Posted inଜାତୀୟ

ଟଙ୍କା ମାଗିବାକୁ କୋର୍ଟ ପହଞ୍ଚିଲେ ପିୟୁଷ: ୫୨ କୋଟି ଟ୍ୟାକ୍ସ ପେନାଲ୍ଟି କାଟି ଅବଶିଷ୍ଟ ଫେରାଇ ଦେବାକୁ କଲେ ଅନୁରୋଧ

କାନପୁର,୩୦ ।୧୨: ଶହ ଶହ କୋଟି ଟଙ୍କା କଳାଧନ ଠୁଳ କରିଥିବା ମାମଲାରେ ଗିରଫ ହୋଇଥିବା ଉତ୍ତରପ୍ରଦେଶ କାନପୁରର ବ୍ୟବସାୟୀ ପିୟୁଷ ଜୈନ ଏବେ ଟଙ୍କା ମାଗିବାକୁ କୋର୍ଟରେ ପହଞ୍ଚିଛନ୍ତି । ସେ କହିଛନ୍ତି ମୋ ଉପରେ ଟ୍ୟାକ୍ସ ଚୋରି ଓ ପେନାଲ୍ଟି ସମେତ ୫୨ କୋଟି ଟ୍ୟାକ୍ସ ହେଉଛି । ଡାଇରେକ୍ଟର ଜେନରାଲ ଅଫ୍ ଜିଏସ୍‌ଟି ଇଣ୍ଟଲିଜେନ୍ସ(ଡିଜିଜିଆଇ)୫୨ କୋଟି ଟଙ୍କା କାଟି ରଖି ଅବଶିଷ୍ଟ ଅର୍ଥ ମୋତେ ଫେରାଇ ଦିଅନ୍ତୁ । ଏ ସମ୍ପର୍କରେ ପିୟୁଷ ଜୈନଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି । ସୂଚନାଯୋଗ୍ୟ, ପିୟୁଷ ଜୈନ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ଏବେ ସେ କାନପୁର ଜେଲରେ ଅଛନ୍ତି । ଡିଜିଜିଆଇର ଓକିଲ ଅମ୍ବରିଶ ଟଣ୍ଡନ କହିଛନ୍ତି ପିୟୁଷଙ୍କ ଘରୁ ଯେଉଁ ଅର୍ଥ ଜବତ କରାଯାଇଛି ସେସବୁକୁ ୪୨ଟି ମାକ୍ସରେ ଭର୍ତ୍ତି କରାଯାଇ ବ୍ୟାଙ୍କରେ ଜମା କରାଯାଇଛି । ପିୟୁଷଙ୍କ ଘରୁ ପ୍ରାୟ ୨୫୭ କୋଟି ଟଙ୍କା ନଗଦ ଜବତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା: ବ୍ଲକ କାର୍ଯ୍ୟାଳୟ ଘେରାଉ…

ଆଳି,୨୭।୪(ବନମାଳୀ ସେନାପତି): ପାଣି ପାଇଁ ତାତିଲେ ମହିଳା। ପାଇପ ଯୋଗେ ଠିକ ଭାବେ ପାଣି ମିଳୁ ନ ଥିବାରୁ ମହିଳାମାନେ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ତୁରନ୍ତ…

ବାଚସ୍ପତିଙ୍କୁ ଭେଟିଲେ ବିଜେଡି ନେତା: ନିଲମ୍ବିତ ବିଧାୟକଙ୍କ ଉପରେ ହେବ କଡ଼ା…

ଭୁବନେଶ୍ୱର,୨୭।୪: ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ପାଇଁ ୬ ବିଧାୟକଙ୍କୁ ନିଲମ୍ବନ କରିଥିଲା ବିଜେଡି। ତେବେ ଏହି ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ…

ସରକାରଙ୍କ ଅଜବ ନିଷ୍ପତ୍ତି, ‘ମାଙ୍କଡ଼ ଧରାନ୍ତୁ ୬୦୦ ପାଆନ୍ତୁ’

ମୁମ୍ବାଇ,୨୭।୪: ମହାରାଷ୍ଟ୍ରରେ ବଢ଼ୁଥିବା ମଣିଷ-ମାଙ୍କଡ଼ ଭିତରେ ସଂଘର୍ଷ ମଧ୍ୟରେ, ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହା ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯିଏ…

ଭୋଟିଂ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ ମୋଦି, ଥରିଉଠିଲା ବିରୋଧୀଙ୍କ ଛାତି

କୋଲକାତା,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର (୨୭ ଏପ୍ରିଲ) ପଶ୍ଚିମବଙ୍ଗର ବାରାକପୁରରେ ଏକ ‘ବିଜୟ ସଂକଳ୍ପ ସଭା’ (ବିଜୟ ପ୍ରତିଜ୍ଞା ରାଲି) ଆୟୋଜନ କରିଥିଲେ। ନିର୍ବାଚନ ରାଲିକୁ…

‘ପକେଟ୍‌ରେ ଗୋଟିଏ ପିଆଜ ରଖ, କିଛି ହେବନି’, ପ୍ରଚଣ୍ଡ ଗରମରୁ ମୁକ୍ତି ପାଇବା ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଲେ ଉପଚାର

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀରୁ ଚେନ୍ନାଇ ପର୍ଯ୍ୟନ୍ତ, ସମଗ୍ର ଦେଶ ବର୍ତ୍ତମାନ ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି । ତାପମାତ୍ରା ୫୦ ଡିଗ୍ରୀ ଛୁଇଁବାକୁ ଯାଉଛି। ଏପ୍ରିଲ ଶେଷ ହେବା…

ମୋକିମଙ୍କ ଘରେ ଦିଲୀପ, ବଢ଼ିଲା ରାଜନୈତିକ ଚର୍ଚ୍ଚା

କଟକ,୨୭।୪: ରାଜ୍ୟ ସଭା ଏମ୍‌ପି ଦିଲ୍ଲୀପ ରାୟ ସୋମବାର କଟକ ଗସ୍ତରେ ଆସି ବରିଷ୍ଠ ନେତା ମହମ୍ମଦ ମୋକିମ୍‌ଙ୍କୁ ଭେଟିଛନ୍ତି। ଏପରିକି ମୋକିମଙ୍କ ବାସଭବନରେ ଦିଲୀପ ବିଧାୟିକା…

ଜୟପୁର ସହରରରେ ସେକ୍ସ ର଼୍ୟାକେଟ୍‌: ମାଷ୍ଟର ମାଇଣ୍ଡ ସମେତ ବସ୍‌ଷ୍ଟାଣ୍ତରୁ ୩ ମହିଳାଙ୍କୁ ଉଠାଇନେଲା…

ଜୟପୁର,୨୭।୪(ପବନ ପାଣିଗ୍ରାହୀ)-ଜୟପୁର ସରକାରୀ ବସଷ୍ଟାଣ୍ତ ନିକଟରୁ ସେକ୍ସ ର଼୍ୟାକେଟ୍‌ ଅଭିଯୋଗରେ ଟାଉନ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିବା ସହ ୨ ନାବାଳିକାଙ୍କୁ ବାଳସୁଧାର ଗୃହକୁ ପଠାଇଛି।…

ଗାଁରେ ପଶିଲା ଜଙ୍ଗଲୀ ଦନ୍ତା, ବୃଦ୍ଧଙ୍କୁ ଆହତ କରିବା ପରେ ଖେଳିଗଲା ଆତଙ୍କ

ଖଇରା,୨୭ା୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ମାଖନପୁର ପଞ୍ଚାୟତ ଅଧୀନ ସାଉଣ୍ଡିଆ କୁତୁପୁର ଗାଁରେ ଜଙ୍ଗଲୀ ଦନ୍ତା ଅଟକି ରହିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri