ଚିକିତ୍ସାରେ ଡାଭିଡ୍‌-ଆର୍ଡେନଙ୍କୁ ନୋବେଲ…

ଓ୍ବାଶିଂଟନ,୪।୧୦: ଚିକିତ୍ସାରେ ୨୦୨୧ ବର୍ଷ ପାଇଁ ଡାଭିଡ୍‌ ଜୁଲିୟସ୍‌ ଏବଂ ଆର୍ଡନ ପାଟାପୋର୍ଟିୟନଙ୍କୁ ପ୍ରଦାନ କରାଯିବା ଲାଗି ଘୋଷଣା କରାଯାଇଛି। ଏହି ଦୁଇ ଗବେଷକଙ୍କୁ ଶରୀରରେ ତାପମାତ୍ରା ଚାପ ଏବଂ ଯନ୍ତ୍ରଣା ସୃଷ୍ଟିକାରୀ ରେସେପ୍‌ଟର ପାଇଁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଡାଭିଡ୍‌ ଏବଂ ଆର୍ଡେନ ଉଭୟ ଆମେରିକାର ନାଗରିକ।
ତାପମାତ୍ରା, ଯନ୍ତ୍ରଣା, ଚାପ ପ୍ରଭୃତିକୁ ଅନୁଭବ କରି ହୋଇଥାଏ। ତେବେ ଏସବୁ ଉପରେ ଅଧିକ ତଥ୍ୟ ଉପଲବ୍ଧ ନାହିଁ। ଡାଭିଡ୍‌ ଏବଂ ଆର୍ଡେନ ଯନ୍ତ୍ରଣାକୁ ଅନୁଭବ କରି ହେଉ୍‌ଥିବା ରେସେପ୍‌ଟରକୁ ଚିହ୍ନଟ କରିଛନ୍ତି। ଏହାଦ୍ୱାରା ଆଗାମୀ ଦିନରେ ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ଶାରୀରିକ ସମସ୍ୟା ଏବଂ ମର୍ମାହତ ସମୟରେ ମିଳୁଥିବା ଯନ୍ତ୍ରଣାର ଲାଘବ କରାଯାଇ ପାରିବ।
ଡାଭିଡ୍‌ ୟୁନିଭରସିଟି ଅଫ୍‌ କାଲିଫର୍ନିଆରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବାବେଳେ ଆର୍ଡେନ ଲା ଜୋଲାର କ୍ରିପ୍ସ୍‌ ଇନଷ୍ଟିଚ୍ୟୁଟରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତା, ପଡୋଶୀଙ୍କ କାତି ଚୋଟରେ ଯୁବକ ଗୁରୁତର

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁରରେ ଅଭାବନୀୟ ଘଟଣା । ବଡ଼ସାହିର ଦୀପକ ସେଠୀଙ୍କ କାତି ଚୋଟରେ ପଡୋଶୀ ଡି.ବିଜୟ(୪୫) ଗୁରୁତର ଆହତ…

‘ବିପଜ୍ଜନକ କୁକୁରମାନଙ୍କୁ ମାରାତ୍ମକ ଇଞ୍ଜେକ୍ସନ ଦିଅ’: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୯।୮: ସୁପ୍ରିମକୋର୍ଟ ୭ ନଭେମ୍ବର, ୨୦୨୫ରେ ବୁଲା କୁକୁରଙ୍କ ସ୍ଥାନାନ୍ତର ଏବଂ ବାକରଣ ସମ୍ପର୍କରେ ତାଙ୍କର ଆଦେଶକୁ ସଂଶୋଧନ କିମ୍ବା ପ୍ରତ୍ୟାହାର କରିବାକୁ ସମସ୍ତ ଆବେଦନକୁ ଖାରଜ…

ସଲମାନ ଖାନଙ୍କ ଘରେ ପଶିଲା ସାପ:ଖେଳିଗଲା ଆତଙ୍କ, ତା’ପରେ ଯାହା ଘଟିଲା…

ମୁମ୍ବାଇ,୧୯।୪: ମୁମ୍ବାଇର ବାନ୍ଦ୍ରାରେ ଥିବା ଅଭିନେତା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ମଙ୍ଗଳବାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ୍‌ ଏକ ସାପ ଆପାର୍ଟମେଣ୍ଟରେ ପଶିଯାଇଛି। ସାପଟିକୁ…

ଭାରତକୁ ଇତିହାସ ପୃଷ୍ଠାକୁ ଠେଲି ଦେବୁ… ଭାରତକୁ ନାଲିଆଖି ଦେଖାଇଲା ପାକିସ୍ତାନ

ଇସଲାମାବାଦ୍‌,୧୯।୫: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଚେତାବନୀ ପରେ ପାକିସ୍ତାନ ହତଚକିତ ହୋଇଯାଇଛି। ଏବେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଧମକ…

୧୬ ଦିନର ଛାତିଥରା ଘଟଣା… ନାବାଳିକାଙ୍କୁ ଅପହଣ ପରେ ନିଶା ଇଞ୍ଜେକ୍ସନ ଦେଇ ଗଣବଳାତ୍କାର, ପ୍ରତିବାଦ କରିବାରୁ ସିଗାରେଟ ଚେଙ୍କ

ଲକ୍ଷ୍ନୌ,୧୯।୫: ଉତ୍ତର ପ୍ରଦେଶର ମହୋବାରେ, NEET ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ରୀଙ୍କୁ ଅପହରଣ ପରେ ୧୬ ଦିନ ଧରି ଗଣବଳାତ୍କାର କରାଯାଇଥିବା ନେଇ…

‘ରୋଗୀଣା-ପାଗଳା କୁକୁରମାନଙ୍କୁ ମାରିବା ବିଷୟରେ ବିଚାର କରନ୍ତୁ’: ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୫: ୧୯ ମଇରେ ସୁପ୍ରିମକୋର୍ଟ ବୁଲା କୁକୁର ସମ୍ପର୍କିତ ତାଙ୍କର ପୂର୍ବ ଆଦେଶକୁ ସଂଶୋଧନ କରିବାକୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଯେ ୨୦୨୫…

ଧାନବିକ୍ରିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ଟୋକନ୍‌ ପାଇଁ ବରଗଡ଼ ଜିଲାପାଳଙ୍କ ଅଫିସ୍‌ ଘରିଲେ ଚାଷୀ । ଆନ୍ଦୋଳନରେ ଚାଷୀଙ୍କ ସହ ବିଭିନ୍ନ ସଂଗଠନ ସାମିଲ୍‌ ହୋଇଛନ୍ତି । ବରଗଡ଼ ଜିଲାରେ…

ଘୋର ଅନର୍ଥ…ଏମିତି କାହିଁକି ହେଲା? ଚାଇନା ଜାହାଜ ଉପରେ ଆକ୍ରମଣ କଲା ରୁଷିଆ, ତାହା ପୁଣି ପୁଟିନଙ୍କ ଗସ୍ତର ୨ ଦିନ ପୂର୍ବରୁ

ବେଜିଂ,୧୯।୫: ୟୁକ୍ରେନ ଦାବି କରିଛି ଯେ ରୁଷିଆ ତାର ଘନିଷ୍ଠ ସହଯୋଗୀ ଚାଇନାର ଏକ ଜାହାଜ ଉପରେ ଆକ୍ରମଣ କରିଛି। ଅଲ ଜାଜିରାର ଏକ ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri