Advertisement

ହାଇକୋର୍ଟରେ ପହଞ୍ଚିଲା ଅର୍ଚ୍ଚନା ନାଗ ମାମଲା

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ହାଇକୋର୍ଟ ଗଲା ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା। ଘଟଣାର ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ପହଞ୍ଚିଛି। ଏଥିରେ କେନ୍ଦ୍ର, ରାଜ୍ୟ ସରକାର, ଇଡି, ମୁଖ୍ୟ ସଚିବ, ଗୃହ ବିଭାଗ, ପୋଲିସ ଡିଜି, ଖଣ୍ଡଗିରି ପୋଲିସ ଅଧିକାରୀ ଏବଂ ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ୭ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଅନ୍ୟପଟେ, ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଜାମିନ୍‌ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ଏକାଧିକ ଓକିଲ ଆବେଦନ କରିଥିବାରୁ ଅର୍ଚ୍ଚନାଙ୍କ ଜାମିନ୍‌ ଆବେଦନର ଶୁଣାଣି ହୋଇପାରିନଥିଲା। ତେଣୁ ଆଜି ପୁଣି ଥରେ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ।


Enter your email to get our daily news in your inbox.

All Right Reserved By Dharitri.Com

ରଶ୍ମିରେଖାଙ୍କ ଦୁଇ ପୁରୁଷ ବନ୍ଧୁଙ୍କୁ ହେବ ଜେରା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଅଭିନେତ୍ରୀ ରଶ୍ମିରେଖା ଓଝା ଓରଫ ସୋନି(୨୨)ଙ୍କ ରହସ୍ୟଜନକ ମୃତ୍ୟୁକୁ ୪ ଦିନ ବିତିଛି। ପ୍ରାଥମିକ ତଦନ୍ତରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା କମିଶନରେଟ ପୋଲିସ ପକ୍ଷରୁ...

୩ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଟ୍ୟାଗ୍‌

ଢେଙ୍କାନାଳ ଅଫିସ, ୮।୧ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲାର ୩ ଗ୍ରାମକୁ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଟ୍ୟାଗ୍‌ ମିଳିଛି। ଗଁଦିଆ ବ୍ଲକ...

ଭୋକ ଉପାସରେ ୧୫୭୯ କଳାକାର

କେନ୍ଦ୍ରାପଡ଼ା ଅଫିସ, ୧୧ା୧: ଗାଁରେ ଆଉ କେନ୍ଦରା  ସ୍ବର ଶୁଭୁନାହିଁ। ପାଲା, ଦାସକାଠିଆରେ ଲୋକଙ୍କ ରାତି ଆଉ ପାଉ ନାହିଁ। କଣ୍ଢେଇ ଲୋକ କଳା ବିଲୁପ୍ତ...

ସ୍କୁଲ-କଲେଜକୁ ମିଳିବ ଜମି ପଟ୍ଟା

ଭୁବନେଶ୍ୱର,୪।୨(ବ୍ୟୁରୋ): ସ୍କୁଲ, କଲେଜଗୁଡ଼ିକୁ ଜମି ପଟ୍ଟା ଯୋଗାଇ ଦିଆଯିବ। ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଆସନ୍ତା ମାର୍ଚ୍ଚ ୫ ମଧ୍ୟରେ ଏଗୁଡ଼ିକୁ ପଟ୍ଟା ମିଳିବ।...

ଉପକୂଳ ପାଲଟିଛି ନିଶା ବ୍ୟବସାୟୀଙ୍କ ଚାରଣ ଭୂଇଁ

ମହାକାଳପଡ଼ା,୩ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁଦିନ ବୃଦ୍ଧି ପାଉଛି ବେଆଇନ ନିଶା ବ୍ୟବସାୟ। ସ୍ଥାନୀୟ ବ୍ୟବସାୟୀମାନେ ବେଆଇନ ଭାବେ ଖୁଲମ୍‌ଖୁଲା ଦେଶୀ...

ରାଜଧାନୀରେ ଡକ୍ଟରେଟ୍‌ ଡିଗ୍ରୀ ଠକେଇ ର଼୍ୟାକେଟ

ଭୁବନେଶ୍ୱର,୨୨।୬ (ବ୍ୟୁରୋ): ପାଠପଢ଼ା, ଗବେଷଣା କି ପରୀକ୍ଷା ଦେବାକୁ ପଡ଼ିବନି। ଟଙ୍କାରେ ମିଳୁଛି ବିଭିନ୍ନ ଡକ୍ଟରେକ୍ଟ ଡିଗ୍ରୀ। ଏଭଳି ଏକ ବିଜ୍ଞାପନ ସୋସିଆଲ ମିଡ଼ିଆରେ ଘୂରି...

ଦୁଇଦିନ ୧୪ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର, ୪।୪(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ଦୁଇଦିନ ହେବ ବର୍ଷା ହୋଇଥିବାରୁ ଲୋକଙ୍କୁ ଗରମରୁ ଆସ୍ବସ୍ତି ମିଳିଛି। ଶନିବାର ଫୁଲବାଣୀରେ ସର୍ବାଧିକ ୧୬ମିମି ବର୍ଷା ହୋଇଥିବାବେଳେ...

ମହାନଦୀରେ ବନ୍ୟା ଆଶଙ୍କା: ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ମହାନଦୀରେ ବନ୍ୟା ଆଶଙ୍କା କରି ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏହା ସହ ସମସ୍ତେ ଆଲର୍ଟ ମୋଡ୍‌ରେ ରହିଛନ୍ତି। ଦୁର୍ବଳ ନଦୀବନ୍ଧ ଉପରେ...

Advertisement
Archives

Model This Week