ରୁଷିଆରେ ଯୁଦ୍ଧ ବିରୋଧୀ ଆନ୍ଦୋଳନ ପାଇଁ ୧,୧୦୦ ଅଟକ

ମସ୍କୋ,୬।୩: ୟୁକ୍ରେନ ଉପରେ ସାମରିକ ଆକ୍ରମଣର ବିରୋଧରେ ରୁଷିଆରେ ତେଜିବାରେ ଲାଗିଛି ଆନ୍ଦୋଳନ। ବିଭିନ୍ନ ସହରରେ ରବିବାର ଯୁଦ୍ଧ ବିରୋଧୀ ବିକ୍ଷୋଭରେ ଜଡ଼ିତ ୧,୧୦୦ ଲୋକଙ୍କୁ ଅଟକ ରଖାଯାଇଛି। ଏ ନେଇ ସୂଚନା ଦେଇଛି ବିରୋଧୀ ଦଳର ଆନ୍ଦୋଳନ ଉପରେ ନଜର ରଖୁଥିବା ମନିଟର (ଓଭିଡି-ଇନ୍‌ଫୋ)।

ଏହି ମନିଟର ପକ୍ଷରୁ କୁହାଯାଇଛି, ଅପରାହ୍ନ ୨ଟା ୨୦ ସୁଦ୍ଧା ୩୫ ସହରରେ ୧,୧୦୩ ଜଣଙ୍କୁ ଅଟକ ରଖାଯାଇଛି। ନୋଭୋସିବିର୍ସ୍କ ରାଜ୍ୟର ସାଇବେରିଆନ ସହରରେ ଅଟକ ରଖାଯାଇଥିବା ଆନ୍ଦୋଳନକାରୀଙ୍କ ସଂଖ୍ୟା ସର୍ବାଧିକ। ଦେଶର ରାଜଧାନୀ ମସ୍କୋର ଓ ସେଣ୍ଟ ପିଟରସବର୍ଗରେ ମଧ୍ୟ ଲୋକଙ୍କୁ ଅଟକ କରାଯାଇଛି।

୨୪ ତାରିଖରେ ଯୁଦ୍ଧ ଘୋଷଣା ହେବା ପରଠାରୁ ରୁଷିଆରେ ଆନ୍ଦୋଳନ ଚାଲିଛି। ଆନ୍ଦୋଳନକୁ ତୀବ୍ର ହେବାରୁ ରୋକିବା ପାଇଁ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଉଛି। ଏପର୍ଯ୍ୟନ୍ତ ପ୍ରାୟ ୧୦ ହଜାର ଆନ୍ଦୋଳନକାରୀଙ୍କୁ ଅଟକ ରଖାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗତଙ୍କ ଆକୁଳ ଚିତ୍କାର,ମୋରୋକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ଟପିଲା ୨ ହଜାର…

ରାବାତ,୧୦।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨ ହଜାର ଅତିକ୍ରମ କରିଛି। ମୋରୋକୋରେ ଏହି ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି।...

ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି: ଟିଟିପି ନୂଆ ସରକାର ଘୋଷଣା କଲା…

ଇସଲାମାବାଦ,୨।୧ : ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ (ଟିଟିପି) ପାକିସ୍ତାନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଫଳରେ ଏବେ ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ...

ଯୁଦ୍ଧ ପାଇଁ ଭିଟାମାଟି ଛାଡିଲେ ଲକ୍ଷେ ୨୦ ହଜାରରୁ ଅଧିକ ଲୋକେ…

କ୍ୱିଭ୍‌, ୨୬।୨ : ରୁଷିଆର ଆକ୍ରମଣ ଯୋଗୁ ୟୁକ୍ରେନ୍‌ର ଲକ୍ଷେ ୨୦ ହଜାରରୁ ଅଧିକ ଲୋକେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଲୋକେ ଜୀବନ ବିକଳରେ...

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ: ଅଭେଦ୍ୟ କିଲ୍ଲାରେ ପରିଣତ ହେଲା ଓ୍ବାଶିଂଟନ

ଓ୍ବାଶିଂଟନ,୧୯।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶର ୫୦ଟି ରାଜ୍ୟରେ ସୁରକ୍ଷା...

କରୋନାର କରୁଣ ଦୃଶ୍ୟ: ମୃତ ଲୋକଙ୍କ ପାଇଁ ମିଳୁନି କଫିନ!

ସାଓ ପୋଲୋ,୨।୫: ବ୍ରାଜିଲର ମାନୁସ ସହରରେ କରୋନାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ, ଏଠାରେ ପ୍ରତିଦିନ କରୋନା ସଂକ୍ରମଣରେ ଶହ ଶହ...

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଇସଲାମବାଦ,୧୬।୮: ଆର୍ଥିକ ସଙ୍କଟରେ ଯୁଝୁଥିବା ପଡୋଶୀ ଦେଶ ପାକିସ୍ତାନରେ ଅତ୍ୟାବଶକୀୟ ଦରଦାମ ଆକାଶଛୁଆଁ ହୋଇଛି। ସେହିପରି ଅଧ ରାତିରେ ଦରବୃଦ୍ଧି ବୋମା ବିସ୍ଫୋରଣ ଭଳି ବିସ୍ଫୋଟ...

୪ ଗଣବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ

ଲାହୋର,୧୬।୧୨: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାରେ ଦୋଷୀସାବ୍ୟସ୍ତ ୪ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ଗତ ଜାନୁୟାରୀରେ ୪ ଅଭିଯୁକ୍ତ...

ଝଡ଼ ପ୍ରଭାବିତ ସହରର ନାଁ ଭୁଲିଗଲେ ରାଷ୍ଟ୍ରପତି

ଓ୍ବାଶିଂଟନ,୨ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମିସିସିପିର ‘ରୋଲିଂ ଫର୍କ ସହରକୁ ଯିବାବେଳେ ଏକ ବଡ଼ ଭୁଲ୍‌ କରିଛନ୍ତି। ଯେତେବେଳେ ସେ ଝଡ଼ ପ୍ରଭାବିତ ଅଞ୍ଚଳର...

Advertisement
Archives

Model This Week