ଚିଙ୍ଗୁଡ଼ି ମଲାଇ

ଆବଶ୍ୟକ ସାମଗ୍ରୀ: ମିଡିୟମ୍‌ ସାଇଜ ଚିଙ୍ଗୁଡ଼ି ୫୦୦ ଗ୍ରାମ୍‌, ତେଜ ପତ୍ର ୨ଟି, ୨ ଖଣ୍ଡ ଡାଳଚିନି, ଲବଙ୍ଗ ୩-୪ଟି, ହଳଦୀ ୨ଟି ସ୍ପୁନ,ଗରମ ମସଲା ୨ଟି ସ୍ପୁନ୍‌, ୧ଟି ସ୍ପୁନ୍‌ ଗୁଜୁରାତି ଗୁଣ୍ଡ, ଲୁଣ, ସୋରିଷ ତେଲ ୧ ଟେବୁଲ୍‌ ସ୍ପୁନ୍‌, ବଡ଼ କଟା ପିଆଜ ୧ଟି, କଟା ଅଦା ୧ ଟେବୁଲ୍‌ ସ୍ପୁନ୍‌, ଜିରା ୨ଟି ସ୍ପୁନ, କଶ୍ମୀରୀ କିମ୍ବା ଅନ୍ୟାନ୍ୟ ଲାଲ୍‌ ଲଙ୍କା ପାଉଡର ୧ଟି ସ୍ପୁନ, ଚିନି ୧ଟି ସ୍ପୁନ, ନଡିଆ କ୍ଷୀର ୧ କପ୍‌, ଦହି ୨ ଟେବୁଲ୍‌ ସ୍ପୁନ୍‌, ଘିଅ ୧ ଟେବୁଲ୍‌ ସ୍ପୁନ୍‌, କଟା ଧନିଆ ପତ୍ର, ରନ୍ଧା ହୋଇଥିବା ବାସୁମତି ଚାଉଳ, ପତଳା କଟା ହୋଇଥିବା ଲେମ୍ବୁ ସ୍ଲାଇସ୍‌।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡରେ ଆବଶ୍ୟକ ମାତ୍ରାରେ ଲୁଣ ପକାଇ ଗୋଳାନ୍ତୁ। ସେଥିରେ ତେଜପତ୍ର, ଅଳେଇଚ, ଲବଙ୍ଗ, ହଳଦୀ, ଗରମ ମସଲା, ଡାଳଚିନି ପକାଇ ୧ ଘଣ୍ଟା ଓଦା କନାରେ ଘୋଡେଇ ରଖିବା ପରେ ସେଥିରୁ ତେଜପତ୍ର, ଡାଳଚିନି ଏବଂ ଲବଙ୍ଗ କାଢ଼ି ଦିଅନ୍ତୁ। ଏକ ବଡ଼ କଡ଼େଇରେ ତେଲ ଗରମ କରି ପିଆଜ, ଅଦା, ଜିରା, ଲଙ୍କା ପାଉଡର ଓ ଅଳ୍ପ ଚିନି ପକାଇ ଭାଜନ୍ତୁ। ନଡ଼ିଆ କ୍ଷୀର, ଦହିକୁ ଗୋଳାନ୍ତୁ। ଚିଙ୍ଗୁଡି ଓ ଘିଅ ପକାଇ ୭ ରୁ ୮ ମିନିଟ୍‌ ପଯର୍‌ୟନ୍ତ ଭାଜନ୍ତୁ। ସ୍ବାଦ ଅନୁସାରେ ଲୁଣ ପକାନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି ଚିଙ୍ଗୁଡି ମଲାଇ। ଏହା ଉପରେ କଟା ଧନିଆପତ୍ର ପକାଇ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri