Posted inଜାତୀୟ

ଶହେ ବର୍ଷରେ ହିରାବେନ, ସାଲ ଉପହାର ଦେଲେ ମୋଦି

ଗାନ୍ଧିନଗର,୧୮ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ ମୋଦି ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ମୋଦି ଗାନ୍ଧିନଗରସ୍ଥିତ ତାଙ୍କ ଘରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେବା ସହ ପୂଜାର୍ଚ୍ଚନା କରିଛନ୍ତି । ହିରାବେନଙ୍କ ପାଦ ଛୁଇଁ ପ୍ରଣାମ କରି ମୋଦି ମା’ ହିରାବେନଙ୍କୁ ଏକ ସାଲ ଉପହାର ଦେଇଛନ୍ତି । ଏହାପରେ ସେଠାରେ ଉପସ୍ଥିତ ସମସ୍ତ ପ୍ରିୟ ପରିଜନଙ୍କୁ ମିଠା ବଣ୍ଟାଯାଇଛି । ହିରାବେନଙ୍କ ୧୦୦ତମ ଜନ୍ମଦିନ ଅବସରରେ ଘରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ପାୱାଗଡରେ ମାଆ କାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । କାଳି ମାଆଙ୍କ ଉପରେ ପ୍ରଗାଢ ବିଶ୍ୱାସ ରଖିଥିବା ମୋଦି ସେଠାରେ ମାଆଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରି ପୂଜାର୍ଚ୍ଚନା କରିବେ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ କନ୍ୟା ନ ମିଳିବାରୁ ଥାନାରେ ଯୁବକ

ମୁଜାଫରାନଗର,୧୨।୩ : ଉତ୍ତର ପ୍ରଦେଶର ଶାମଲି ଜିଲାର ପୋଲିସକୁ ମିଳିଛି ଏକ ଅସାଧାରଣ ଅନୁରୋଧ। ବିବାହ ପାଇଁ କନ୍ୟା ନ ମିଳିବାରୁ ପୋଲିସର ସାହାଯ୍ୟ ମାଗିଛନ୍ତି...

ସବୁ ନେତାଙ୍କ ସହଯୋଗ ଲୋଡ଼ିଲେ ସୋନିଆ

ନୂଆଦିଲ୍ଲୀ,୧୦।୫: ରାଜସ୍ଥାନର ଉଦୟପୁରରେ ମେ’ ୧୩ରୁ ୧୫ କଂଗ୍ରେସର ଚିନ୍ତନ ଶିବିର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମସ୍ତ...

ଆମେରିକା ଫେରନ୍ତା ଦମ୍ପତିଙ୍କୁ ହତ୍ୟା: ୫ କୋଟି ଲୁଟିଲେ ଚାକର

ଚେନ୍ନାଇ,୯।୫: ଚେନ୍ନାଇର ଏକ ଦମ୍ପତିଙ୍କୁ ହତ୍ୟା ପରେ ୫ କୋଟି ଟଙ୍କାର ସମ୍ପତ୍ତି ଲୁଟ୍‌ ଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଥିରୁ ସମ୍ପୃକ୍ତ ଦୁଇଜଣ...

ଉତ୍ତରପ୍ରଦେଶରେ ବନ୍ୟା, ଗଲାଣି ୩୪ ଜୀବନ

ଲକ୍ଷ୍ନୌ,୧୦।୧୦: ଲଗାଣ ବର୍ଷା ଯୋଗୁ ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ...

୮ ପର୍ଯ୍ୟାୟ ନିର୍ବାଚନକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨।୩(ପି.ଟି.): ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରିବା ଲାଗି ନିର୍ବାଚନ କମିଶନ (ଇସି) ନେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଇସିଙ୍କ ନିଷ୍ପତ୍ତି...

କେହି ଖାଲି ପେଟରେ ନ ଶୁଅନ୍ତୁ: କେନ୍ଦ୍ର ସରକାରଙ୍କୁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୧୨ : କରୋନା ମହାମାରୀ ପରେ ଲୋକଙ୍କ ରୋଜଗାର ଏବଂ ଖାଇବା ପିଇବାକୁ ନେଇ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଏକ ଆବେଦନ ଉପରେ ବିଚାର...

ବିଶ୍ୱରେ ପ୍ରଥମ: ସୁଖୋଇ ୩୦ ଏମ୍‌କେରୁ ସଫଳ ବ୍ରାହ୍ମୋସ୍‌ ସୁପରସୋନିକ ମିଶାଇଲ ପରୀକ୍ଷା

ନୂଆଦିଲ୍ଲୀ,୮।୧୨: ଓଡ଼ିଶାର ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ବୁଧବାର ସଫଳତାର ସହ ବ୍ରାହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ ମିଶାଇଲର ପରୀକ୍ଷା କରାଯାଇଛି। ଏହାକୁ ସୁପରସୋନିକ ଫାଇଟର...

କଂଗ୍ରେସ ନେତା କୁଳଦୀପ୍‌ ବିଶ୍ନୋଇଙ୍କ ହୋଟେଲ୍‌ ସିଜ୍‌: ୧୫୦ କୋଟି ବେନାମୀ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୭।୮: କଂଗ୍ରେସ ନେତା କୁଳଦୀପ୍‌ ବିଶ୍ନୋଇଙ୍କ ହୋଟେଲ୍‌କୁ ଆୟକର ବିଭାଗ ପକ୍ଷରୁ ସିଜ୍‌ କରାଯାଇଛି। ଏହା ସହିତ କୁଳଦୀପ୍‌ଙ୍କ ୧୫୦ କୋଟି ଟଙ୍କାର ବେନାମୀ ସମ୍ପତ୍ତିକୁ...

Advertisement
Archives

Model This Week