ପରିବା ବଗିଚାରୁ ହରିଣ ଉଦ୍ଧାର

ପାଟଣା,୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଉଦୟପୁର ବିଟ ଗଣିଆବରେଇ ଗ୍ରାମରୁ ଗୁରୁବାର ସକାଳୁ ଏକ ହରିଣ ଉଦ୍ଧାର ହୋଇଛି। ସୂଚନାଯୋଗ୍ୟ, ହରିଣଟି ପାଣି ପିଇବା ଉଦ୍ଦେଶ୍ୟରେ ଗାଁ ଭିତରକୁ ପଶି ଆସିଥିବା ବେଳେ ବାଡ଼ରେ ଥିବା ଜାଲରେ ଫସିଯାଇଥିଲା। ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହରିଣକୁ ଉଦ୍ଧାର କରିଛି। ଉଦ୍ଧାର ପରେ ହରିଣଟିକୁ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର ଭିତରୁ ଲୁଟିନେଲେ ୫ଲକ୍ଷ

ଲଖନପୁର,୧୪ା୧୨(ଡି.ଏନ.ଏ.): ଝାରସୁଗୁଡା ସହର ବମ୍ବେ ଛକ ନିକଟରେ ଅଟକିଥିବା ଏକ କାର ଭିତରୁ ଦୁର୍ବୃତ୍ତମାନେ ସୋମବାର ଦିନ ଦ୍ବିପ୍ରହରରେ ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଝାରସୁଗୁଡା ଟାଉନ...

ପୌରପାଳିକା ତରଫରୁ ଗରିବଙ୍କୁ ଖାଦ୍ୟ ବଣ୍ଟନ

ଚୌଦ୍ୱାର,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ନ ବ୍ୟାପିବା ପାଇଁ ଚୌଦ୍ୱାର ସହର ଲକ୍‌ଡାଉନ ଭିତରେ ରହିଛି। ନିହାତି ଆବଶ୍ୟକତା ନ ଥିଲେ ଘରୁ ବାହାରିବାକୁ ନିଷେଧ...

କଂସ ରୂପରେ ସଚେତନତା

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡଗରପଡା ଗ୍ରାମର ଗୟାଧର ବିଶ୍ୱାଳ ନିଆରା ଢଙ୍ଗରେ କରୋନା ସଚେତନତା କରିଛନ୍ତି। ଲକଡାଉନ ଲାଗୁ ହେବା ଦିନଠାରୁ...

ରାସ୍ତାର ପୁନରୁଦ୍ଧାର ପାଇଁ ସ୍ମାରକପତ୍ର

ଭଦ୍ରକ ଅଫିସ, ୨୬।୮ – ଆସନ୍ତା ନଭେମ୍ବର ୨୪ ତାରିଖରେ ଭଦ୍ରକର ଧର୍ମଗୁରୁ ବଡ଼ ସରକାରବାବାଙ୍କ ପବିତ୍ର ଉର୍ସ ଉତ୍ସବ। ଭଦ୍ରକ ପୌରାଞ୍ଚଳ ଅଧୀନ ସରକାରନଗର...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ : ପୁଣି ବୁହାହେଲେ ଗର୍ଭବତୀ

କୋରୁକୋଣ୍ଡା,୨୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାର କୁଡୁମୁଳୁଗୁମ୍ମା ପଞ୍ଚାୟତର ନଙ୍ଗଳଗୁଡ଼ା ଗ୍ରାମକୁ ରାସ୍ତା ନ ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ଗର୍ଭବତୀ ପୁଣି ଥରେ ବୁହା ହୋଇ...

ଖର୍ଚ୍ଚ ୨୨ କୋଟି: ଝୁଡ଼ି, କୋଦାଳଟିଏ କିଣାଯାଇନି

କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ବାଳକାଟି ପଞ୍ଚାୟତ ଚୂନବନ୍ଧ ଗଁାର ଏକ ପୋଖରୀ ଖନନ ହେଉଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ...

ତ୍ୱରାନ୍ବିତ ହେଉନି ଉନ୍ନୟନ କାର୍ଯ୍ୟ: ଜନ ପ୍ରତିନିଧିଙ୍କ ମୌନ ଧାରଣା

ଦେଓଗାଁ, ୩ା୧୧ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ବର୍ତ୍ତମାନ ଉନ୍ନୟନ କାର୍ଯ୍ୟ ଏକପ୍ରକାର ବ୍ୟାହତ ହୋଇଛି ା ଫଳରେ ମଞ୍ଜୁର ଅର୍ଥ ପୁଣି ସରକାରଙ୍କ...

ମହଙ୍ଗା ପଡିଲା ଅନ୍‌ଲାଇନରେ ଖାଦ୍ୟ ମଗାଇବା: ଭାଇ, ଭଉଣୀଙ୍କ ଆକାଉଣ୍ଟରୁ ୧.୦୩ ଲକ୍ଷ ଗାଏବ

ବ୍ରହ୍ମପୁର ଅଫିସ,୧୧ା୬-ବ୍ରହ୍ମପୁରରେ ପୁଣି ଥରେ ସାଇବର ଅପରାଧୀ ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି। ଅନଲାଇନରେ ଖାଦ୍ୟ ଅର୍ଡର କରି ମଗାଇବା ଜଣେ ଛାତ୍ର ପାଇଁ ଏବେ...

Advertisement
Archives

Model This Week