Posted inଫୁରସତ

ଲୋକେ ଖାଉଛନ୍ତି ବାସନମଜା ସ୍ପଞ୍ଜ!

ଅନେକ ଲୋକ ଅଛନ୍ତି ଯେଉଁମାନେ କି କିଛି ଅଜବ ଜିନିଷ ଖାଇବାର ସଉକ ରଖିଥାନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ତାଇଓ୍ବାନରେ ଏକ ଅଜବ ଜିନିଷକୁ ଖାଇବା ଲାଗି ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି। ଆଉ ସେହି ଅଜବ ଜିନିଷଟି ହେଉଛି ବାସନ ମାଜିବା ଲାଗି ବ୍ୟବହାର ହେଉଥିବା ହଳଦିଆ ସବୁଜ ରଙ୍ଗର ସ୍ପଞ୍ଜ। ତାଇଓ୍ବାନରେ ଏହାର ଚାହିଦା ଏବେ ବଢିବାରେ ଲାଗିଛି। ଏହାକୁ ଖାଉଥିବା ଦେଖି ଯେକେହି ବି ଚକିତ ହୋଇଯାଆନ୍ତି। ତେବେ ପରେ ଯେତେବେଳେ ପ୍ରକୃତ କଥା ଜାଣନ୍ତି ନ ହସି ରହିପାରନ୍ତି ନାହିଁ। କାରଣ ବାସନମଜା ସ୍ପଞ୍ଜ ପରି ଦେଖାଯାଉଥିବା ଏହି ଜିନିଷଟି ହେଉଛି ଏକ ସ୍ବାଦିଷ୍ଟ ସ୍ପଞ୍ଜ କେକ୍‌। ଏହି କେକ୍‌ ତିନି ଲେୟର ବିଶିଷ୍ଟ ଅଟେ। ଏହାର ସବୁଜ ଅଂଶକୁ ତିଆରି କରିବା ଲାଗି କେକ୍‌ ନିର୍ମାତାମାନେ ଆଖୁର ପତ୍ର ବ୍ୟବହାର କରନ୍ତି। ଏଥିରେ କୌଣସି ପ୍ରକାରର କୃତ୍ରିମ ରଙ୍ଗର ବ୍ୟବହାର ହୋଇ ନାହିଁ। ତେଣୁ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ହିତକର।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ମନ୍ଦିରରେ ରଖାଯାଏ ଏଭଳି ସର୍ତ୍ତ…

ଉତ୍ତରାଖଣ୍ଡ ଆଲମୋରାରେ ରହିଛି ଗେଲୁ ଦେବତାଙ୍କ ମନ୍ଦିର। ମନ୍ଦିରରେ ପ୍ରତିଦିନ ବିବାହ ଅନୁଷ୍ଠିତ ହୋଇଥାଏ। ପ୍ରତିବର୍ଷ ଏଠାରେ ୪ଶହରୁ ଅଧିକ ବିବାହ ହୋଇଥାଏ। ତେବେ ଏବେ...

ଜୟପୁର ରାଜବଂଶ ଶ୍ରୀରାମଙ୍କ ବଂଶଜ :ମହାରାଜା ଭବାନୀ ସିଂହ କୁଶବାହା ବଂଶର ୩୦୭ତମ ରାଜା

ଜୟପୁର: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ୯ ଅଗଷ୍ଟରେ କୋର୍ଟ ରାମଲାଲଙ୍କ ଓକିଲଙ୍କୁ ପଚାରିଥିଲେ, ଭଗବାନ ଶ୍ରୀରାମଙ୍କର କ’ଣ କେହି ବଂଶଜ ଅଯୋଧ୍ୟା...

ଚର୍ଚ୍ଚିତ ପ୍ରେମ କାହାଣୀ: ନିଜ ପ୍ରେମକୁ ପାଇବା ପାଇଁ ସବୁ ଅସମ୍ଭବକୁ ବି କରିଦେଇଛନ୍ତି ସମ୍ଭବ..

ପ୍ରେମ ଶାଶ୍ୱତ ଓ ସୁନ୍ଦର। ଏହା କେବେ କାହା ସହିତ ହୋଇଯାଏ କେହି ଜାଣିପାରନ୍ତି ନାହିଁ। ବିଶ୍ୱାସ ଓ ଉତ୍ତମ ବୁଝାମଣାକୁ ନେଇ ଏଇ ପ୍ରେମ...

ଲଟେରିରେ ୧ କୋଟି ଜିତି ସୁରକ୍ଷା ଲୋଡ଼ିଲେ ନାରାୟଣ

କୋଲକାତା,୩।୧: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଏଭଳି ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ଦ୍ଧମାନ ଜିଲାରେ ରହୁଥିବା ଜଣେ ୭୦...

ଏହି ବିଭାଗ ଡାକ୍ତରଙ୍କୁ କରୋନା ଭୟ ଅଧିକ, ଗାଇଡ୍‌ଲାଇନ୍‌ ଜାରି କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଓ୍ବାଶିଟନ୍‌,୧୭ା୮: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଡାକ୍ତରମାନେ ରାତିଦିନ ଏକ କରି କରୋନା ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି। ଏପରିକି କରୋନା...

ରୋଜ ଡେ’: ଟୁଇଟରରେ ବ୍ୟାଚେଲର କହିଲେ ‘ଅଚ୍ଛେଦିନ ଆୟେଗା’

ନୂଆଦିଲ୍ଲୀ: ଫେବୃୟାରୀ ୧୪ରେ ପାଳନ କରାଯାଉଛି ଭାଲେଣ୍ଟାଇନ୍‌ ଡେ’। ଆଉ ଏବେଠାରୁ ଆରମ୍ଭ ହେଲାଣି ଏହାର ପୂର୍ବ ପ୍ରସ୍ତୁତି। ଫେବୃୟାରୀ ୭ରେ ପାଳନ କରାଯାଉଛି ରୋଜ୍‌...

ମିଳିଲା ୭ କୋଟି ବର୍ଷ ପୁରୁଣା ଡାଇନୋସର ଅଣ୍ଡା

ବେଜିଂ,୨୩।୧୨: ବୈଜ୍ଞାନିକମାନେ ଚାଇନାରେ ଏକ ଡାଇନୋସର ଅଣ୍ଡାର ଜୀବାଶ୍ମ ଉଦ୍ଧାର କରିଛନ୍ତି। ଏହି ଅଣ୍ଡା ଭିତରେ ଏକ ଭଲ ସଂରକ୍ଷିତ ଡାଇନୋସର ଭ୍ରୁଣ ଥିବା ବୈଜ୍ଞାନିକମାନେ...

ଭିଜା ପାଇଁ ୮୧ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କଲେ ଯୁବକ

କାଏରୋ,୭।୧: ଇଜିପ୍ଟରେ ଜଣେ ୩୬ ବର୍ଷ ବୟସ୍କ ଯୁବକ ଭିଜା ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ସେ ଏବେ ସୋସିଆଲ ମିଡ଼ିଆରେ...

Advertisement
Archives

Model This Week