Posted inଫୁରସତ

ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ଟାଙ୍ଗି ନୂଆବର୍ଷକୁ କରାଯାଏ ସ୍ବାଗତ, ପଛରେ ରହିଛି ଏହି କାରଣ

ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ ନୂତନବର୍ଷକୁ ଅତି ଅଦ୍ଭୁତ ଢଙ୍ଗରେ ପାଳନ କରାଯାଇଥାଏ। କେଉଁଠି ଚେୟାର, ସୋଫା ଫିଙ୍ଗା ଯାଇଥାଏ ତ ଆଉ କେଉଁଠି ଖାଦ୍ୟ ପ୍ଲେଟ ଭାଙ୍ଗିବା ଏବଂ କାଗଜ ଉଡ଼ାଯିବାର ପରମ୍ପରା ରହିଛି। ଆଉ କେଉଁଠି ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ଟାଙ୍ଗି ନୂଆବର୍ଷକୁ ସ୍ବାଗତ କରିଥାନ୍ତି ଲୋକେ। ଜାଣନ୍ତୁ ଏପରି ଦେଶ ସମ୍ପର୍କରେ…

ଦକ୍ଷିଣ ଆମେରିକା:
ଏଠାରେ ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧା ଯାଇ ନୂତନବର୍ଷକୁ ସ୍ବାଗତ କରାଯାଇଥାଏ। ମେକ୍ସିକୋ, ବୋଲିଭିଆ ଏବଂ ବ୍ରାଜିଲ ପରି ଦକ୍ଷିଣ ଆମେରିକୀୟ ଦେଶରେ, ନୂତନ ବର୍ଷରେ ଅନ୍ତଃବସ୍ତ୍ରର ରଙ୍ଗ ପରବର୍ତ୍ତୀ ବର୍ଷ କ’ଣ ହେବ ତାହା ସ୍ଥିର କରିଥାଏ ବୋଲି ବିଶ୍ୱାସ ରହିଛି। ଏଥିସହିତ ଭାଗ୍ୟ କିପରି ହେବ ତାହା ଏହି ଅନ୍ତଃବସ୍ତ୍ରରୁ ହିଁ ଲୋକେ ଅନୁମାନ କରିନିଅନ୍ତି। ଯେଉଁମାନେ ପ୍ରେମ ପାଇବାକୁ ଚାହାନ୍ତି ସେମାନେ ନାଲି ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧିଥାନ୍ତି। ଯେଉଁମାନେ ଟଙ୍କା ଆବଶ୍ୟକ କରନ୍ତି ସେମାନେ ହଳଦିଆ ରଙ୍ଗର ଏବଂ ଯେଉଁମାନେ ଶାନ୍ତି ଚାହୁଁଛନ୍ତି, ସେମାନେ ଧଳା ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧି ନୂଆବର୍ଷ ପାଳନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କଲାରଶିପ୍‌ ଟଙ୍କା ବାପାଙ୍କୁ ଦେଇଥିଲି: ଗଣେଶ୍ୱର ଜେନା

କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ସୁଲଣ ଗାଁରେ ମୋ ଜନ୍ମ। ହାଟଡିହି ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରି ଭଦ୍ରକ କଲେଜରେ ଆଇଏସ୍‌ସି ପଢ଼ିଥିଲି।...

୧୯ କୋଟିରେ ନିଲାମ ହେବ ଚନ୍ଦ୍ର ପଥର

ଲଣ୍ଡନ,୪।୫: ବ୍ରିଟେନ୍‌ରେ ରହିଥିବା ଚନ୍ଦ୍ର ପଥର ୧୯ କୋଟି ଟଙ୍କାରେ ନିଲାମ ହେବ। ଏହି ୧୩.୫ କିଲୋଗ୍ରାମ୍‌ ଓଜନର ପଥରକୁ ଲଣ୍ଡନର କ୍ରିଷ୍ଟି ନିଲାମ ହାଉସ୍‌ରେ...

ଫେସ୍‌ବୁକ୍‌ ଡିଲିଟ୍‌ କରିବ ୧ ବିଲିୟନରୁ ଅଧିକ ଲୋକଙ୍କ ଫେସ୍‌ ପ୍ରିଣ୍ଟ୍‌

ଓ୍ବାଶିଂଟନ,୩ା୧୧: ଫେସ୍‌ବୁକ୍‌ ଏହାର ଚେହେରା ଚିହ୍ନଟ ପ୍ରଣାଳୀ ବନ୍ଦ କରିବ ଏବଂ ୧ ବିଲିୟନରୁ ଅଧିକ ଲୋକଙ୍କ ଫେସପ୍ରିଣ୍ଟ ବିଲୋପ କରିବ ବୋଲି କହିଛି। ସମଗ୍ର...

ପବିତ୍ର ତୀର୍ଥସ୍ଥଳୀ ମେଲୁକୋଟ: କେବେ ଓ କେମିତି ଯିବେ; କ’ଣ ଦେଖିବେ

କର୍ନାଟକସ୍ଥିତ ଏକ ପବିତ୍ର ତୀର୍ଥସ୍ଥଳୀ ଭାବେ ମେଲୁକୋଟର ବେଶ୍‌ ନାଁ ରହିଛି। ଏକାଧିକ ମନ୍ଦିର ଓ ଆଶ୍ରମ ସହିତ ଦେଖିବା ପାଇଁ ଏଠାରେ ରହିଛି ଅନେକ...

ଖ୍ରୀଷ୍ଟମାସ ରଙ୍ଗରେ ସଜେଇ ହେଇ ଉଡ଼ାଣ କଲା ବିମାନ

ଆଜି ଚାରିଆଡ଼େ ଖ୍ରୀଷ୍ଟମାସର ପରିବେଶ। ସମସ୍ତେ ନିଜ ନିଜ ଶୈଳୀରେ ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି। ବଡ଼ଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇବା...

କରୋନାକୁ ଡର ନାହିଁ: ପ୍ଲେଗ ସମୟରେ ଡାକ୍ତର ନ ଥିଲେ ଏବେ ଡାକ୍ତର ଅଛନ୍ତି

ଲକ୍ଷ୍ନୌ,୧୬।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଭୟଭୀତ ହୋଇଯାଇଥିବା ବେଳେ ଏବେ ଜଣେ ୧୨୦ ବର୍ଷର ବୃଦ୍ଧା ସମସ୍ତଙ୍କୁ ସାହାସ ଯୋଗାଇଛନ୍ତି। ଉତ୍ତରପ୍ରଦେଶ ବାନ୍ଦାର...

୧୦ ବର୍ଷ ହେବ କେବଳ ବ୍ରେଡ୍‌, ଦହି ଖାଉଛନ୍ତି ୧୨ ବର୍ଷୀୟ ବାଳକ: ଆଉ କିଛି ଖାଦ୍ୟ ଦେଖିଲେ…

ଦୁନିଆରେ ଅନେକ ରୋଗ ଅଛି, ଯାହା ଅତ୍ୟନ୍ତ ବିପଜ୍ଜନକ ଏବଂ ବିଚିତ୍ର ଅଟେ। ଜଣେ ୧୨ ବର୍ଷର ବାଳକ ଏପରି ଏକ ଅଜବ ରୋଗ ସହିତ...

ଆଜି ବି ଜୀବନ ଉପରେ ପ୍ରଭାବ ପକାଉଛି ମହାଭାରତ ଯୁଗର ଏସବୁ ଅଭିଶାପ: ଯୁଧିଷ୍ଠିରଙ୍କ ଯୋଗୁ..

ମହାଭାରତ ଦୁନିଆର ସବୁଠାରୁ ବଡ଼ କାବ୍ୟ। ଏହି ଯୁଦ୍ଧରେ ଅଭିଶାପର ପ୍ରମୁଖ ଭୂମିକା ରହିଛି। ସେଥିରୁ କିଛି ଆଜି ପର୍ଯ୍ୟନ୍ତ ଚାଲି ଆସୁଥିବା ବିଶ୍ୱାସ ରହିଛି।...

Advertisement
Archives

Model This Week