Posted inଜାତୀୟ

ପୁଅ, ମନ୍ତ୍ରୀଙ୍କଠାରୁ ଗରିବ ନୀତୀଶ

ପାଟନା, ୨।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପୁଅ ନିଶାନ୍ତ ଏପରିକି କ୍ୟାବିନେଟ ମନ୍ତ୍ରୀଙ୍କଠାରୁ ଗରିବ। ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୀତୀଶ ଓ ତାଙ୍କ ସରକାରର ମନ୍ତ୍ରୀମାନେ ଦେଇଥିବା ବ୍ୟକ୍ତିଗତ ସମ୍ପତ୍ତି ସୂଚନାରୁ ଏହା ଜଣାପଡିଛି। କ୍ୟାବିନେଟ ସେକ୍ରେଟେରିଏଟ୍‌ ୱେବ୍‌ସାଇଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ନୀତୀଶ କୁମାରଙ୍କ ପାଖରେ ନଗଦ ୩୫, ୮୮୫ ଏବଂ ବ୍ୟାଙ୍କରେ ପାଖାପାଖି ୩୪,୦୦୦ ଟଙ୍କା ଜମା ରହିଛି। ପୁଅ ନିଶାନ୍ତଙ୍କ ପାଖରେ ୨୮,୨୯୭ ନଗଦ ଏବଂ ୧ କୋଟି ଟଙ୍କା ସ୍ଥାୟୀ ଜମା ରହିଛି। ମୁଖ୍ୟମନ୍ତ୍ରୀଙ୍କଠାରେ ୯୮,୦୦୦ ଟଙ୍କାର ଅଳଙ୍କାର ଥିବାବେଳେ ନିଶାନ୍ତଙ୍କ ନିକଟରେ ୨୦ ଲକ୍ଷରୁ ଅଧିକ ମୂଲ୍ୟର ଗହଣା ରହିଛି। ଏନ୍‌ଡିଏ ସରକାରଙ୍କ ଅଂଶବିଶେଷ ଥିବା ବିକାଶଶୀଳ ଇନ୍‌ସାନ ପାର୍ଟି (ଭିଆଇପି)ର ପ୍ରତିଷ୍ଠାତା ମୁକେଶ ସାହାନି କ୍ୟାବିନେଟର ସବୁଠାରୁ ଧନୀ ମନ୍ତ୍ରୀ ବୋଲି ସୂଚନା ଦିଆଯାଇଛି। ୨୦୧୦ରେ ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କ ପାଇଁ ବର୍ଷର ପ୍ରଥମ ଦିନରେ ସେମାନଙ୍କର ସମ୍ପତ୍ତି ବିବରଣୀ ପ୍ରକାଶ କରିବାକୁ ନୀତୀଶ ସରକାର ବାଧ୍ୟତାମୂଳକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ରହିଛି ଆଧାର

ନୂଆଦିଲ୍ଲୀ,୨୭।୧୨: ସରକାରଙ୍କ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ)ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି କି ଦେଶରେ ବର୍ତ୍ତମାନ ସୁଦ୍ଧା ୧୨୫କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ଆଧାର...

କଂଗ୍ରେସକୁ ପୁଣି ଫେରିବେ କି ସଚିନ

ନୂଆଦିଲ୍ଲୀ,୧୭।୭: ରାଜସ୍ଥାନରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସଚିନ ପାଇଲଟଙ୍କୁ ଦଳର ରାଜସ୍ଥାନ...

ପିଆଜ-ପେଟ୍ରୋଲ ଦାମ୍‌ ବୃଦ୍ଧିରେ ଖାଉଟିଙ୍କ ଅବସ୍ଥା ଶୋଚନୀୟ: ସେଓଠାରୁ ୨ଗୁଣା ଅଧିକ ଦାମ୍‌ରେ ବିକ୍ରି ହେଉଛି ପିଆଜ

ନୂଆଦିଲ୍ଲୀ,୨୫।୯: ଦେଶରେ ଦିନକୁ ଦିନ ପିଆଜ ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ଏହା ବଜାରରେ କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଛି। ସେହିପରି...

ମତ ବଦଳାଇଲେ କଂଗ୍ରେସର ବରିଷ୍ଠ ନେତା: ପିଏମ୍‌ ପଦ ପାଇଁ ଦେଶର ସବୁଠୁ ବଡ଼ ଦଳକୁ ମିଳୁ ସୁଯୋଗ

ନୂଆଦିଲ୍ଲୀ,୧୭।୫: ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦେଇଥିବା ବୟାନକୁ ବଦଳାଇଲେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌। ଗୁରୁବାର କେନ୍ଦ୍ରରୁ ଏନଡିଏକୁ ହଟାଇବା...

ତାଲିବାନକୁ ୧୦୦୦ରୁ ଅଧିକ ଲଶ୍କର-ଜୈଶ୍‌ ଆତଙ୍କବାଦୀଙ୍କ ସମର୍ଥନ, ଏଲ୍‌ଓସିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ନୂଆଦିଲ୍ଲୀ,୧୨।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିବା ଜାରି ରହିଛି। ଏପରିସ୍ଥଳେ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ ନିଜ କବ୍‌ଜାରେ ତାଲିବାନ ଆତଙ୍କବାଦୀ ସଂଗଠନ ନେଇ...

ଚାଇନା ମାନଚିତ୍ରରେ ଅରୁଣାଚଳପ୍ରଦେଶ

ନୂଆଦିଲ୍ଲୀ,୨୨ା୪(ଆଇଏଏନ୍‌ଏସ୍‌): ଚାଇନା ଏହାର ଅନ୍ତର୍ଜାତୀୟ ସୀମା ମଧ୍ୟରେ ଅରୁଣାଚଳପ୍ରଦେଶର କେତେକ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଛି। ସ୍କାଏ ମ୍ୟାପ୍‌ ପକ୍ଷରୁ ଜାରି ଚାଇନା ମାନଚିତ୍ରର ସଂଶୋଧିତ ସଂସ୍କରଣରେ...

ପ୍ରେମ ପାଇଁ ୪ ସନ୍ତାନଙ୍କ ଜନନୀ ସ୍ବାମୀଙ୍କ ଉପରେ କଲେ ଏପରି…

ଜୟପୁର, ୨୭।୮: ପ୍ରେମ ପାଇଁ ସ୍ବାମୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଜଣେ ମହିଳାଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଛି। ସ୍ଥାନୀୟ ଆଗ୍ରା ଜିଲାର...

କମ୍ପ୍ୟୁଟର ବାବାଙ୍କ ଆଶ୍ରମରୁ ମିଳିଲା ବନ୍ଧୁକ, ଖଣ୍ଡା

ଇନ୍ଦୋର,୮।୧୧:ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ସମୟରେ ସରକାରଙ୍କ ବିରୋଧରେ ‘ଲୋକତନ୍ତ୍ର ବଚାଓ’ ଯାତ୍ରା ଆରମ୍ଭ କରିଥିବା କମ୍ପ୍ୟୁଟର ବାବା ଓରଫ୍‌ ନାମଦେବ ଦାସ...

Advertisement


Archives

Model This Week