Posted inଜାତୀୟ

ଆଜି ଇସ୍ତଫା ଦେଇପାରନ୍ତି ଚନ୍ନି

ଅମୃତସର,୧୦।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ ସିଂହ ଚନ୍ନି ଇସ୍ତଫା ଦେଇପାରନ୍ତି। ଗୋଟିଏ ପଟେ ଗୁରୁବାର ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଚନ୍ନି ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ସେ ଚଣ୍ଡିଗଡ଼ ସ୍ଥିତ ନିଜ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ସେଠାରେ ରାଜଭବନ ଯାଇ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତଙ୍କୁ ଭେଟିବେ। ଏହାପରେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି।

ରାଜ୍ୟର ୧୧୭ ବିଧାନସଭା ଆସନ ମଧ୍ୟରୁ ଆପ୍‌ ୮୯ଟି ଆସନରେ ଲିଡ୍‌ କରୁଛି। ଏହି ଟ୍ରେଣ୍ଡ ଜାରି ରହିଲେ ଆପ୍‌ ହିଁ ପଞ୍ଜାବରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବ। ଏହାଛଡ଼ା ଚନ୍ନି ଏଥର ୨ଟି ଆସନରୁ ନିର୍ବାଚନ ଲଢ଼ୁଥିଲେ। ହେଲେ ଦୁଇଟି ଯାକ ଆସନରେ ସେ ପଛରେ ରହିଛନ୍ତି। ମୋଟାମୋଟି ଭାବେ କହିଲେ ପଞ୍ଜାବରେ କଂଗ୍ରେସ ହାରିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଚନ୍ନି ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ଛାଡ଼ିବା ସଙ୍କେତ ଦେଲେ ଗଡ଼କରୀ

ନାଗପୁର, ୨୯ା୩: ରାଜନୀତି ପ୍ରତି ଆଗ୍ରହ କମୁଥିବା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ପୁଣିଥରେ ସଙ୍କେତ ଦେଇଛନ୍ତି। ତାଙ୍କର ଏଭଳି ମନ୍ତବ୍ୟରୁ ଭାଜପା ଶୀର୍ଷ ନେତୃତ୍ୱରେ ସମ୍ଭାବ୍ୟ...

ପ୍ରମୋଶନ ପାଇଲେ ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ,୩ା୧୧: ପାକିସ୍ତାନର ଆତଙ୍କବାଦୀ କ୍ୟାମ୍ପ୍‌ରେ ୨୦୧୯ ଫେବୃୟାରୀରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ର ହିରୋ ତଥା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଭାରତୀୟ ବାୟୁସେନା ପକ୍ଷରୁ ଗ୍ରୁପ୍‌ କ୍ୟାପ୍‌ଟେନ୍‌...

କୋଭିଡ ପରବର୍ତ୍ତୀ ଜଟିଳତା ବଢାଉଛି ଚିନ୍ତା

ଥିରୁଭାନନ୍ତପୁରମ୍‌,୨୯।୮: ଦେଶରେ କରୋନା ସଂଖ୍ୟା ପୁଣି ୪୫ ହଜାରରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂଖ୍ୟା ବୃଦ୍ଧି ଯୋଗୁ...

ଅଲ୍‌-କାଏଦା ଲିଙ୍କ୍‌: ମଦ୍ରାସା ଭଙ୍ଗାଗଲା

ଗୁଆହାଟୀ,୧।୯: ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ସହ ସମ୍ପର୍କ ରଖିଥିବା ଆସାମର ବୋଙ୍ଗାଇଗାଁଓ ଜିଲାର ଏକ ମଦ୍ରାସାକୁ ରାଜ୍ୟ ସରକାର ବୁଧବାର ଭାଙ୍ଗି ଦେଇଛନ୍ତି। ଏହି ମଦ୍ରାସାଗୁଡ଼ିକ...

କର୍ନାଟକରେ ଭୂସ୍ଖଳନ, ୬ ଜଣଙ୍କ ମୃତ୍ୟୁ…

ବେଙ୍ଗାଲୁରୁ, ୩।୮ : କର୍ନାଟକର ଉତ୍ତର କନ୍ନଡ ଏବଂ ଦକ୍ଷିଣ କନ୍ନଡ ଜିଲାରେ ଭୂସ୍ଖଳନରେ ଦୁଇ ଭଉଣୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ...

କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୫ା୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବେଲାରୀରେ ଭାଜପାର ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ବଜରଙ୍ଗ ଦଳ ଉପରେ...

ରାହୁଲ ସମ୍ଭାଳନ୍ତୁ ଦଳର ମଙ୍ଗ: ରକ୍ତରେ ଚିଠି ଲେଖିଲେ ଏହି କଂଗ୍ରେସ ନେତା

ନୂଆଦିଲ୍ଲୀ,୨୪।୯: କଂଗ୍ରେସରେ ନୂଆ ଅଧ୍ୟକ୍ଷ ଚୟନ ନେଇ ଟଣାଓଟରା ଚାଲିଛି। ସୋମବାର ଆଯୋଜିତ ସିଡବ୍ଲ୍ୟୁସି ବୈଠକରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଜ ପଦରୁ...

କରୋନା ଭାଇରସକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଟପିଲା, ସୁସ୍ଥ ହେଲେଣି ୩

ନୂଆଦିଲ୍ଲୀ,୪।୩: ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଭାଇରସ୍‌ ଏବେ ଭାରତରେ ଆତଙ୍କ ସୃଷ୍ଟି କରିଛି। ଧିରେ ଧିରେ ଭାରତରେ କରୋନା ଭାଇରସ୍‌ ସଂକ୍ରମିତଙ୍କ...

Advertisement
Archives

Model This Week