୮୨ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍‌ରେ ନିଆଁ

ମାନିଲା,୨୭ା୮: ଫିଲିପାଇନ୍ସର ବାଟାଙ୍ଗସ୍‌ ବନ୍ଦରରେ ଏକ ବୋଟ୍‌ ପହଞ୍ଚତ୍ବା ପୂର୍ବରୁ ଶୁକ୍ରବାର ସେଥିରେ ନିଆଁ ଲାଗିଯାଇଥିଲା। ବୋଟ୍‌ରେ ୮୨ ଜଣ ଯାତ୍ରୀ ଓ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ୭୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଖୋଜା ଚାଲିଥିବା ତଟସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି। ବୋଟ୍‌ଟି ମିଣ୍ଡୋରୋ ଦ୍ୱୀପରୁ ମାନିଲାର ଏକ ବନ୍ଦରକୁ ଆସୁଥିଲା। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ପ୍ରଚାରକାରୀଙ୍କୁ ୫ ବର୍ଷ ଜେଲ୍‌; ୧୦ ଲକ୍ଷ ଜରିମାନା

କଲମ୍ବୋ, ୬।୬: ଶ୍ରୀଲଙ୍କା ସରକାର ସୋସିଆଲ୍‌ ମିଡ଼ିଆରେ ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏଭଳି ବ୍ୟକ୍ତିଙ୍କୁ...

କରୋନାର ସୁପର ସ୍ପ୍ରେଡର ଆମେରିକା ଔଷଧ କମ୍ପାନୀ

ବୋଷ୍ଟନ,୧୪ା୪: ଆମେରିକାର ପ୍ରମୁଖ ଔଷଧ କମ୍ପାନୀ ‘ବାୟୋଜେନ୍‌’କୁ କରୋନା ଭୂତାଣୁର ସୁପର ସ୍ପ୍ରେଡର (ସର୍ବାଧିକ ସଂକ୍ରମଣ କରାଇଥିବା ସଂସ୍ଥା) ବୋଲି କୁହାଯାଉଛି। ମାର୍ଚ୍ଚ ପ୍ରଥମ ସୋମବାର...

ସମୁଦ୍ର ତଳେ ରାସ୍ତା…

ଓ୍ବାଶିଂଟନ, ୧୧।୫ : ରାସ୍ତା ପୁଣି ଗଭୀର ସମୁଦ୍ର ତଳେ, ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପ୍ରଶାନ୍ତ ମହାସାଗରତଳେ ଏଭଳି ଏକ...

ବଲଟିକ ସାଗରରେ ମିଥେନ ଲିକ୍‌ ନେଇ ଜାତିସଂଘର ଚିନ୍ତା ପ୍ରକଟ, ପ୍ରତିଘଣ୍ଟାରେ ୨୩ ହଜାର କିଲୋଗ୍ରାମ୍‌ ହେଉଛି ଲିକ୍‌…

ଜେନେଭା, ୧।୧୦ : ପାଇପଲାଇନ ଭାଙ୍ଗିବା ପରେ ବଲଟିକ ସାଗରରେ ମି;ଥନ ଗ୍ୟାସର ଲିକ ରେକର୍ଡ ସ୍ତରରେ ପହଞ୍ଚିଛି। ପରିବେଶବିତମାନଙ୍କ ସହିତ ମିଳିତ ଜାତିସଂଘ ମଧ୍ୟ...

ୟୁକ୍ରେନ୍‌ରେ ରୁଷିଆ ଅବସ୍ଥା ଖରାପ, ପୁଟିନ୍‌ଙ୍କୁ ସତ କହିବାକୁ ଡରୁଛନ୍ତି ଅଧିକାରୀ…

ଓ୍ବାଶିଂଟନ, ୩୧।୩ : ଆମେରିକା କହିଛି ଯେ ୟୁକ୍ରେନ ଯୁଦ୍ଧର ପ୍ରକୃତ ସ୍ଥିତି ବିଷୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅବଗତ ନୁହଁନ୍ତି। ହ୍ବାଇଟ ହାଉସ...

ଯୁଦ୍ଧ ପାଇଁ ଭିଟାମାଟି ଛାଡିଲେ ଲକ୍ଷେ ୨୦ ହଜାରରୁ ଅଧିକ ଲୋକେ…

କ୍ୱିଭ୍‌, ୨୬।୨ : ରୁଷିଆର ଆକ୍ରମଣ ଯୋଗୁ ୟୁକ୍ରେନ୍‌ର ଲକ୍ଷେ ୨୦ ହଜାରରୁ ଅଧିକ ଲୋକେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଲୋକେ ଜୀବନ ବିକଳରେ...

୩୮ ଦେଶରେ ଓମିକ୍ରନ୍‌ ଆତଙ୍କ…

ଜେନେଭା/ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ପୃଥିବୀର ୩୮ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଛି।...

ପାକିସ୍ତାନରେ ବଢୁଛି ଆର୍ଥତ୍କ ସଙ୍କଟ:ପେଟ୍ରୋଲ ଏବଂ ଡିଜେଲ ବଞ୍ଚାଇବା ପାଇଁ ଆସିବ ନୂଆ ଯୋଜନା

ଇସଲାମାବାଦ୍‌,୨୪।୫: ଗତ ବର୍ଷେ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ନୂଆ ସରକାର ଆସିବା ପରେ ମଧ୍ୟ ସୁଧୁରିବାର ନାଁ ଧରୁନି।...

Advertisement
Archives

Model This Week