Posted inଜାତୀୟ

ପଞ୍ଜାବ ବିଧାନସଭାରେ ପାରିତ ହେଲା କୃଷି ଆଇନ ବିରୋଧୀ ପ୍ରସ୍ତାବ

ଚଣ୍ଡିଗଡ଼, ୧୧।୧୧: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଗୁରୁବାର ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟ କୃଷିମନ୍ତ୍ରୀ ରଣଦୀପ୍‌ ସିଂ ନାଭା ଏହି ପ୍ରସ୍ତାବ ଆଣିଥିବା ବେଳେ ଏହା ଉପରେ ବିତର୍କ ହୋଇଥିଲା। ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ଶିରୋମଣି ଅକାଳୀ ଦଳ ନେତା ତଥା ପୂର୍ବତନ ରାଜସ୍ବ ମନ୍ତ୍ରୀ ବିକ୍ରମ ସିଂ ମାଜିଥିଆଙ୍କ ବିରୋଧରେ ମନ୍ତବ୍ୟ ଦେବାରୁ ଏହାକୁ ନେଇ ଗୃହରେ ହଟ୍ଟଗୋଳ ହେବା ସହ ୪ ଥର ମୁଲତବୀ ହୋଇଥିଲା। ୩ କୃଷି ଆଇନ ପାଇଁ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ ଅକାଳୀ ଦଳକୁ ଦାୟୀ କରିଥିଲେ। ୨୦୧୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଦ୍ୱାରା ଠିକା କୃଷି ଆଇନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅକାଳୀ-ଭାଜପା ସରକାର ବେଳର ଉକ୍ତ ଚାଷୀ ବିରୋଧୀ ଆଇନକୁ ରଦ୍ଦ କରିବା ପାଇଁ ସିଦ୍ଧୁ ଦାବି କରିଥିଲେ। ଉକ୍ତ ଆଇନକୁ ଅକାଳୀ ଦଳ ସମର୍ଥନ କରିଥିବା ବିରୋଧୀ ଦଳ ନେତା ଆମ୍‌ ଆଦ୍‌ମୀ ପାର୍ଟିର ହରପାଲ ସିଂ ଚିମା ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୃଷକ ଆନ୍ଦୋଳନ ଉପରେ ପ୍ରିୟଙ୍କା ଚୋପ୍ରା ଚୁପ କ’ଣ ପାଇଁ : ମିଆ ଖଲିଫା

ନୂଆଦିଲ୍ଲୀ, ୮ା୨- ଭାରତରେ ପ୍ରାୟ ଅଢ଼େଇ ମାସ ହେଲା ଚାଲିଥିବା କୃଷକ ଆନ୍ଦୋଳନ ଉପରେ ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ କାହିଁକି...

ୟୁପି ନିର୍ବାଚନ: ଭାଜପା, ସମାଜବାଦୀ ପାର୍ଟି କର୍ମୀ ମୁହାଁମୁହିଁ

ଲକ୍ଷ୍ନୌ,୧୯ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଦି୍ୱତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ ରାଜନୀତି ହୋଇଛି...

ଢଳିଗଲା ୪ ମହଲା ବିଲ୍ଡିଂ: ଲୋକେ ଆତଙ୍କିତ

ବେଙ୍ଗାଲୁରୁ, ୭-୨:କର୍ନାଟକର ବେଙ୍ଗାଲୁରୁସ୍ଥିତ ବିନାୟକନଗରଠାରେ ଥିବା ଏକ ୪ ମହଲା ବିଲ୍ଡିଂ ବୁଧବାର ହଠାତ୍‌ ଢ଼ଳିଯିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ଘରୁ ସମସ୍ତେ...

ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ଆକ୍ସନ ମୋଡ଼ରେ କମଲନାଥ ସରକାର: ୪୧୫ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୋପାଳ,୨୨।୪: ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ଆକ୍ସନ ମୁଡ୍‌ରେ ଆସିଯାଇଛନ୍ତି ମଧ୍ୟପ୍ରଦେଶର ରାଜ୍ୟସରକାର। ଏନେଇ ୪୧୫ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ କମଲନାଥ ବଡ଼...

ଶିନ୍ଦେଙ୍କ ନିର୍ବାଚନୀ ଚିହ୍ନ ଦୁଇଟି ଖଣ୍ଡା ସହ ଢାଲ …

ମୁମ୍ବାଇ,୧୧।୧୦ : ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳକୁ ବାଲାସାହେବଚି ଶିବସେନା ନାମ ଦେଇଥିଲେ। ମଙ୍ଗଳବାର ଦଳର ନିର୍ବାଚନୀ ଚିହ୍ନ ଭାବେ ଦୁଇଟି ଖଣ୍ଡା...

ବିପୁଳ ବିଜୟ ପରେ ଏବେ ଫୋକସ୍‌ରେ ଗୁଜରାଟ

ଗାନ୍ଧିନଗର,୧୧।୩: ୟୁପି, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ପହଞ୍ଚିଛନ୍ତି। ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟିରେ...

ପିମ୍ପୁଡ଼ି କାମୁଡ଼ାରେ ଶିଶୁ ମୃତ

ଲକ୍ଷ୍ନୌ, ୪।୬: ଉତ୍ତର ପ୍ରଦେଶର ମହୋବା ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ପିମ୍ପୁଡ଼ି କାମୁଡ଼ିବାରୁ ଜଣେ ୩ ଦିନର ଶିଶୁଙ୍କ ପ୍ରାଣ ଚାଲିଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ...

୧୨ ସର୍ଚ୍ଚ ଅପରେଶନ୍‌ରେ ୨୫ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି: ଡିଜିପି ଦିଲ୍‌ବାଗ୍‌ ସିଂ

ଶ୍ରୀନଗର,୨୨।୨: ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜମ୍ମୁ-କଶ୍ମୀରରେ ହୋଇଥିବା ୧୨ଟି ସଫଳ ସର୍ଚ୍ଚ ଅପରେଶନରେ ୨୫ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏନେଇ ଜମ୍ମୁ-କଶ୍ମୀର ଡିଜିପି...

Advertisement
Archives

Model This Week