Posted inଜାତୀୟ

ଉତ୍ତରାଖଣ୍ଡ ନିର୍ବାଚନ: ମୋଦିଙ୍କ ପ୍ରଥମ ଭର୍ଚୁଆଲ ରାଲି ସ୍ଥଗିତ

ନୂଆଦିଲ୍ଲୀ,୪ ।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଖେଇ ଅସିଲାଣି । ତେବେ ନିର୍ବାଚନ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ତାଙ୍କର ପ୍ରଥମ ଭର୍ଚୁଆଲ ପ୍ରଚାର ଆରମ୍ଭ କରିଥାଆନ୍ତେ । ହେଲେ ଖରାପ ପାଗ ଯୋଗୁ ଏହା ସ୍ଥଗିତ ରଖାଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ଏହି ରାଲିରେ ଯୋଗ ଦେଇଥାଆନ୍ତେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିବା କୁହାଯାଇଛି ।
ମୋଦିଙ୍କର ଏହି ଭର୍ଚୁଆଲ ରାଲି ବିଭିନ୍ନ ନିର୍ବାଚନ ମଣ୍ଡଳୀ ଯେମିତିକି ଅଲମୋରା, ବାଗେଶ୍ୱର, ଚମ୍ବାୱତ ଓ ପିଥୋରଗଡ଼ ଆଦିକୁ ପହଞ୍ଚିଥାଆନ୍ତା । ଏଥିପାଇଁ ୫୬ଟି ଲୋକେଶନ ଚିହ୍ନଟ କରାଯାଇଥିବା ବେଳେ ୧୪ଟି ନିର୍ବାଚନ ମଣ୍ଡଳୀର ପ୍ରାୟ ୫୦.୦୦୦ ଲୋକ ଏଥିରେ ଭାଗ ନେଇଥାଆନ୍ତେ । ସୂଚନାଯୋଗ୍ୟ, ଫେବୃୟାରୀ ୧୪ରେ ଉତ୍ତରାଖଣ୍ଡ ବିଧାନସଭା ଲାଗି ଭୋଟ ଗ୍ରହଣ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ହେଲେ କେଜ୍ରିଓ୍ବାଲଙ୍କ ସାଙ୍ଗ

ଚଣ୍ଡୀଗଡ଼,୫।୪: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ଭାବେ ଗୌରବ ଯାଦବଙ୍କୁ ନିଯୁକ୍ତି କରାଯାଇଛି। ସେ ପଞ୍ଜାବ ପୋଲିସର ଏଡିଜିପି ଭାବେ...

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର…

ନୂଆଦିଲ୍ଲୀ, ୧।୬ : ଦେଶରେ ଦର ଦାମ ବୃଦ୍ଧି ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ଲୋକଙ୍କ ପାଇଁ ଖୁସି ଖବର ଆସିଛି। ଏଲପିଜି ସିଲିଣ୍ଡରର ଦାମ୍‌ରେ...

ଲକ୍ଷେ ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୬।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

୨୦ ମହଲା କୋଠାରେ ଲାଗିଲା ନିଆଁ

ମୁମ୍ବାଇ,୨୨।୧: ମୁମ୍ବାଇର ଟାର୍ଡେଓ ଅଞ୍ଚଳ ଗୋୱାଲିଆ ଟ୍ୟାଙ୍କର ଗାନ୍ଧୀ ହସ୍ପିଟାଲ ସମ୍ମୁଖରେ ଥିବା ଏକ ୨୦ ମହିଲା କୋଠାରେ ଶନିବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି।...

ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀ ନିଜ ପସନ୍ଦର ବିବାହ କରିପାରିବେ, ହାଇକୋର୍ଟଙ୍କ ରାୟ…

ଚଣ୍ଡିଗଡ଼, ୨୬।୧୨: ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀ ନିଜ ପସନ୍ଦର ବିବାହ କରିପାରିବେ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଜଣେ ମୁସଲମାନ ଯୁବତୀଙ୍କର ସୁରକ୍ଷା ଆବେଦନକୁ...

ହାର୍ଦ୍ଦିକ ନୁହେଁ ଜିଗ୍ନେଶ ହେଲେ କଂଗ୍ରେସର ପୋଷ୍ଟର ବୟ

ଅହମଦାବାଦ,୬।୫: ଗତ କିଛି ଦିନରୁ ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଭାଜପାକୁ ଖୋଲାଖୋଲି ଭାବେ...

ଖୋଲା ସ୍ଥାନରେ ନମାଜ ପାଠକୁ ସହ୍ୟ କରାଯିବ ନାହିଁ

ନୂଆଦିଲ୍ଲୀ,୧୧।୧୨: ଗୁରଗାଓଁରେ ମୁସଲମାନମାନେ ଖୋଲା ସ୍ଥାନରେ ଶୁକ୍ରବାର ନମାଜ ପାଠ କରିବା ଉଚିତ ନୁହେଁ। ଏଭଳି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର। ୨୦୧୮ରେ ହିନ୍ଦୁ...

କେନ୍ଦ୍ର ସରକାର ନ ଦେଲେ ବି ଆମେ ମାଗଣାରେ ଦେବୁ କରୋନା ଟିକା: କେଜରିୱାଲ

ନୂଆଦିଲ୍ଲୀ,୧୩ ।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ଏକ ବଡ ଘୋଷଣା କରିଛନ୍ତି । କରୋନା ଭାଇରସଠାରୁ ଦୂରେଇ ରହିବାକୁ ଏବେ କରୋନା ଭ୍ୟାକ୍ସିନ...

Advertisement
Archives

Model This Week