଲାଙ୍ଗ ହାଟସାହିରେ ଥିବା ଶ୍ୱଶୁର ଘରେ ଚଢ଼ାଉ ଜାରି ରହିଛି।
ଭିଜିଲାନ୍ସ ଟିମ୍‌ ବ୍ୟାଙ୍କ ପାସବୁକ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ତଦନ୍ତ ଚଳାଇଛି । ତେବେ ଏପର୍ଯ୍ୟନ୍ତ ତାଙ୍କର କେତେ ସମ୍ପତ୍ତି ଠାବ ହେଲାଣି ସେ ନେଇ କିଛି ସୂଚନା ମିଳିପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସମସ୍ତ ପ୍ରାଣୀ ଉଦ୍ୟାନ ମାର୍ଚ୍ଚ ୩୧ ଯାଏ ବନ୍ଦ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ମାରାତ୍ମକ କରୋନା(କୋଭିଡ-୧୯)କୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଭିତରକନିକା ଅଭୟାରଣ୍ୟ ସମେତ ରାଜ୍ୟର ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀର ରାତ୍ର ରହଣି ବ୍ୟବସ୍ଥାର ବୁକିଂ...

ସନ୍ଦେହରେ ସଂଖ୍ୟା: ୧୩ ବର୍ଷରେ ଚାଷୀସଂଖ୍ୟା ସାଢ଼େ ୪ଗୁଣ ବଢ଼ିଛି

ଯାଜପୁର ଅଫିସ,୩ା୮: ରାଜ୍ୟରେ ୨୦୦୯-୧୦ରେ ୧,୩୫୭ ଧାନ ସଂଗ୍ରହ କେନ୍ଦ୍ର(ପିପିସି) ଜରିଆରେ ୩ ଲକ୍ଷ ୪୧ ହଜାର ଚାଷୀଙ୍କଠାରୁ ୧୬.୩୧ ଲକ୍ଷ ମେଟ୍ରିକ ଟନ ଧାନ...

ଶ୍ରୀକ୍ଷେତ୍ରରେ ଶ୍ରୀଉତ୍ସବ

ପୁରୀ ଅଫିସ, ୯ା୧୨:ପବିତ୍ର ମାର୍ଗଶିର ମାସ ଶେଷ ଗୁରୁବାର ପୁରୀରେ ଶ୍ରୀଉତ୍ସବ ପାଳିତ ହୋଇଛି। ଲକ୍ଷ୍ମୀପୁରାଣର ବିଶ୍ୱବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିର...

ସୁନ୍ଦରଗଡ଼-ଝାରସୁଗୁଡ଼ା ଯୋଗାଯୋଗ ବିଚ୍ଛିନ୍ନ

ହେମଗିରି,୧୪ା୮(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ତୁହାକୁ ତୁହା ଲଗାଣବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଥିବା ବେଳେ ସୁନ୍ଦରଗଡ଼ ଓ...

ପର୍ବପର୍ବାଣି ପାଳନ ଉପରେ କଟକଣା

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ବ୍ୟାପୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ପର୍ବପର୍ବାଣି ପାଳନ ଉପରେ କଟକଣା ଲଗାଇଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)...

ରାସ୍ତା, ଡ୍ରେନେଜ୍‌ ସମସ୍ୟାରୁ ନିସ୍ତାର ମିଳୁନି

କେନ୍ଦୁଝର,୩୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝରଗଡ଼ ପୌରପାଳିକା ଗୁରୁବାର ୭୩ତମ ସ୍ବାୟତ୍ତ ଶାସନ ଦିବସ ପାଳନ କରିବାକୁ ଯାଉଛି। ମାତ୍ର ପୌର ପ୍ରଶାସନ ସହରବାସୀ ଆଜି ବି ରାସ୍ତା...

ଆଖୁବୋଝେଇ ଟ୍ରକ୍‌ ଡ୍ରାଇଭରଙ୍କୁ ପୋଲିସର ମାଡ଼ ଅଭିଯୋଗ: ପ୍ରତିବାଦରେ କାରଖାନାକୁ ପରିବହନ ବନ୍ଦ

ଆସିକା,୨୫।୩(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପର ଆଖୁପେଡ଼ା କାର୍ଯ୍ୟ ଚାଲୁ ରହିଥିଲା ବେଳେ ଜିଲାର ବିଭିନ୍ନ ଅଞ୍ଚଳରୁ ଟ୍ରକ୍‌ ଯୋଗେ ଆଖୁ କାରଖାନାକୁ ଆସୁଛି। ମଙ୍ଗଳବାର ବିଳମ୍ବିତ...

ବିଜେପୁରରେ କଂଗ୍ରେସର ପ୍ରଚାର

ବିଜେପୁର,୩।୧୦(ଡି.ଏନ୍‌.ଏ.):ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଚାର ଆରମ୍ଭ କରିଛି। ଏହିକ୍ରମରେ ବିଜେପୁର ବ୍ଲକପଡ଼ା ଗ୍ରାମର କ୍ରିକେଟ ପଡ଼ିଆରେ ଏକ ବିଶାଳ କର୍ମୀ ସମ୍ମିଳନୀ...

Advertisement
Archives

Model This Week