Posted inଜାତୀୟ

କୁମ୍ଭମେଳାରେ କରୋନା ବିସ୍ଫୋରଣ

ହରିଦ୍ୱାର,୧୫।୪: ହରିଦ୍ୱାର କୁମ୍ଭମେଳାରେ ୫ ଦିନରେ ୧୭୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବିଶ୍ୱର ସର୍ବବୃହତ୍‌ ଧର୍ମୀୟ ସମାବେଶ ସଂକ୍ରମଣକୁ ଆହୁରି ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି। ମେଳା ଅଞ୍ଚଳରେ ଗତ ୫ ଦିନ ମଧ୍ୟରେ ୨,୩୬,୭୫୧ ନମୁନା ପରୀକ୍ଷା କରାଯାଇ ୧,୭୦୧ ପଜିଟିଭ୍‌ ଚିହ୍ନଟ ହୋଇଥିବା ହରିଦ୍ୱାରର ମୁଖ୍ୟ ମେଡିକାଲ ଅଫିସର ଶମ୍ଭୁ କୁମାର ଝା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ନୌସେନାର ତିନି ଦିବସୀୟ ସମ୍ମଳନୀ

ନୂଆଦିଲ୍ଲୀ,୪।୯: ଭାରତ ମହାସାଗରରେ ଚାଇନାର ସାମରିକ ଶକ୍ତି ବୃଦ୍ଧି ମଧ୍ୟରେ, ନୌସେନାର ଶୀର୍ଷ କମାଣ୍ଡୋମାନେ ସୋମବାର ଠାରୁ ଆରମ୍ଭ ହେବାକୁ ଥିବା ତିନି ଦିନିଆ ସମ୍ମିଳନୀରେ...

ଦୀପାବଳି ସୁଦ୍ଧା ମୁକ୍ତ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୨୩।୪: ଦୀପାବଳି ସୁଦ୍ଧା ଭାରତ ଓ ବ୍ରିଟେନ ମଧ୍ୟରେ ବହୁପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ସ୍ବାକ୍ଷର ହେବାକୁ ଯାଉଛି। ଏହା ଦ୍ୱାରା ଚଳିତ ଦଶନ୍ଧି...

ଜମ୍ମୁ-କଶ୍ମୀର ଗଜନଭି ଫୋର୍ସ ବେଆଇନ ଘୋଷିତ

ନୂଆଦିଲ୍ଲୀ,୧୮ା୨: ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ଜମ୍ମୁ-କଶ୍ମୀର ଗଜନଭି ଫୋର୍ସ (ଜେକେଜିଏଫ୍‌)କୁ ଶୁକ୍ରବାର ବେଆଇନ ଘୋଷଣା କରାଯାଇଛି। ଲଶ୍ମର-ଇ-ତୋଇବା, ଜୈଶ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର କ୍ୟାଡରମାନଙ୍କୁ...

ସଂସ୍କୃତ ଭାଷା ପ୍ରତି ବୈମାତୃକ ମନୋଭାବ ରଖାଯାଉଛି, ହାଇକୋର୍ଟଙ୍କ ଟିପ୍ପଣୀ…

ଲକ୍ଷ୍ନୌ, ୧୯।୧ : ଉତ୍ତରପ୍ରଦେଶରେ ସଂସ୍କୃତ ଭାଷା ପ୍ରତି ବୈମାତୃକ ମନୋଭାବ ରଖାଯାଉଛି। ତେଣୁ ରାଜ୍ୟରେ ସଂସ୍କୃତ ଶିକ୍ଷକଙ୍କୁ ନିୟମିତ କରାଯାଉ ନାହିଁ। ସେହିପରି କଲେଜରେ...

ଚମତ୍କାର ପ୍ରଦର୍ଶନ ସବୁବେେଳେ ମନେ ରହିବ

ନୂଆଦିଲ୍ଲୀ,୬।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ର ମହିଳା ହକିରେ ବ୍ରୋଞ୍ଜ ପଦକ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ ନିରାଶ ହୋଇଛି। ଦଳ ବ୍ରିଟେନ ହାତରୁ ୪-୩ ମ୍ୟାଚ...

ବ୍ରିକ୍ସ ସମିଟ୍‌ରେ ଅଧ୍ୟକ୍ଷତା କରିବେ ମୋଦି

ନୂଆଦିଲ୍ଲୀ, ୭।୯: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ତ୍ରୟୋଦଶ ସମିଟ୍‌ ୯ ତାରିଖରେ ଅନୁଷ୍ଠିତ ହେବ।...

ଚାଇନାକୁ ମିଳିବ କଡ଼ା ଜବାବ, ଏଲଏସିରେ ମୁତୟନ ହେବ ୧୦୦ଟି କେ-୯ ବଜ୍ର ତୋପ…

ନୂଆଦିଲ୍ଲୀ, ୨୭।୯ : ମେ ୨୦୨୦ ରେ ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହା ଯୋଗୁ ଉଭୟଙ୍କ ମଧ୍ୟରେ...

ଜମ୍ମୁ ଛାଡିଲେ ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳ

ଶ୍ରୀନଗର,୩୦।୬: ଅମରନାଥ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ରବିବାର ଜମ୍ମୁ ଛାଡିଛନ୍ତି। ସେମାନେ କଶ୍ମୀରରେ ପହଞ୍ଚିବା ପରେ ସୋମବାରଠାରୁ ୪୫ ଦିନିଆ ଅମରନାଥ ଯାତ୍ରା ଆରମ୍ଭ ହେବ।...

Advertisement
Archives

Model This Week