ନୋକିଆ ୮୨୧୦ ୪ଜି ଉନ୍ମୋଚିତ

ନୂଆଦିଲ୍ଲୀ ,୭।୮: ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଭାରତରେ ନୂଆ ନୋକିଆ ୮୨୧୦ ୪ଜିକୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ସ୍ମରଣୀୟ ଡିଜାଇନ୍‌, ଦୀର୍ଘସ୍ଥାୟିତ୍ୱ ଓ ଲମ୍ବା ବ୍ୟାଟେରି ଜୀବନର ମିଶ୍ରଣ ଓ ଏଥିରେ ବଡ଼ ଡିସ୍‌ପ୍ଲେ, ଏକ ଏମ୍‌ପି ୩ ପ୍ଲେୟାର କ୍ୟାମେରା, ଭଲ ୟୁଜର୍‌ ଇଣ୍ଟରଫେସ୍‌ ଆଦି ରହିଛି। ଏଥି ସହିତ ନୋକିଆ ୧୧୦ (୨୦୨୨)କୁ ମଧ୍ୟ ଉନ୍ମୋଚନ କରାଯାଇଛି। ଯେଉଁଥିରେ ସ୍ବୟଂକ୍ରିୟ କଲ୍‌ ରେକର୍ଡିଂ ଓ ବିଲ୍‌ଟ ଇନ୍‌ ପଛ କ୍ୟାମେରା ଭଳି ସୁବିଧା ରହିଛି ଓ ଏହାକୁ ବିଶ୍ୱାସର ନୋକିଆ ଭଳି ପ୍ରସ୍ତୁତ କରାଯାଇଛି। ଉଭୟ ନୋକିଆ ୮୨୧୦ ୪ଜି ଓ ନୋକିଆ ୧୧୦(୨୦୨୨)ରେ ନୂଆ ସ୍ଲିକ୍‌ ଡିଜାଇନ ଓ ଲମ୍ବା ବ୍ୟାଟେରି ଜୀବନ ରହିଛି। ଉଭୟ ଫୋନ୍‌ ଉପରେ ଏକ ବର୍ଷର ରିପ୍ଲେସ୍‌ମେଣ୍ଟ ଗ୍ୟାରେଣ୍ଟ ପ୍ରଦାନ କରାଯାଉଛି। ଏହି ନୂଆ ଆକର୍ଷଣୀୟ ଯୋଗଦାନ ସହିତ ନୋକିଆ ମୋବାଇଲ୍‌ ଏହାର ଫିଚର୍‌ ଫୋନ୍‌ ପୋର୍ଟଫୋଲିଓକୁ ଆହୁରି ଦୃଢ଼ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ହାର ୪.୯% ରହିବା ଅନୁମାନ

ନୂଆଦିଲ୍ଲୀ,୨୨-୨: ଚଳିତ ଆର୍ଥତ୍କ ବର୍ଷରେ ଦେଶର ଜିଡିପି ବିକାଶ ହାର ୪.୯% ରହିବା ନେଇ ଅନୁମାନ କରାଯାଇଛି। ବିକାଶ ହାର ଚଳିତ ଆର୍ଥତ୍କ ବର୍ଷ ୫%...

ଚାଇନାର ୫୦ ନିବେଶ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ,୬।୭ : ଚାଇନା କମ୍ପାନୀଗୁଡ଼ିକ ପକ୍ଷରୁ ୫୦ ନିବେଶ ପ୍ରସ୍ତାବ ଉପରେ ସରକାର ବର୍ତ୍ତମାନ ତର୍ଜମା କରୁଛନ୍ତି। ନୂଆ ସ୍କ୍ରିନିଂ ନୀତି ଅନୁସାରେ ସରକାର ଏଭଳି...

ସେପ୍ଟେମ୍ବରରେ ଯାତ୍ରୀବାହୀ ଯାନ ବିକ୍ରି ୨୪% ହ୍ରାସ

ନୂଆଦିଲ୍ଲୀ,୧୨-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶ ମଧ୍ୟରେ ଯାତ୍ରୀବାହୀ ଯାନ ବିକ୍ରି ୨୩.୬୯% ହ୍ରାସ ଘଟିଛି। ଏହି ସମୟରେ ୨,୨୩,୩୧୭ ୟୁନିଟ ଯାନ ବିକ୍ରି ହୋଇଛି।...

ରିଲାଏନ୍ସ ଡିଜିଟାଲରେ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌ ୨୩

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଡିଜିଟାଲରେ ପ୍ରିମିୟର ବର୍ଗର ସ୍ମାର୍ଟଫୋନ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ସିରିଜ୍‌ର ଉନ୍ମୋଚନ କରାଯାଇଛି। ବିଶେଷକରି ଗାଲାକ୍ସି ଏସ୍‌୨୩...

ସୋସିଆଲ୍‌ ମୋବିଲିଟି ସୂଚକାଙ୍କ: ୭୬ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୨୧-୧: ଓ୍ବାର୍ଲଡ ଇକୋନୋମିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ସୋମବାର ପ୍ରକାଶିତ ନିୟୁ ସୋସିଆଲ ମୋବିଲିଟି ସୂଚକାଙ୍କରେ ୮୨ ଦେଶ ମଧ୍ୟରୁ ଭାରତ ୭୬ତମ ସ୍ଥାନରେ ରହିଛି।...

ଓରିହୋମ୍‌ ପକ୍ଷରୁ ଗୃହ ନିର୍ମାଣ ସଲ୍ୟୁଶନ

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟର ପ୍ରଥମ ଟେକ୍ନୋଲୋଜିଭିତ୍ତିକ କନ୍‌ଷ୍ଟ୍ରକ୍‌ଶନ କମ୍ପାନୀ ଓରିହୋମ୍‌ କନ୍‌ଷ୍ଟ୍ରକ୍‌ଶନ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଗୃହ ନିର୍ମାଣ ସଲ୍ୟୁଶନ ସମ୍ପର୍କରେ ଘୋଷଣା ହୋଇଛି। କମ୍ପାନୀ ବିଶେଷ...

ପୁଣି ଆକ୍ସନରେ ମୋଦି ସରକାର;୧୫ ବରିଷ୍ଠ ଆୟକର ଅଧିକାରୀ ଜବରଦସ୍ତ ବିଦା

ନୂଆଦିଲ୍ଲୀ,୨୮-୯: ଅପାରଗ ଅଧିକାରୀଙ୍କ ବିରୋଧରେ ପୁନର୍ବାର ମୋଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତି, ସିବିଆଇ ମାମଲା ଓ ଅନ୍ୟ କେତେକ କାରଣ ଯୋଗୁ ସରକାର...

ଗରିବଙ୍କ ପାଇଁ ୮୦ ଲକ୍ଷ ନୂଆ ଘର,ଚଳିତ ବର୍ଷରୁ ଚିପ୍‌ ପାସପୋର୍ଟ, ୧୦୦ ଗତି ଶକ୍ତି କାର୍ଗୋ…

ନୂଆଦିଲ୍ଲୀ, ୧।୨ : ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୨୦୨୨-୨୩ ବର୍ଷରେ ଗରିବଙ୍କ ପାଇଁ ୮୦ଲକ୍ଷ ନୂଆ ଘର ନିର୍ମାଣ...

Advertisement
Archives

Model This Week