୨ ବାଇକ୍‌ ମୁହାଁମୁହିଁ: ପଛରୁ ଆସି ଚଢ଼ିଗଲା ଟ୍ରକ୍‌

ଏମ୍‌ଭି ୭୯,୨୬ା୮(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ସୀମାନ୍ତ ମୋଟୁ ଥାନାଠାରୁ ପ୍ରାୟ ୨ କି.ମି. ଦୂର ୩୨୬ ନଂ. ଜାତୀୟ ରାଜପଥରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ବାଇକ୍‌ ଉପରେ ଚଢିଯିବାରୁ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେ ମୋଟୁ ପଞ୍ଚାୟତ ଆଲମା ଗ୍ରାମର ବୋଲି ଜଣାପଡିଛି। ଖବରପାଇ ମୋଟୁ ପୋଲିସ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତରଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କାଲିମେଳା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ପୋଲିସ ଦୁଇ ବାଇକ୍‌ ଓ ଟ୍ରକ ଜବତ କରି ତଦନ୍ତ ଜାରି ରଖଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଶୋକ ବିଶୋୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୀମା ଅର୍ଥ ନ ମିଳିବା, ଡାକ୍ତର ଅଭାବ ନେଇ ଉଦ୍‌ବେଗ

ଛତ୍ରପୁର,୧୭ା୮(ଡି.ଏନ.ଏ)-ଗଞ୍ଜାମ ଜିଲାପରିଷଦର ସାଧାରଣ ଅଧିବେଶନ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଲେଇ ଅଧ୍ୟକ୍ଷତା କରିଥିଲେ ା ଚାଷୀଙ୍କୁ...

ବାଲେଶ୍ୱରରୁ ଚାଲି ଚାଲି ଛତିଶଗଡ଼ ଯାଉଛନ୍ତି ୨୫ ଶ୍ରମିକ: ଅଛନ୍ତି ଛୋଟ ପିଲା, ମହିଳା

ଚୌଦ୍ୱାର,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲାର ବିଭିନ୍ନ ଇଟାଭାଟିରେ କାମ କରୁଥିବା ୨୫ ଶ୍ରମିକ ଚାଲିଚାଲି ଛତିଶଗଡ଼ ଯାଉଛନ୍ତି। ପ୍ରାୟ ଏକ ସପ୍ତାହ ହେବ ସେମାନେ ବାଲେଶ୍ବରରୁ ବାହାରି...

ଗଞ୍ଜେଇ ବୋଝେଇ ଅଟୋ ଜବତ; ଅଣ ଓଡ଼ିଆ ଯୁବକ, ଯୁବତୀଙ୍କ ସହ ଚାଳକ ଗିରଫ

ଦିଗପହଣ୍ଡି,୧୭ା୧୦(ଡି.ଏନ.ଏ.) -ଦିଗପହଣ୍ଡି ଅବକାରୀ ବିଭାଗ ଏକ ଗଞ୍ଜେଇ ବୋଝେଇ ଅଟୋ (ନଂ.ଓଡି୦୭ଏକ୍ସ-୧୯୮୨)କୁ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଯୁବକ...

ଗଞ୍ଜାମ ମିନି ଷ୍ଟାଡିୟମ୍‌ରେ ମାଛ, ମାଂସ ଦୋକାନ: ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ, ୧୯।୬(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ବିଭିନ୍ନ ଅଭିନବ ପ୍ରୟାସ ଜାରିରଖିଛି । ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ପରିବା ଓ...

ଚୋରା ମଦ ବେପାରୀ ଗିରଫ

ଢେଙ୍କିକୋଟ, ୧୯ା୧(ଡି.ଏନ୍‌.ଏ.)- ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ଗ୍ରାମ ପଞ୍ଚାୟତ ପିପିଳିଆଠାରେ ଚୋରାରେ ଦେଶୀ ବିଦେଶୀ ମଦ ବିକ୍ରି ହେଉଥିବା ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଥିଲା।...

୨୩ରୁ ପୁରୀରେ ୧୪୪

ପୁରୀ ଅଫିସ,୨୧।୬: ସ୍ନାନଯାତ୍ରା ପାଇଁ ପୁରୀ ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନସମାଗମ ରୋକିବା ଉଦ୍ଦେଶ୍ୟରେ...

ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଲାଗି ଜମି କିଣିଲେ ସରକାର

ସାକ୍ଷୀଗୋପାଳ, ୧୦।୧୦( ଡି. ଏନ୍‌. ଏ.)- ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଓଡିଆ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁଷ୍ଠାନିକ...

ଡ୍ୟୁଟିରେ ଥିବା ବେଳେ ବୃଦ୍ଧାଙ୍କୁ ଖୁଆଇବା ଘଟଣା: ମାଲକାନଗିରି ଏସ୍‌ଆଇ ଶୁଭଶ୍ରୀଙ୍କ ପ୍ରଶଂସାରେ ଶତମୁଖ ମେଗାଷ୍ଟାର ଚିରଞ୍ଜୀବୀ, ଭିଡିଓ କଲ୍‌ ଯୋଗେ କଥା ହେଲେ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ମେଗାଷ୍ଟାର ଚିରଞ୍ଜୀବୀ ଡ୍ୟୁଟିରେ ଥିବା ସମୟରେ ଜଣେ ବୃଦ୍ଧ ମହିଳାଙ୍କୁ ଖାଇବାକୁ ଦେଇଥିବାରୁ ମାଲକାନଗିରି ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀ ନାୟକଙ୍କୁ ପ୍ରଶଂସା କରିଛନ୍ତି। ବିଶ୍ୱ ମାତୃ...

Advertisement
Archives

Model This Week