ବଢ଼ିଲା ‘ବାଲିଯାତ୍ରା’ ଅବଧି

ଭୁବନେଶ୍ୱର/କଟକ,୧୯।୧୧: ବଢ଼ିଲା ଐତିହାସିକ ବାଲିଯାତ୍ରା ଅବଧି। ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଆଉ ଦିନକ ପାଇଁ ବୃଦ୍ଧି କରିଛନ୍ତି। ଏଣୁ ଏବେ ଏହି ଉତ୍ସବ ୯ମ ଦିନରେ ଉଦ୍‌ଯାପିତ ହେବ।

Image

ପ୍ରକାଶ ଯେ, ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାଠାରୁ ବାଲିଯାତ୍ରା ଆରମ୍ଭ ହୋଇଛି। ଏହା ୮ଦିନ ଯାଏ ଚାଲିଥାନ୍ତା। ହେଲେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏବେ ନଭେମ୍ବର ୨୩ରେ ଏହା ଉଦ୍‌ଯାପିତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ସେହି ବ୍ୟକ୍ତି, ଯାହାଙ୍କ ହାତରେ ବିଜୟଙ୍କ ଭାଗ୍ୟ, ଗୋଟିଏ ନିଷ୍ପତ୍ତିରେ TVKର ଖେଳ ଶେଷ!

ଚେନ୍ନାଇ,୮।୫: ତାମିଲନାଡୁରେ ଏକ ଅଜବ ଖେଳ ଚାଲିଛି। ସରକାରକୁ ନେଇ ବହୁତ ସସପେନ୍ସ ରହିଛି। ଥଲାପଥି ବିଜୟଙ୍କ ଟିଭିକେ ହେଉ, ଡିଏମକେ ହେଉ, କିମ୍ବା ଏଆଇଏଡିଏମକେ, କାହା…

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ, କହିଲେ ମୋତେ ଆଉ ମୋ’ ସାଙ୍ଗକୁ ସେ…

ବାଲିଅନ୍ତା,୮ା୫(ନୀଳମାଧବ ସାହୁ): ଖୋର୍ଦ୍ଧା ଜିଲା ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ଯୁବତୀ। ସେ କହିଛନ୍ତି, ମୋତେ ଓ ମୋ’ ସାଙ୍ଗକୁ ୨…

ଶତ୍ରୁଙ୍କ ପାଇଁ କାଳ ସାଜିବ ‘ତାରା’, ସଫଳ ପରୀକ୍ଷଣ କଲା DRDO

ନୂଆଦିଲ୍ଲୀ,୮।୫: ଭାରତ ଏକ ଅତ୍ୟାଧୁନିକ ଗାଇଡେଡ୍ ଅସ୍ତ୍ର ପ୍ରଣାଳୀ ବିକଶିତ କରିଛି ଯାହା ଯେକୌଣସି ପାରମ୍ପରିକ ଅସ୍ତ୍ରକୁ ଏକ ଘାତକ, ସଠିକ୍-ପ୍ରହାର ଯୁଦ୍ଧାସ୍ତ୍ରରେ ପରିଣତ କରିପାରିବ। DRDO…

ସ୍ତ୍ରୀଙ୍କ ସହ ଖୋଲନ୍ତୁ ଏହି ଖାତା, ୧୦ବର୍ଷରେ ମିଳିବ ୪୧ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ନିବେଶ…

ସଞ୍ଚୟ ଆରମ୍ଭ କରିବା ପାଇଁ କେବେବି “ଆସନ୍ତାକାଲି” ପାଇଁ ଅପେକ୍ଷା କରିବା ଉଚିତ ନୁହେଁ। ଲୋକମାନେ ପ୍ରାୟତଃ ଭାବନ୍ତି ଯେ ସେମାନେ କେବଳ ସେତେବେଳେ ନିବେଶ କରିବେ…

ଭାଜପାର ବଙ୍ଗ ବିଜୟକୁ ନେଇ ଏମିତି କଥା କହିଦେଲେ ଟ୍ରମ୍ପ: ରାଗରେ ନିଆଁବାଣ ହେଲେ ସଞ୍ଜୟ ରାଉତ

ଓ୍ବାଶିଂଟନ୍‌,୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବିପୁଳ ବିଜୟ ପାଇଁ କେବଳ ଦେଶ ଭିତରୁ ନୁହେଁ ବରଂ ବିଦେଶରୁ ମଧ୍ୟ ଅଭିନନ୍ଦନର ସୁଅ…

ଆଜି ବଙ୍ଗକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ: ରେସ୍‌ରେ ୪, କାହା ନାଁ ଉପରେ ମୋହର ମାରିବେ ମୋହନ-ଶାହା

କୋଲକାତା,୮।୫: ପଶ୍ଚିମବଙ୍ଗରେ ଭାଜପା ଟିଏମସିକୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି। ୨୦୭ ଆସନ ପାଇ ଭାଜପା ବଙ୍ଗଳାରେ ବଡ଼ ବାଜି ମାରିଛି। ୧୫…

ସୂର୍ଯ୍ୟକୁମାର ଯାଦବଙ୍କୁ ହଟାଇ ଶ୍ରେୟସ ଆୟର ହେବେ T-20 କ୍ୟାପେଟେନ, ଟିମ ଇଣ୍ଡିଆରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୮।୫: ସୂର୍ଯ୍ୟକୁମାର ଯାଦବ ଭାରତୀୟ T-20 ଦଳର ଅଧିନାୟକ ପଦ ହରାଇବାକୁ ଯାଉଛନ୍ତି। ଏହା ପ୍ରାୟତଃ ନିଶ୍ଚିତ ଯେ ୨୦୨୬ ଆଇପିଏଲ ସିଜିନ ପରେ ତାଙ୍କ ଉପରେ…

ବିଜୟଙ୍କ ପାଇଁ ଆସିଲା ବଡ଼ ଖୁସିଖବର: ପ୍ରଶଂସକ ଶୁଣିଲେ ଖୁସିରେ ନାଚି ଉଠିବେ…

ନୂଆଦିଲ୍ଲୀ, ୮।୫: ତାମିଲନାଡୁ ନିର୍ବାଚନରେ ବିଜୟ ପରେ ବିଜୟଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି। ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ଜନ ନାୟକନ” ପୁଣିଥରେ ଖବରରେ ରହିଛି। ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri