Posted inଜାତୀୟ

ଯବାନଙ୍କ ସହ ଦୀପାବଳି ପାଳିବେ ମୋଦି

ଶ୍ରୀନଗର,୪।୧୧: ଯବାନଙ୍କ ସହ ଦୀପାବଳି ମନାଇବା ପାଇଁ ସୀମାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଗୁରୁବାର ସକାଳ ୧୦.୩୦ ମିନିଟରେ ନୌସେରା ସେକ୍ଟରରେ ପହଞ୍ଚିଛନ୍ତି ।ଏହାପରେ ସାରେ ସୀମାରେ ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ।

ସେଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ମୁଁ ମୋ ଯବାନଙ୍କ ପାଇଁ କୋଟି କୋଟି ଭାରତୀୟଙ୍କ ଆଶୀର୍ବାଦ ଆଣିଛି ବୋଲି ଯବାନମାନଙ୍କୁ ସମ୍ବୋଧିତ କରିବା ସମୟରେ ସେ କହିଛନ୍ତି। ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଯବାନମାନଙ୍କ ସହ ଦୀପାବଳି ପାଳନ କରିଥାନ୍ତି । ୨୦୧୪ ମସିହାରୁ ମୋଦି ପ୍ରଧାନମନ୍ତ୍ରୀ ଭାର ତୁଲାଇବା ପରଠାରୁ ଦୀପାବଳିରେ ସୀମା ଗସ୍ତ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁମାରସ୍ବାମୀଙ୍କ ଇସ୍ତଫା ଦାବି କଲା ଭାଜପା

ବେଙ୍ଗାଲୁରୁ,୯।୭: କର୍ନାଟକରେ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେବା ପରେ ଏବେ ସଙ୍କଟରେ କର୍ନାଟକର ମେଣ୍ଟ ସରକାର। ତେବେ ସଂଖ୍ୟା ଗରିଷ୍ଠତାକୁ ନେଇ ଭାଜପା ପୂର୍ବରୁ ମେଣ୍ଟ...

ହେଲମେଟ୍‌ ପିନ୍ଧି ଚାଲିଛି ଗର୍‌ବା ନୃତ୍ୟ

ସୁରତ,୩୦।୯:ଗୁଜରାଟର ସୁରତ ସହରରେ ଏଥର ଭିନ୍ନ ଢଙ୍ଗରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ନବରାତ୍ରୀ ଅବସରରେ ବିଭିନ୍ନ ସ୍ଥାନରେ ଗର୍‌ବା କାର୍ଯ୍ୟକ୍ରମାନ ଆୟୋଜନ କରାଯାଉଛି। ଗର୍‌ବାରେ...

ମୁଣ୍ଡ୍‌କା ପରେ ଏବେ ନରେଲାରେ ଭୀଷଣ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୬।୫: ଗତ କିଛି ଦିନ ତଳେ ରାଜଧାନୀ ଦିଲ୍ଲୀ ମୁଣ୍ଡ୍‌କାର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନେକଙ୍କ ମୃତ୍ୟୁ ଘଟିଥିଲା। ମୁଣ୍ଡ୍‌କା ପରେ...

ପାର୍ଲାମେଣ୍ଟ୍‌ ପରିସରରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି ଗେଟ୍‌ ନମ୍ବର ୧ରୁ ହଟାଗଲା

ନୂଆଦିଲ୍ଲୀ, ୨୦।୧: ପାର୍ଲାମେଣ୍ଟ୍‌ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଗେଟ୍‌ ନମ୍ବର ୧ରୁ ହଟାଇ ଦିଆଯାଇଛି। ଏବେ ଏହାକୁ ଗେଟ୍‌ ନମ୍ବର ୨ ଏବଂ ୩...

ବିବାଦରେ ଅସଂସଦୀୟ ଶବ୍ଦାବଳୀ

ନୂଆଦିଲ୍ଲୀ,୧୫ା୭:ଜୁମ୍‌ଲାଜୀବୀ, ବାଲ ବୁଦ୍ଧି, କୋଭିଡ୍‌ ସ୍ପ୍ରେଡର୍‌, ଛଳନାକାରୀ, ନିକମ୍ମା, ଦୋହରା ଚରିତ୍ର, ଡିଣ୍ଡିମ ପିଟିବା, କାଲ ସରକାର ଇତ୍ୟାଦି ଇତ୍ୟାଦି। ପାର୍ଲାମେଣ୍ଟରେ ଗୃହକାର୍ଯ୍ୟ ଚାଲିଥିବାବେଳେ ସଦସ୍ୟମାନେ...

ଗୋଟିଏ ମିନିଟ୍‌ରେ ଆଙ୍ଗୁଠିରେ ମାରିଲେ ୧୦୯ ପୁଶ ଅପ୍ସ

ଇମ୍ଫାଲ,୨୩।୧: ଆଙ୍ଗୁଠି ସହାୟତାରେ ଗୋଟିଏ ମିନିଟ୍‌ରେ ପୁଶ୍‌ ଅପ୍ସ ମାରିବାରେ ନୂଆ ଗିନିଜ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି ମଣିପୁରର ଥୋଉନାଓଜାମ ନିରାଞ୍ଜୟ। ୨୪ ବର୍ଷୀୟ ଯୁବକ...

ଆସିବନି ଚତୁର୍ଥ ଲହର, ଭାରତରେ କରୋନା ଶେଷ ମୁହାଁ, ବିଶେଷଜ୍ଞଙ୍କ ରିପୋର୍ଟ…

ନୂଆଦିଲ୍ଲୀ,୮।୩ : ଭାରତରେ କରୋନାର ତୃତୀୟ ଲହର କ୍ରମାଗତ ଭାବରେ ଦୁର୍ବଳ ହେଉଛି। ବର୍ତ୍ତମାନ ସାରା ଦେଶରେ କରୋନା ସକ୍ରିୟ ମାମଲା ମଧ୍ୟ ୫୦ ହଜାରକୁ...

ଟିକା ବଦଳରେ ଦିଆଯାଇଛି ଲୁଣ ପାଣି

ମୁମ୍ବାଇ, ୨୫।୬: ମହାରାଷ୍ଟ୍ରର ମୁମ୍ବାଇ ମହାନଗରୀରେ ପ୍ରାୟ ୨,୦୦୦ ଲୋକଙ୍କୁ କୋଭିଡ୍‌-୧୯ର ନକଲି ଟିକା ଦିଆଯାଇଛି। ସେହିପରି ପଶ୍ଚିମବଙ୍ଗର କୋଲକାତାରେ ମଧ୍ୟ ୫୦୦ ଲୋକ ଏଭଳି...

Advertisement
Archives

Model This Week