Posted inଖେଳ

ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ ଟିକେଟ ଦର କମାଇଲା ଓସିଏ, ଜାଣନ୍ତୁ…

ଭୁବନେଶ୍ୱର,୧୯।୧୧: ବାରବାଟୀ ଦିନିକିଆ ପାଇଁ କମିଲା ଟିକେଟ ଦର। ଓସିଏ ଫେବୃୟାରୀ ୯ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ ଟିକେଟ ଦର ସର୍ବନିମ୍ନ ୧୦୦ ଟଙ୍କା ହ୍ରାସ କରିଛି। ପ୍ରଥମେ ଗ୍ୟାଲେରୀ ୧ ଓ ୩ର ଟିକେଟ ଦର ୧୨୦୦ ରହିଥିଲା। ଏବେ ଏହା ୧୧୦୦ ହୋଇଛି। ୧୫୦୦ ଥିବା ଗ୍ୟାଲେରୀ ୫ର ଦର ୧୨୦୦ ହୋଇଛି। ଗ୍ୟାଲେରୀ ୨ ଓ ୪ର ଦର୧୦୦୦ ଥିବା ବେଳେ ଏହା ୯୦୦ ହୋଇଛି। ଗ୍ୟଲେରୀ ୭ର ଦର ୮୦୦ ଥିବା ବେଳେ ଏହା ୭୦୦ ହୋଇଛି। ସ୍ପେଶାଲ ଏନ୍‌କ୍ଲୋଜର ୭ ହଜାର ଥିବା ବେଳେ ଏହା ୬ ହଜାର ହୋଇଛି। ଏସି ଗ୍ୟାଲେରୀ ବକ୍ସର ଦର ୯ ହଜାର ଥିବା ବେଳେ ଏହା ୮ ହଜାର ହୋଇଛି। ମାତ୍ର କର୍ପୋରେଟ ବକ୍ସ ୨୦ ହଜାର, ନିଉ ପ୍ୟାଭିଲିଅନ୍‌ ୧୦ ହଜାର ସହ ଅପରିବର୍ତ୍ତିତ ରହିଛି। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…

ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଚୂରମାର୍‌! ବଡ଼ ଚାଲ୍‌ ଖେଳିଲେ ଷ୍ଟାଲିନଙ୍କ ପୁଅ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତି ଏପରି ଏକ ମୋଡ଼ରେ ପହଞ୍ଚିଛି, ଯେଉଁଠାରେ ପ୍ରତି ଘଣ୍ଟାରେ କ୍ଷମତା ଗତିଶୀଳତା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। ଅଭିନେତାରୁ ରାଜନେତା ହୋଇଥିବା…

ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ ଦାବିରେ ଏକାଠି ହେଲେ ଶତାଧିକ ମହିଳା, ବିରୋଧୀଙ୍କ କୁଶପୁତ୍ତଳିକା ଦାହ କରି…

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା…

ଆଇପିଏଲ୍‌ ଡଗଆଉଟ୍‌ରେ ଅଣସ୍ବୀକୃତି ପ୍ରାପ୍ତ ଲୋକ: ଚିନ୍ତା ପ୍ରକଟ କଲା ଏସିଏସ୍‌ୟୁ

ନୂଆଦିଲ୍ଲୀ,୮ା୫: ଆଇପିଏଲ୍‌ର ଆଣ୍ଟି କରପଶନ ଏବଂ ସିକ୍ୟୁରିଟି ୟୁନିଟ୍‌ (ଏସିଏସ୍‌ୟୁ) ଚଳିତ ସିଜନରେ ଦଳର ଡଗ୍‌ଆଉଟ୍‌, ବସ୍‌, ହୋଟେଲ, ଖେଳାଳି ଓ ମ୍ୟାଚ୍‌ ଅଫିସିଆଲ୍ସ ଏରିଆ (ପିଏମ୍‌ଓଏ)ରେ…

ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରାଟ କୋହଲି: ‘ଜିରୋ’ରେ ଆଉଟ୍‌ ହେବାପରେ ଖୋଲିଗଲା ସବୁ ରାଜ୍‌

ନୂଆଦିଲ୍ଲୀ,୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ଚତୁର୍ଥ ପରାଜୟ ବରଣ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ, ଆରସିବି ୯ ରନରେ ପରାସ୍ତ ହୋଇଛି।…

ଥାଲାପତି ବିଜୟଙ୍କ ସହ ୧୦୮ ବିଧାୟକ ଇସ୍ତଫା ଦେଲେ ମିଳିବ କି ପେନଶନ? ଜାଣନ୍ତୁ କଣ ରହିଛି ନିୟମ…

ଚେନ୍ନାଇ,୮।୫: ନିର୍ୱାଚନ ଫଳାଫଳ ପରେ ତାମିଲନାଡୁରେ ସରକାର ଗଠନ ପ୍ରକ୍ରିୟା ଏବେ ଏକ ନାଟକୀୟ ମୋଡ଼ରେ ପହଞ୍ଚିଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି…

ଅଖିଳେଶଙ୍କୁ ଭାଜପା ନେତାଙ୍କ ଭୟଙ୍କର ଚେତାବନୀ: ମମତା ବାନାର୍ଜୀଙ୍କୁ ଯିଏ ଯିଏ ଭେଟିବାକୁ ଯିବେ…

ନୂଆଦିଲ୍ଲୀ,୮।୫: ପଶ୍ଚିମବଙ୍ଗ ନିର୍ବାଚନରେ ଏକ ବଡ଼ ପରାଜୟ ସତ୍ତ୍ୱେ, ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ମନା କରିଦେଇଥିଲେ। ଏହି ନିଷ୍ପତ୍ତି ବଙ୍ଗଳା ବିଧାନସଭା ଭାଙ୍ଗି ଦେଇଥିଲା।…

ଟି-୨୦ ଅଧିନାୟକ ପଦରୁ ବିଦା ଦେବେ ସୂର୍ଯ୍ୟକୁମାର: ଏହି କ୍ରିକେଟର୍‌ଙ୍କୁ ମିଳିବ ଦାୟିତ୍ୱ

ନୂଆଦିଲ୍ଲୀ,୮।୫: ୨୦୨୬ ଆଇପିଏଲ ସିଜିନ ଶେଷ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ ପୁଣି ଥରେ ଆରମ୍ଭ ହେବା ସହିତ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ। କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri