Posted inVideo

‘Pain’ creeps into dancing cop Pratap’s life | ଦୁଃଖରେ ଡ୍ୟାନସିଂ ଟ୍ରାଫିକ୍ ପୋଲିସ ପ୍ରତାପ

Featured Video Play Icon

Pratap Chandra Khandlwal, a home guard, who earned popularity due to his unique style of manning the traffic, has been living a life of deprivation and exclusion. While his moves entertain commuters, he is going through a hard-hitting time in his personal life. It has become tough for him to earn two meals a day with his meagre monthly salary. However, he doesn’t mind dancing in the scorching heat and encourage people to obey traffic rules.

ରାସ୍ତା ମଝିରେ ଭିନ୍ନ ଭିନ୍ନ ମୁଦ୍ରାରେ ଟ୍ରାଫିକ୍ ନିୟନ୍ତ୍ରଣ । କେତେବେଳେ ରାସ୍ତାରେ ବସିପଡି ତ ଆଉ କେତେବେଳେ ରାସ୍ତାର ଏପଟୁ ସେପଟୁ ଦୌଡି ଦୌଡି କରୁଛନ୍ତି ଟ୍ରାଫିକ ନିୟନ୍ତ୍ରଣ । ଏ ହେଉଛନ୍ତି ପ୍ରତାପ ଖଣ୍ଡୁଆଳ ଯେକି ଡ୍ୟାନସିଂ ଟ୍ରାପିକ୍ ପୋଲିସ ନାଁରେ ପରିଚିତ, କିନ୍ତୁ ସେ ଆଜି ଦୁଃଖରେ । ତାଙ୍କ ପାଖରେ ୨ଓଳି ଖାଇବାକୁ ଆର୍ଥିକ ସମ୍ବଳ ନାହିଁ । ପ୍ରତାପ କୁହନ୍ତି ଦରମା ବାବଦକୁ ଯେତିକି ଟଙ୍କା ତାଙ୍କୁ ମିଳୁଛି ସେତିକିରେ ପରିବାର ଚଳାଇବା କଷ୍ଟସାଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Helmets mandatory to ride on overbridges

Khurda district administration has made it mandatory for two-wheeler riders to wear helmets in order to be able to...

Featured Video Play Icon

ଲକଡାଉନ ୩.୦ ପରେ ବାପୁଜୀନଗରର ଚିତ୍ର

ସାରା ଦେଶରେ ମେ ୧୭ ପର୍ଯ୍ୟନ୍ତ ଲକଡାଉନ ଜାରି ରହିଛି । ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନରେ ସରକାର ନିୟମରେ କିଛିଟା କୋହଳ କରିଛନ୍ତି ।...

Featured Video Play Icon

ନୂଆପଡାରେ ଜୀବଜନ୍ତୁଙ୍କୁ ଅଜଣା ରୋଗ

ନୂଆପଡା ଜିଲ୍ଲା ସାମପଦର ଗ୍ରାମରେ ଗତ କିଛିଦିନ ହେବ ଜୀବଜନ୍ତୁଙ୍କ ଠାରେ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ପାଖାପାଖି 114 ଛେଳି ମେଣ୍ଢାଙ୍କର ମୃତ୍ୟୁ...

Featured Video Play Icon

ଆମେ ଘରେ ରହି ରଜ ପାଳନ କରୁଛୁ

କୋଭିଡ-୧୯ ମହାମାରୀ ଯୋଗୁଁ ଏଥର ଓଡ଼ିଶାରେ ଫିକା ପଡିଛି ରଜ ଉତ୍ସବ । ଏହି ସମୟରେ ସବୁ ଘରେ ରହି ରଜ ପାଳନ କରୁଛନ୍ତି ।...

Featured Video Play Icon

MLA Debiprasad Mishra briefs media

Badamba-Narsinghpur BJD MLA Debiprasad Mishra opens up about his wish to join the ministerial berth before media persons.

Featured Video Play Icon

ଦେଶରେ ପୁଣି ବଢିଲା ଲକଡାଉନ

ଦେଶରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ଶୁକ୍ରବାର କେନ୍ଦ୍ର ସରକାର ଲକ୍‌ଡାଉନ ଅବଧିକୁ ଆଉ ୨ ସପ୍ତାହ...

Featured Video Play Icon

ବାବୁ ମହଲ: ସୁପରଷ୍ଟାର୍ ସନିଆ

ଆଜିର ଯୁବକ ଯୁବତୀମାନେ ରାତାରାତି ଷ୍ଟାର୍ ହେବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଚିନ୍ତା କରିଥାଆନ୍ତି, ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ...

Featured Video Play Icon

Unit -1 market relocated to Rajmahal | ଘୁଂଚିଲା ୧ ନଂ ହାଟ, ଅସନ୍ତୋଷ ପ୍ରକାଶ କଲେ ବ୍ୟବସାୟୀ

କରୋନା ସଂକ୍ରମଣକୁ ରୋକିବା ଲାଗି ସାମାଜିକ ଦୂରତା ହିଁ ଜରୁରୀ । ଏଥିପାଇଁ ଭୁବନେଶ୍ୱର ମହାନଗର ପକ୍ଷରୁ ୧ନଂ ହାଟକୁ ରାଜମହଲ ଛକ ଓ ହାଇସ୍କୁଲ...

Play 250+ Trending Games
Archives

Model This Week

Why Dharitri