ରିମାଣ୍ଡ ଅବଧି ଶେଷ: ଜେଲଗଲେ ପାଠକ ବାପ-ପୁଅ

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଥରେ ଶନିବାର ଜେଲ ଗଲେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ। ଜେଲ ଯିବାବେଳେ ଅଭୟକାନ୍ତଙ୍କ କହିଛନ୍ତି ଯେ, ସବୁ ପ୍ରମାଣ ଦେବି। ମୋ ବିରୋଧରେ ଷଡଯନ୍ତ୍ର ହୋଇଛି ବୋଲି ସେ କହିଛନ୍ତି। ଏହାଛଡ଼ା ପୁଅ ଟାଟାରେ ଚାକିରି କରୁଥିବା ପ୍ରଶ୍ନରେ ଉତ୍ତର ରଖି କହିଛନ୍ତି ଯେ, ରପୁଅ ଏବେ ବି ଚାକିରି କରୁଛି ବୋଲି ଅଭୟକାନ୍ତ କହିଛନ୍ତି।
ଏହା ପୂର୍ବରୁ ରିମାଣ୍ଡ ସରିବା ପରେ କୋର୍ଟରେ ହାଜର ହେବା ବେଳେ ଅଭୟକାନ୍ତ ଙ୍କ ପୁଅ ଆକାଶ ପାଠକ କହିଥିଲେ ଯେ, ମୁଁ ଟାଟାରେ ଚାକିରି କରୁଥିଲି । ଏବେ କିନ୍ତୁ ଟାଟା ମୋତେ ସପୋର୍ଟ କରୁନି ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘କରୋନାରୁ ମୁକ୍ତ ପରେ ବି ନିୟମ ମାନନ୍ତୁ’

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):କରୋନାରୁ ମୁକ୍ତ ହେବା ପରେ ମଧ୍ୟ ଆକ୍ରାନ୍ତ ବ୍ୟକ୍ତି ସତର୍କ ରହିବା ଦରକାର। ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା...

ଗଞ୍ଜାମରେ ସକାଳ ୭ ରୁ ଅପରାହ୍ନ ୨ଟା ଯାଏ ଖୋଲିବ ବ୍ୟାଙ୍କ: ଜିଲାପାଳ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଥିବା ସମସ୍ତ ବ୍ୟାଙ୍କ ସକାଳ ୭ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏ ନେଇ ଜିଲାପାଳ ବିଜୟ...

ସାବଧାନ ନ ହେଲେ ହଇରାଣ ହେବା

ଭୁବନେଶ୍ୱର, ୨୧ା୧୦(ବ୍ୟୁରୋ): ଆଗକୁ ପାର୍ବଣ ସାଙ୍ଗକୁ ଶୀତଦିନ ଆସୁଛି। ସଚେତନ ନ ରହିଲେ ପରିସ୍ଥିତି ପୁଣି ବିଗିଡ଼ିଯିବ। କେରଳ ଓ ପାଶ୍ଚାତ୍ୟ ଦେଶ ଭଳି ପୁଣି...

୮ଟି ଜିଲାରେ କାଳବୈଶାଖୀ ଭୟ

ଭୁବନେଶ୍ୱର,୨୩।୪: ଓଡ଼ିଶାର ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ୮ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ସାଙ୍ଗକୁ ଝଡତୋଫାନ ସମ୍ଭାବନା ରହିଥିବା ଭୁବନେଶ୍ୱର...

ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବେ ବାଚସ୍ପତି

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ବିଧାନ ଭବନରେ ଆସନ୍ତା ୧୮ରେ ସପ୍ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ(ଭାରତ ଅଞ୍ଚଳ) ସମ୍ମିଳନୀ ଆୟୋଜିତ ହେବ। ଏହି ସମ୍ମିଳନୀରେ ଓଡ଼ିଶା ବିଧାନସଭାର...

ହସ୍ପିଟାଲ, ହଟ୍‌ସ୍ପଟ୍‌ ଜିଲା ଫେରନ୍ତାଙ୍କ ପାଇଁ ସଂକ୍ରମଣ ବଢୁଛି

ଭୁବନେଶ୍ୱର, ୧୨।୭(ବ୍ୟୁରୋ): ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ଜୁଲାଇ ୧ରୁ ୧୦ ମଧ୍ୟରେ ୩୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲରୁ ୬୧,...

ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା: ଫୋନ ବ୍ୟବହାର ଉପରେ ରୋକ, ସବୁ ପରୀକ୍ଷାକେନ୍ଦ୍ରରେ ସିସିଟିଭି

ଭୁବନେଶ୍ୱର,୨୯ା୨(ବ୍ୟୁରୋ): ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେଉଛି। ପରୀକ୍ଷା ଅବ୍ୟବହିତ ପୂର୍ବରୁ ଶନିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କରାଯାଇଥିବା ପ୍ରସ୍ତୁତି...

ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ,୧ା୧୧: ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ବିଶ୍ୱ ପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ନଭେମ୍ବର ୧ ରବିବାରଠାରୁ କଟକଣା ଆରମ୍ଭ ହେଉଛି।...

Advertisement


Archives

Model This Week